Browsing Tag

kalahandi

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଘଟିଛି ଅଘଟଣ। ବିଦ୍ୟୁତ୍ ତାର ଲାଗି ଜଣେ ଡ୍ରାଇଭର ମୃତ୍ୟୁ। ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ ତାର ବିଛାଇ ଥିବା ବେଳେ ଅଲାବୁଲା ନିକଟରେ ପୋଖରୀ ଥିବାରୁ ବିଳମ୍ୱିତ ରାତ୍ରୀରେ ଶୌଚ ପାଇଁ ଟମାଟୋ…

କଳାହାଣ୍ଡି ଇନ୍ଦ୍ରାବତୀରେ ଫସିଲା ଡଙ୍ଗା: ୨୫ଜଣଙ୍କ ଜୀବନ ବଞ୍ଚାଇଲା ୧୦୮ ବୋଟ୍‌ ଆମ୍ବୁଲାନ୍‌ସ

କଳାହାଣ୍ଡି(କେନ୍ୟୁଜ୍):   ଜୀବନ ବଞ୍ଚାଇଲା ୧୦୮ ବୋଟ୍‌ ଆମ୍ବୁଲାନ୍ସ । କଳାହାଣ୍ଡି ଇନ୍ଦ୍ରାବତୀରେ ଫସିଥିବା ଡଙ୍ଗାକୁ ଉଦ୍ଧାର କଲେ ୧୦୮ ବୋଟ୍‌ ଆମ୍ବୁଲାନ୍ସ କର୍ମଚାରୀ । କଳାହାଣ୍ଡି ଜିଲ୍ଲା ଗୁଞ୍ଜମାଳି ଗାଁର ୨୫ ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର…

କଳାହାଣ୍ଡି : ସୁନାମୁଖୀ ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ଗଳିତ ମୃତଦେହ, ଦିନେ କି ଦୁଇ ଦିନ ଆଗରୁ ମୃତ୍ୟୁ ହୋଇଥିବା…

କଳାହାଣ୍ଡି (କେନ୍ୟୁଜ): ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନାମୁଖି ଜଙ୍ଗଲରେ ମୁଣ୍ଡ ବିହିନ ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଅଏଲାତରା ଗାଁ ନିକଟ ସୁନାମୁଖୀ ଜଙ୍ଗଲରେ ଏକ ମୁଣ୍ଡ ବିହୀନ ଶବ କୁ ଗ୍ରାମବାସୀ ଦେଖି ପୋଲିସକୁ ଖବର କଲା ପରେ ଘଟଣା ସ୍ଥଳରେ ମଦନପୁର ରାମପୁର…

ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି, ଗାଁ ଭିତରେ ପାଣି ଓ ବହୁ ଚାଷ ଜମି ଜଳମଗ୍ନ

କଳାହାଣ୍ଡି(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି। ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଜୟପାଟଣା ବ୍ଲକର ହାତୀନଦୀ କୂଳରେ ଥିବା ବାନେର, ପିପଲଗୁଡା, କାଦୋପଦର ଗାଁରେ ବନ୍ୟାପାଣି ଘରେ ଘରେ ପଶିଛି। ସେହିଭଳି କଲମପୁର ବ୍ଲକର ପୋରୁଆଗୁଡା, ମାଟିଖାଲ, ବାଲିଛଡା, କର୍ମେଲ ଗାଁରେ ବନ୍ୟାଜଳ…

ତାନ୍ତ୍ରିକ ସହ ମିଶି ବାପାକୁ ବଳି ପକାଇବାକୁ ଉଦ୍ୟମ କରୁଥିଲା କୁଳାଙ୍ଗର ପୁଅ, ଗ୍ରାମବାସୀଙ୍କ ଠାରୁ ଖବର ପାଇ…

କଳାହାଣ୍ଡି(କେନ୍ୟୁଜ୍):  କଳିଯୁଗର କୁଳାଙ୍ଗାର ପୁଅ । ନିଜ ଜନ୍ମ କଲା ବାପାକୁ ବଳି ପକାଇବାକୁ ଉଦ୍ୟମ କରୁଥିଲା ପୁଅ । ହେଲେ ଗ୍ରାମବାସୀଙ୍କ ଯୋଗୁ ପୁଅର ଯୋଜନା ପଣ୍ଡ ହୋଇଛି । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ବେଲପଡା ଅଞ୍ଚଳର । ତାନ୍ତ୍ରିକ ସହ ମିଶି ନିଜ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ASI

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଥୁଆମୂଳ ରାମପୁର ଥାନା ASI ରମେଶ ଚନ୍ଦ୍ର ପଟନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଥୁଆମୂଳ ରାମପୁର ଥାନା ଲହରାଜର ଗାଁ ର ପବିତ୍ର ନାଏକଙ୍କ ଠାରୁ ଏକ ମଦ କେଶ କୁ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ । ଭବାନୀପାଟଣା ପୁରୁଣା ବସ…

ଗୋଠ ଛଡା ହୋଇ କୂଅ ଭିତରେ ଖସି ପଡିଲା ଛୁଆ ହାତୀ, ଉଦ୍ଧାର କଲା ବନବିଭାଗ

କଳାହାଣ୍ଡି(କେନ୍ୟୁଜ୍): କୂଅ ଭିତରୁ ଉଦ୍ଧାର ହେଲା ହାତୀ ଛୁଆ। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ନିକଟସ୍ଥ ବାବେନାଲର ଏକ ପରିତ୍ୟକ୍ତ କୂଅ ଭିତରୁ ଛୁଆ ହାତୀକୁ ଉଦ୍ଧାର କରାଯାଇଛି। ଗତକାଲି ହାତୀଟି ଗୋଠ ଛଡା ହୋଇ କୂଅ ଭିତରେ ଖସି ପଡିଥିଲା। ଖବର ପାଇ ନର୍ଲା ବନ ବିଭାଗ…

ଲୋକଙ୍କ ଖବର ସଂଗ୍ରହ କରିବାକୁ  ଯାଇ ନିଜେ ଖବର ପାଲଟିଗଲେ ସାମ୍ବାଦିକ ରୋହିତ ବିଶ୍ବାଳ, ଲ୍ୟାଣ୍ଡମାଇନରେ ଲିଭିଗଲା…

କଳାହାଣ୍ଡି(କେନ୍ୟୁଜ୍): ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଲାଣ୍ଡମାଇନରେ ଟଳି ପଡିଲେ ଏହି ବିରିଷ୍ଠ ସାମ୍ବାଦିକ।  ମୃତ ସାମ୍ବାଦିକ ମୋହନଗିରି ଅଞ୍ଚଳର ରୋହିତ ବିଶ୍ୱାଳ । କଳାହାଣ୍ଡ ଜିଲ୍ଲା ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ନିର୍ବାଚନ ବର୍ଜନ କରିବା…

ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖିବୁଜିଲେ ଯାଆଁଳା ଭାଇ

ଧର୍ମଗଡ (କେନ୍ୟୁଜ): ଏକାସଙ୍ଗରେ ଦୁନିଆ ଦେଖିଥିଲେ । ଆଉ ଏକାସଙ୍ଗରେ ଆଖିବୁଜିଲେ । ପୋଖରୀରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗାଁର ରୋହିତ ସାହୁଙ୍କ ୫ ବର୍ଷ ବୟସ୍କ ଦୁଇ ଯାଆଁଳା ପୁଅ ପୀୟୂଷ ଓ ୟସ୍‌ ପୋଖରୀରେ ବୁଡ଼ି ଯାଇଥିଲେ…

କଳାହାଣ୍ଡି ମାଣିକେଶ୍ଵରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ଦୁଇ କୋଟି ଟଙ୍କା

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ମାଣିକେଶ୍ଵରୀ ପୀଠର ବିକାଶ କାମର ଶିଳାନ୍ୟାସ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଣିକେଶ୍ଵରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । 5T ଅଧୀନରେ ପୀଠର ବିକାଶ ପାଇଁ ଦୁଇ କୋଟି ଟଙ୍କା…

ସିଏ ଦେଇଥିଲେ ସିଏ ନିଅନ୍ତୁ, ମୃତ୍ୟୁ ପୂର୍ବରୁ ଠାକୁରଙ୍କୁ ସବୁ ଦେଇ ଦେଲେ ବୃଦ୍ଧ

କେନ୍ୟୁଜ୍(ବ୍ୟୁରୋ):  ଦୁନିଆରେ ଏମିତି ବି ବ୍ଯକ୍ତି ଅଛନ୍ତି ଯିଏ ମୃତ୍ୟୁ ପୂର୍ବରୁରୁ ନିଜ ସମ୍ପତ୍ତିକୁ ଭଗବାନଙ୍କ ନାମରେ ଲେଖି ଅଞ୍ଚଳ ପାଇଁ ଉଦାହରଣ ସାଜିଛନ୍ତି ।ତାଙ୍କ ଏହି ମହାନୀୟତା ପାଇଁ ସ୍ଥାନୀୟ ଲୋକେ ଦେଇଛନ୍ତି ତାଙ୍କୁ ସ୍ନେହ ଓ ଆଦର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ…

କଳାହାଣ୍ଡି କଲମପୁର ବମହୁଡାରେ ୧୦ମିଟର ଘାଇ, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବମହୁଡାରେ ୧୦ମିଟର ଘାଇ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ। ପାଜେନ୍‌ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ୩୩.୩୨୬ ବମହୁଡାରେ ଘାଇ ସୃଷ୍ଟି ହୋଇଛି। ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା ରହିଥିବା ବେଳେ ପାଜେନ୍‌ ଗାଁ ଭିତରକୁ…