କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ପୁଣି ହାତୀ ଆତଙ୍କ: ୫ ଦିନରେ ୪ ଘର ଭାଙ୍ଗିବା ସହ ନଷ୍ଟ କଲେ ବ୍ୟ।ପକ ଫସଲ
କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଆଜି କି ପ୍ରାୟ ୫ ଦିନହେଲା ସିକେରକୁପା ଫରେଷ୍ଟ ଅଞ୍ଚଳ କିଡିଙ୍ଗ,କାଉଗୁଡା,କାଚିଲି,ଦୂରଭଟା,ପୋଡାପଦର ଓ ମାଡିବନ୍ଧା ଗ୍ରାମରେ ଜଙ୍ଗଲୀ ହାତୀର ଉପଦ୍ରବ ବଢ଼ିବାରେ ଲାଗିଛି । ପାଞ୍ଚ ଦିନ ମଧ୍ୟରେ…