Browsing Tag

kamakhyanagar

ଢେଙ୍କାନାଳ:ଜରଡା ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ ଭ୍ୟାନ, ଡ୍ରାଇଭର ମୃତ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ରାସ୍ତାର ଜରଡା ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ ଭ୍ୟାନ । ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ଗଡ଼ପଳାଶୁଣି ଗାଁର କିରଣ ସାହୁ । ସେ କାମାକ୍ଷାନଗରରୁ ଚୁଡା ବୋଝେଇ କରି ନିଜ ଗାଁ…

ଏକତରଫା ପ୍ରେମରେ ବିଫଳ: ବିବାହିତା ମହିଳାଙ୍କୁ ଅପହରଣ ଉଦ୍ୟମ ପରେ ଲହୁଲୁହାଣ କରି ଫେରାର ହେଲା ଯୁବକ

କାମାକ୍ଷାନଗର(କେନ୍ୟୁଜ୍): ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଜୋର ଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ। ଉଦ୍ୟମରେ ବିଫଳ ହେବାରୁ ମହିଳାଙ୍କୁ ମାଡ ମାରି ଲହୁଲୁହାଣ କରି ଫିଙ୍ଗି ଦେଇ ଫେରାର ହୋଇଯାଇଛି ବିଫଳ ପ୍ରେମିକ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତୁମୁସିଙ୍ଗା ଥାନା…

ରେଙ୍ଗାଳି ଭରଏପୁର ଶାଖା କେନାଲରେ ୩୦ଫୁଟର ଘାଇ, ଶହ ଶହ ଏକର ଚାଷ ଜମି ଜଳମଗ୍ନ

କାମାକ୍ଷାନଗର (କେନ୍ଯୁଜ): ପୁଣି ଭାଙ୍ଗିଲା କେନାଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାନ୍ତରାପୁର ରେଙ୍ଗାଳି ଭରଏପୁର ଶାଖା କେନାଲରେ ୩୦ଫୁଟର ଘାଇ। ଫଳରେ ଜଳମଗ୍ନ ହୋଇଯାଇଛି ଶହ ଶହ ଏକର ଚାଷ ଜମି। ଗତକାଲି ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟ୍ରିବ୍ୟୁଟାରି କେନାଲରେ ୧୦ଫୁଟର…

୨୦୧୨ ମେ’ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା: ଢେଙ୍କାନାଳ କାମାକ୍ଷାନଗରରେ ପୋଷ୍ଟର ମାରିଲା ଚନ୍ଦକା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ୨୦୧୨ ମେ'ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା। ଆଜି ଚନ୍ଦକା ପୋଲିସର ଏକ ୪ ଜଣିଆ ଟିମ୍‌ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଗାଁକୁ ଯାଇ ପଚରାଉଚୁରା କରିବା ସହ ପୋଷ୍ଟର ମାରିଛନ୍ତି। ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି ଚନ୍ଦକା ଆଇଆଇସି। ୨୦୧୨…

ଛାଡିଗଲା କୁଲକୁଲ, ଷ୍ଟଣ୍ଟ ଦେଖାଇଲାବେଳେ ନାଳରେ ଗଳିପଡିଲେ ଯୁବକ

କାମାକ୍ଷାନଗର(କେନ୍ୟୁଜ୍): ବାଇକରେ ଷ୍ଟଣ୍ଟ ଦେଖାଉଥିଲେ କିନ୍ତୁ ଅସାବଧାନତା କରଣରୁ ଦୁର୍ଘଟଣା ଘଟି ଆହାତ ହେଲେ ଯୁବକ । ଏଭଳି ଘଟଣା ଘଟିଛି କାମାକ୍ଷାନଗର ନୂତନ ବାଇପାସ ରାସ୍ତାରେ ।ଦୁର୍ଘଟଣାରେ ଅଳ୍ପକେ ବଞ୍ଚଗଲା ଯୁବକଙ୍କ ଜୀବନ। ହିରୋ ସ୍ପେଣ୍ଡର ବାଇକରେ ଯୁବକ ଜଣଙ୍କ ଷ୍ଟଣ୍ଟ ଦେଖାଇବା…

ଢେଙ୍କାନାଳ: ପ୍ରେମ ବିବାହର କରୁଣ ପରିଣତି ,ପିଶାଚ ସ୍ବାମୀର କାଠ ଫାଳିଆରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

କାମାକ୍ଷାନଗର(କେନ୍ୟୁଜ୍): ପ୍ରେମ ବିବାହର କରୁଣ ପରିଣତି । ପିଶାଚ ସ୍ବାମୀ କାଠ ଫାଳିଆରେ ସ୍ତ୍ରୀର ମୃତ୍ୟୁ । ଏଭଳି ଅଭାବନୀୟ ଲୋମଟଙ୍କୁରା ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ ।ପାରିବାରିକ କଳହକୁ କେନ୍ଦ୍ର କରି ଗାଁର ବିକ୍ରମ ନାଏକ ନିଜ ସ୍ତ୍ରୀ ବର୍ଷା ନାଏକକୁ…

ଭିନ୍ନ ଏକ ପ୍ରୟାସ, ଆଶ୍ରମ ପକ୍ଷରୁ ଭକ୍ତଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ

କାମାକ୍ଷାନଗର (କେ ନ୍ୟୁଜ୍‌) : ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ସବୁ ବେଳେ ଏକ ଦାନର କଥା ରହିଥାଏ । ଭକ୍ତ ଫଳ, ଫୁଲ ଠାରୁ ଆରମ୍ଭ କରି ବିଭିନ୍ନ ନୈବେଦ୍ୟ ଏବଂ ଅଳଙ୍କାର ଆଦି ପ୍ରଭୁଙ୍କୁ ଅର୍ପଣ କରେ । ଏମିତିକି ଭକ୍ତମାନେ ଅନେକ ଧର୍ମାନୁଷ୍ଠାନକୁ ଅର୍ଥରୁ ଆରମ୍ଭ କରି ସୁନା ଅଳଙ୍କାର ଆଦି ଦାନ…

ସୁନା ସଫେଇ ନାଁରେ ଲୁଟ୍, ଦୁଇ ଚୋରକୁ ବାନ୍ଧିଲେ ଗ୍ରାମବାସୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗାଁରେ ଦୁଇ ସୁନା ଚୋରକୁ କାବୁ କରି ବାନ୍ଧିଛନ୍ତି ଗ୍ରାମବାସୀ। ସୁନା ସଫେଇ କରିବା ବାହାନାରେ ଏମାନେ ଲୁଟ କରୁଥିଲେ। ସୁନା ଚେନଗୁଡିକୁ ସଫା କରିବା କହି ଗାଏବ କରି ଦେଉଥିଲେ ଅରିଜିନାଲ ସୁନା। ଆଉ…

କାମାକ୍ଷାନଗର ଚୂନରଗଡ଼ି ଗାଁରେ ଅଭାବନୀୟ ଘଟଣା: ମହିଳାଙ୍କ ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କାମାକ୍ଷାନଗର: ମହିଳାଙ୍କ ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର। କାମାକ୍ଷାନଗର କଙ୍କଡ଼ାହା଼ଡ ଥାନା ଚୂନରଗଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳା ଜଣକ ରିଙ୍କି ମହାକୁଡ଼ ବୋଲି ପରିଚୟ ମିଳିଛି। ହତ୍ୟା ସନ୍ଦେହରେ ମହିଳାଙ୍କ ସ୍ୱାମୀ ନବକିଶୋର…

ପଶୁ ବଦଳରେ ମଣିଷ ଶିକାର, ଶିକାରୀ ଗୁଳିରେ ଚାଲିଗଲା ଜଣକର ଜୀବନ

କାମାକ୍ଷାନଗର (କେ ନ୍ୟୁଜ୍‌) : ଶିକାରୀ ଯାଇଥିଲେ ପଶୁ ଶିକାର ପାଇଁ । ହେଲେ ପଶୁ ଜାଗାରେ କରିଦେଲେ ମଣିଷ ଶିକାର । କାଳିଆପାଣି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ମୃତକ ହେଉଛନ୍ତି ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗାଁର ଗୋବିନ୍ଦ ବେହେରା ।…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ, ୨ ମୃତ ୪ ଗୁରୁତର ଆହତ

କାମାକ୍ଷାନଗର(କେନ୍ୟୁଜ୍‌): କାମାକ୍ଷାନଗର ସ୍ଥିତ ପରଜଙ୍ଗ ଥାନା ଡୋଲିଆ ଛକ ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ। ଘଟଣାସ୍ଥଳରେ ୨ ଜଣ ମହିଳା ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ…

କାମାକ୍ଷାନଗର : ଜୀବନ୍ତ ବଜ୍ରକାପ୍ତା ସହ ଚୋରା ଚାଲାଣକାରୀ ଗିରଫ

କାମାକ୍ଷାନଗର : ଯେତେ ଗିରଫଦାରୀ ହେଲେ ବି ରାଜ୍ୟରେ କମୁ ନାହିଁ ବଜ୍ରକାପ୍ତା ଚୋରା ଚାଲାଣ । ଆଜି ଢେଙ୍କାନାଳ କପିଳାସ ରେଞ୍ଜ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବା ବେଳେ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ। ଏହି ଦୁଇ ଅଭିଯୁକ୍ତ ହେଲେ ଘନଶ୍ୟାମ…