ରିଲିଜ ହେଲା ‘ଚନ୍ଦ୍ରମୁଖୀ ୨’ ଫାଷ୍ଟ ଟ୍ରେଲର, ଗଣେଶ ପୂଜାରେ ରିଲିଜ୍ ହୋଇପାରେ ଫିଲ୍ମ
ବଲିଉଡ କୁଇନ୍ କଙ୍ଗନା ରଣାଓ୍ଵତ୍ ଏବଂ ସାଉଥ୍ ସୁପରଷ୍ଟାର ରାଘବ ଲରେନ୍ସଙ୍କ ଫିଲ୍ମକୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି କଙ୍ଗନା ଓ ରାଘବ ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଅଫିସିଆଲ୍ ଟ୍ରେଲର୍…