Browsing Tag

karanjia

ଅଫିସ୍‌ରେ ବସି ମଦ ପିଉଥିଲେ ବନ ଅଧିକାରୀ, ଭାଇରାଲ ହୋଇଗଲା ଭିଡିଓ

କରଞ୍ଜିଆ : ଅଫିସ ଚାମ୍ବରରେ ବସି ମଦ ପିଉଛନ୍ତି ସରକାରୀ ବାବୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି। ସେ ତାଙ୍କ ରେଞ୍ଜ ଅଫିସ ଚାମ୍ବର ଭିତରେ ବସି…

ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା: ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ(କେନ୍ୟୁଜ୍):ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୨ ଗିରଫ। ଯଶୀପୁର ପୋଲିସ ୧୨ଜଣଙ୍କୁ ଗିରଫ କରିବା ସହ ୫ଟି ଗାଡ଼ି ସହ ବନ୍ଧୁକ ଓ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV ଫୁଟେଜ ଆଧାରରେ ତଦନ୍ତ କରି ସମସ୍ତଙ୍କୁ ଗିରଫ…

ମୟୁରଭଞ୍ଜ ଜଶୀପୁର ବଜାରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ

କରଞ୍ଜିଆ(କେନ୍ୟୁଜ୍): ଯଶୀପୁର ମୁଖ୍ଯ ବଜାର ଛକ ନିକଟର ସିରିଜ ଦୁର୍ଘଟଣା। ଏକ ୧୨  ଚକିଆ ଟ୍ରକ ସହିତ ଟ୍ରଲର ଧକ୍କା ଦେବାପରେ ଅନ୍ଯ ୪ଟି ଯାତ୍ରାବାହି ଅଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ  ଅଳ୍ପକେ ବର୍ତ୍ତିଛନ୍ତି ଅନେକ ଲୋକ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଯଶୀପୁର…

ମୟୁରଭଞ୍ଜ: ଗଣତନ୍ତ୍ର ଦିବସରେ କରୋନା ଯୋଦ୍ଧା ସମ୍ମାନ ଆଣିବାକୁ ଯାଇ ହଟହଟା ହେଲେ କରଞ୍ଜିଆ ମେଡିକାଲ ଅଧିକ୍ଷକ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ କଲେଜ ପଡିଆଠାରେ ଉପଖଣ୍ଡ ସ୍ତରୀୟ ୭୩ତମ ଗଣତନ୍ତ୍ର ଦିବସ ପାଳନ ହେବା ପରେ କିଛି କରୋନା ଯୋଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ସଫେଇ କର୍ମଚାରୀ, ମେଡିକାଲ ଷ୍ଟାଫନର୍ସ ଏବଂ ଡାକ୍ତର ମଧ୍ୟ ସାମିଲ ଥିଲେ । ସମସ୍ତଙ୍କୁ ସମ୍ମାନିତ…

ପରିବାରରେ ପଞ୍ଚାୟତ ରାଜନୀତି: ନିର୍ବାଚନ ରଣାଙ୍ଗନରେ ଗୋଟିଏ ଘରୁ ଲଢେଇ କରିବେ ସ୍ବାମୀ ସ୍ତ୍ରୀ ଓ ନଣନ୍ଦ

କରଞ୍ଜିଆ(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ  ପ୍ରାଥି ମାନେ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ପାନ ଦୋକାନରୁ ଚା ଦୋକାନ ପର୍ଯ୍ୟନ୍ତ ସବୁଠି ନିର୍ବାଚନ ଚର୍ଚ୍ଚା । ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଚିତ୍ର ସାମ୍ନାକୁ ଆସୁଛି।…

କରଞ୍ଜିଆ: ପଙ୍କ କାଢିବା ପାଇଁ ପୋଖରୀ ଉଝାଳିଲେ, କିନ୍ତୁ ଘରେ ଘରେ ପାଣି ପଶି ବନ୍ୟା ପରିସ୍ଥିତି

କରଞ୍ଜିଆ(କେନ୍ୟୁଜ୍):ପୋଖରୀ ପଙ୍କ ଉଧାର କରିବା ପାଇଁ ପୋଖରୀରୁ ପାଣି ଛାଡିବାରୁ କରଞ୍ଜିଆ ସହରରେ ପଶିଲା ପାଣି।କରଞ୍ଜିଆ NAC ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ବିଜୟ ଦେହୁରିଙ୍କ ଘରେ ପଶିଛି ପୋଖରୀ ପାଣି। ସୂଚନା ମୁତାବକ ମୋଡାଗାଡ଼ିଆ ପୋଖରୀର ଉନ୍ନତି କରଣ ନିମନ୍ତେ ଗତ ତିନି ମାସ…

ବାରମ୍ବାର ଫସଲ ନଷ୍ଟ କଲା ହାତୀ, କେହି ଶୁଣିଲେନି, ଶେଷରେ ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ

କରଞ୍ଜିଆ (କେନ୍ଯୁଜ୍): ବାରମ୍ବାର ଫସଲ ନଷ୍ଟ କଲା ହାତୀ। ଘଉଡ଼ାଇବାକୁ ବନବିଭାଗକୁ କଲେ ନିବେଦନ। ହେଲେ କେହି ଶୁଣିଲେଣି। ଶେଷରେ ଅଭିନବ ପନ୍ଥା ଆପଣାଇଲେ ଗ୍ରାମବାସୀ। ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ଏଭଳି ଦୃଶ୍ୟ ଦେଖିବାକୁ…

କରଞ୍ଜିଆରେ ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭରର ମୁଣ୍ଡ କଟି ଅଲଗା ହୋଇଗଲା

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଘଟିଛି ଏହି  ଦୁର୍ଘଟଣା।  ଟ୍ରକ ଏବଂ ଟ୍ରଲର ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହଇଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ମୃତ୍ୟୁ ବରଣ କରିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା…

କରଞ୍ଜିଆ: ବଳଦ ବେପାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କା

କରଞ୍ଜିଆ (କେନ୍ୟୁଜ): ଆଜି ସକାଳୁ ବଳଦ ବେପାରୀ ପାଖରୁ ଲୁଟ, ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ସୁକୃଳି ରାସ୍ତା ନିକଟରୁ। ଆଜି ସିଙ୍ଗଡା ସପ୍ତାହିକ ହାଟ ଥିବାରୁ ଅମୁଲ୍ୟ ବାରିକ ନାମକ…

ମୟୁରଭଞ୍ଜ: ବିଳମ୍ବିତ ରାତିରେ ଭେରାଇଟ ଷ୍ଟୋର ଗୋଦାମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା, ପୋଲିସର ଛାନଭିନ୍ ଜାରି

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ଗୋଲେଇ ଛକ ନିକଟରେ ଏକ ଭେରାଇଟ ଷ୍ଟୋର ଗୋଦାମରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କାଶୀ ଅଗ୍ରୱାଲଙ୍କ ପୁଅ ଅମିତ ଅଗ୍ରୱାଲଙ୍କ ଗୋଦାମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ କ୍ୟାସ ବାକ୍ସରୁ ୨ ଲକ୍ଷ ଟଙ୍କା ଚୋରି…

ପୋଖରୀରେ ବୁଡି ଶୁକୃଳି ଉପାଧ୍ୟକ୍ଷଙ୍କ ପୁତ୍ର ବିୟୋଗ, ଗାଁରେ ଶୋକାକୁଳ ପରିବେଶ

କରଞ୍ଜିଆ(କେନ୍ୟୁଜ): ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁଅ ପ୍ରିନ୍ସ (୧୪)ର ମୃତ୍ୟୁ ପୋଖରୀରେ ବୁଡି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ରରୁଆ ଥାନା ଅନ୍ତର୍ଗତ ମହିଳାଶୁଲି ଗାଁରେ ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲା। ପ୍ରିନ୍ସ…

ମୟୁରଭଞ୍ଜ: ଗୁଣିଗାରେଡି ସନ୍ଦେହରେ ପୁଣି ହତ୍ୟାକାଣ୍ଡ, ମହିଳାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କଲେ ଦୁର୍ବୃତ୍ତ

କରଞ୍ଜିଆ(କେନ୍ୟୁଜ୍): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅନେକ ଅନ୍ଧ ବିଶ୍ୱାସକୁ ନେଇ ଜଘନ୍ୟ କାଣ୍ଡ ସବୁ ଘଟିଯାଉଛି। ଏଠିକାର ଲେକମାନେ ଏବେବି ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି । କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗାଁରେ ଏକ ଅଭାବନୀୟ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…