Browsing Tag

kedarnath

ଯାଜପୁରର ମିନି କେଦାରନାଥ, ଦେଖିବାକୁ ଜମୁଛି ଭକ୍ତଙ୍କ ଭିଡ଼

ଯାଜପୁର: ଏହି ମନ୍ଦିରକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଲାଗିବ ଠିକ୍ କେଦାରନାଥ ମନ୍ଦିର । ହେଲେ ନା ଏହା ଅବିକଳ କେଦାରନାଥ ମନ୍ଦିର ଭଳି ଦିଶୁଥିବା ଆଉ ଏକ ମନ୍ଦିର । ତେବେ ମନ୍ଦିରଟି ଯାଜପୁର ଜିଲ୍ଲାର ବଡଚଣା ବ୍ଲକ କାଇମାଟିଆ ପଞ୍ଚାୟତର ବରାଙ୍ଗ ଠାରେ ନିର୍ମାଣ କରାଯାଇଛି ।…

କେଦାରନାଥରେ ଏୟାର ଆମ୍ବୁଲାନ୍ସ କ୍ରାସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଉତ୍ତରାଖଣ୍ଡ କେଦାରନାଥରେ ଏମ୍ସ ରିଷିକେଷର ହେଲି ଆମ୍ବୁଲାନ୍ସ କ୍ରାସ । ହେଲିକପ୍ଟରରେ ୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ କାହାର କ୍ଷତି ହୋଇନାହିଁ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଗଢୱାଲର କମିଶନର ବିନୟ ଶଙ୍କର ପାଣ୍ଡେ ଏହାର ସୂଚନା ଦେଇଛନ୍ତି । ଏମ୍ସ ରିଷିକେଷ ଦୂର…

କେଦାରନାଥ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ହେଲିକପ୍ଟର ସେବା

୨୦୨୫ ଶ୍ରୀ କେଦାରନାଥ ଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ଆଜିଠାରୁ ସୋନପ୍ରୟାଗରୁ ଆରମ୍ଭ ହୋଇଛି ।  ସୂଚନା ଅନୁସାରେ କେଦାରନାଥ ଧାମ ଯାତ୍ରା ମେ ୨ ରୁ ଆରମ୍ଭ ହେବ । ଶୁକ୍ରବାର କେଦାରନାଥ ଧାମର ଦ୍ୱାର ଖୋଲିବାକୁ ଯାଉଥିବାରୁ ପ୍ରଭୁ କେଦାରନାଥ ମନ୍ଦିରକୁ ୧୩ କ୍ୱିଣ୍ଟାଲ ଫୁଲରେ ସଜ୍ଜା…

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଏୟାରଲିଫ୍ଟ ସମୟରେ ଆକାଶରୁ ଖସିଲା

କେଦାରନାଥ ଧାମରେ ପୁଣିଥରେ ହେଲିକପ୍ଟର ଦୁର୍ଘଟଣା । ଭାରତୀୟ ବାୟୁସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟରର । ଉତ୍ତରାଖଣ୍ଡର କଦୋରନାଥ ଧାମରେ ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଛି । MI-17 ହେଲିକପ୍ଟର ଏକ ପୁରୁଣା ହେଲିକପ୍ଟରକୁ ଟାଙ୍ଗି ଆଣୁଥିବା ବେଳେ…

ଜଳାଭିଷେକ କରିବାକୁ ଯାଇ କେଦାରନାଥରେ ଫସିଲେ ୪ ଓଡ଼ିଆ

କେନ୍ଦୁଝର : ଜଳାଭିଷେକ କରିବାକୁ ଯାଇ କେଦାରନାଥରେ ଫସିଲେ ୪ ଓଡ଼ିଆ। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ୩ ଓ ସଦର ଅଞ୍ଚଳର ଜଣେ ସେଠାରେ ଫସି ରହିଛନ୍ତି । ଜୁଲାଇ ୨୭ରେ ରାଉରକେଲାରୁ ହରିଦ୍ୱାର ଯାଇଥିଲେ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ସହ ନଦୀରେ ଜଳସ୍ରୋତ ଅଧିକ ରହିଥିବାରୁ…

କେଦାରନାଥରେ ବଡ଼ ଦୁର୍ଘଟଣା, ପାହାଡ଼ରୁ ପଥର ଖସି ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ; ୬ ଗୁରୁତର

ଉତ୍ତରାଖଣ୍ଡର କେଦାରନାଥ ଧାମରେ ରବିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୌରୀକୁଣ୍ଡ-କେଦାରନାଥ ପାଦଚଲା ରାସ୍ତାରେ ଚିଡ଼ୱାସା ପାହାଡ଼ରୁ ହଠାତ୍ ବଡ଼ ବଡ଼ ପଥର ଖଣ୍ଡ ଖସିି ପଡ଼ିଥିଲା । ଫଳରେ ଏହା ସଂସ୍ପର୍ଶରେ ଆସି ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।…

କେଦାରନାଥ ଜ୍ୟୋତିର୍ଲିଙ୍ଗର କାହାଣୀ, ଜାଣନ୍ତୁ କ’ଣ ଏହାର ଇତିହାସ

ଦେଶର ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରନାଥ ଧାମର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । କିଭଳି ହୋଇଥିଲା କେଦାରନାଥଙ୍କ ଆବିର୍ଭାବ ଏବଂ ସର୍ବପ୍ରଥମେ କିଏ କରିଥିଲେ କେଦାରନାଥଙ୍କ ଦର୍ଶନ । ତେବେ ଆସନ୍ତୁ ଏହି ମନ୍ଦିର ସହ ଜଡିତ ରହସ୍ୟ ବିଷୟରେ ଜାଣିବା । ଧାର୍ମିକ କାହାଣୀ ଅନୁଯାୟୀ ଏହି…

ଆଜିଠୁ ୩ ଦିନିଆ କେଦାରନାଥ ଯାତ୍ରାରେ ରାହୁଲ ଗାନ୍ଧି, ରୁଦ୍ରାଭିଷେକ ସହ କରିବେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିଠୁ ନିଜର ୩ ଦିନିଆ କେଦାରନାଥ ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧି ଏଠାରେ ଦୁଇ ରାତି ରହିବେ। ଏହା ହେଉଛି, ରାହୁଲଙ୍କର ବ୍ୟକ୍ତିଗତ ଯାତ୍ରା। ରାହୁଲ ଗାନ୍ଧି ଅପରାହ୍ନ ୧୨ଟା ୧୫ରେ ଦିଲ୍ଲୀରୁ ଡେରାଡୁନ୍‌…

ମୋବାଇଲ ନେଇ କେଦାରନାଥ ମନ୍ଦିର ଭିତରକୁ ପ୍ରବେଶ ମନା, ପ୍ରପୋଜାଲ ଭିଡିଓ ଭାଇରଲ ପରେ ଏପରି କାର୍ଯ୍ୟାନୁଷ୍ଠାନ ନେଲା…

ପ୍ରସିଦ୍ଧ କେଦାରନାଥ ମନ୍ଦିରରେ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିପାରିବେନି ଶ୍ରଦ୍ଧାଳୁ । ମନ୍ଦିରରେ ମୋବାଇଲ ଫୋନ ନେଇ ପ୍ରବେଶ କରିବା, ଫଟୋ ନେବା, ଭିଡିଓ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ସୋସିଆଲ ମିଡିଆରେ ବିବାଦୀୟ ଭିଡିଓ ଭାଇରଲ…

ବର୍ଷା ପ୍ରକୋପ: କେଦାରନାଥ-ଗଙ୍ଗୋତ୍ରୀ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡ, ହିମାଚଳ ଏବଂ ମନାଲିରେ ଫସିଛନ୍ତି ପର୍ଯ୍ୟଟକ

ଉତ୍ତରାଖଣ୍ଡରେ ଲଗାତାର ହେଉଥିବା ପ୍ରବଳ ବର୍ଷା ହେତୁ କେଦାରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବାରୁ ରାସ୍ତା ସବୁ ଭାଙ୍ଗିଯାଇଛି । ଏହି କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଛି। ଏଥି ସହ ଉତ୍ତରାଖଣ୍ଡରେ ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ…

କେଦାରନାଥ ଧାମ ଯିବାକୁ ଥିବା ଯାତ୍ରୀ ଧ୍ୟାନ ଦିଅନ୍ତୁ ! ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ, ବିଗୁଡୁଛି…

କେଦାରନାଥ ଯାତ୍ରୀଙ୍କ ପାଇଁ ଆଜିଠାରୁ ବାବା କେଦାରନାଥଙ୍କ କପାଟ ଖୋଲିଦିଆଯାଇଛି । ସକାଳ ୬.୨୦ ମିନିଟରେ କପାଟ ଆଜି ଖୋଲିଛି । ତେବେ ଖରାପ ପାଣିପାଗ ଯୋଗୁଁ ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ କରିଦିଆଯାଇଛି ବୋଲି ଖବର ମିଳିଛି । ଯେଉଁ ଯାତ୍ରୀମାନେ ରେଜିଷ୍ଟ୍ରେସନ ପାଇଁ ଯାଉଛନ୍ତି,…

କେଦାରନାଥ ଧାମରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମରୁ ମାତ୍ର ୨ କିମି ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଚାଲିଯାଇଛି। ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ…