Browsing Tag

kedarnath yatra

ସେଲଫି ନେଉଥିବା ବେଳେ ଖସିଗଲା କେଦାରନାଥ ଯାତ୍ରୀଙ୍କ ଗୋଡ଼, ସିଧା ଯାଇ ପଡିଲେ ମନ୍ଦାକିନି ନଦୀ ଭିତରେ

ନୂଆଦିଲ୍ଲୀ: ଆଜିକାଲି ପିଲାଠୁ ବୁଢା ସଭିଙ୍କର ସେଲଫି ନେବା ନିଶା ଚରମ ସୀମାରେ ପହଁଚିଲାଣି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡରୁ। ସେଲଫି ନେଉଥିବା ବେଳେ ଖସିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼। ଭିଡିଓକୁ…

ଚାରିଧାମ ଯାତ୍ରା ୨୦୨୩: ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଛି, କେଦାରନାଥ ଯାତ୍ରା ବେଳେ ୨୪ ମୃତ

ଚାରିଧାମ ଯାତ୍ରାକୁ ନେଇ ଯେଉଁଠି ଗୋଟିଏ ପଟେ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି, ସେଠି ଯାତ୍ରା ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚଳିତ ବର୍ଷ କେଦାରନାଥ ଯାତ୍ରା ସମୟରେ ୨୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ମହିଳା…

କେଦାରନାଥ ଧାମ ଯିବାକୁ ଥିବା ଯାତ୍ରୀ ଧ୍ୟାନ ଦିଅନ୍ତୁ ! ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ, ବିଗୁଡୁଛି…

କେଦାରନାଥ ଯାତ୍ରୀଙ୍କ ପାଇଁ ଆଜିଠାରୁ ବାବା କେଦାରନାଥଙ୍କ କପାଟ ଖୋଲିଦିଆଯାଇଛି । ସକାଳ ୬.୨୦ ମିନିଟରେ କପାଟ ଆଜି ଖୋଲିଛି । ତେବେ ଖରାପ ପାଣିପାଗ ଯୋଗୁଁ ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ କରିଦିଆଯାଇଛି ବୋଲି ଖବର ମିଳିଛି । ଯେଉଁ ଯାତ୍ରୀମାନେ ରେଜିଷ୍ଟ୍ରେସନ ପାଇଁ ଯାଉଛନ୍ତି,…

ଆଜିଠାରୁ ଆରମ୍ଭ ହେଉଛି କେଦାରନାଥ ଯାତ୍ରା, ସକାଳ ୬ଟା ୨୦ରେ ଖୋଲିଲା କପାଟ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଖୋଲିଲା କେଦାରନାଥଙ୍କ ଦ୍ୱାର। ସକାଳ ୬ଟା ୨୦ରେ ଖୋଲିଥିଲା ଦ୍ୱାର। ଏହାପରେ ଆରମ୍ଭ ହୋଇଛି ବାବାଙ୍କ ଦର୍ଶନ। ମନ୍ଦିରକୁ ପ୍ରାୟ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। କେଦାରନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ହର ହର ମହାଦେବ ଏବଂ ବମ୍‌…

ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଆଜିଠାରୁ ଆରମ୍ଭ ହେଉଛି ଅନଲାଇନ ରେଜିଷ୍ଟ୍ରେସନ

ଚାରଧାମ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆଜିଠାରୁ ଚାରିଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ପର୍ଯ୍ୟଟନ ବିଭାଗର ପୋର୍ଟାଲକୁ ଯାଇ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ପାଇଁ ପର୍ଯ୍ୟଟନ ବିଭାଗର ଅଫିସିଆଲ…

କେଦାରନାଥ ଯାତ୍ରା ସମୟରେ ହାର୍ଟ ଆଟାକ୍‌ ଯୋଗୁ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ; ୩୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେଦାରନାଥ ଧାମ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ବୁଧବାର ମଧ୍ୟ ଆଉ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ରିପୋର୍ଟ ମୁତାବକ, ମେ’ ୨୫ରେ ହାର୍ଟ ଆଟାକ୍‌ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ…

କେଦାରନାଥରେ ବର୍ଷା ସାଙ୍ଗକୁ ପ୍ରବଳ ତୁଷାରପାତ: ସୋନପ୍ରୟାଗରେ ଯାତ୍ରା ଠପ୍‌, ଫସିଛନ୍ତି ୧୦ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ

ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କିନ୍ତୁ କେଦାରନାଥ ଯାତ୍ରା ଆରମ୍ଭ ହେବା ମାତ୍ରେ ଶ୍ରଦ୍ଧାଳୁଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଛି। କେଦାରନାଥରେ ପ୍ରବଳ ବର୍ଷା ଓ ବରଫ ଯୋଗୁଁ ସୋନପ୍ରୟାଗରେ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ମଙ୍ଗଳବାର ସକାଳ ଠାରୁ ଆରମ୍ଭ ହୋଇଛି ତୁଷାରପାତ ଫଳରେ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା, ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି। ତୀର୍ଥଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ନୈନିତାଲ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଯାତ୍ରା ପାଇଁ…