Browsing Tag

kendrapada

ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ସହିତ ୧୦ ହଜାର ଟଙ୍କା ଜରିମାନା : ଦଣ୍ଡାଦେଶ କଲେ…

କେନ୍ଦ୍ରାପଡା (କେନ୍ୟୁଜ): ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଦୌରା ଜଜ୍‌ । ୨୦୧୬ ମସିହା ମେ ୧୮ ତାରିଖଦିନ ଘରୋଇ କଳିକୁ ନେଇ ପାଟକୁରା ଥାନା ଅନ୍ତର୍ଗତ ଆନ୍ଧାଲ ଗ୍ରାମର ପ୍ରଦିପ ମଲିକ…

କେନ୍ଦ୍ରାପଡ଼ାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେବ ଲୋକାର୍ପଣ,ସଂଧ୍ୟା ସାଢେ ୫ଟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍‌ଣ ସାଢେ ୫ଟାରେ ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ସଂକ୍ରାମକ ରୋଗ ୱାର୍ଡର ଉଦ୍‌ଘାଟନ କରିବେ। ନୂଆ ଡାକ୍ତରଖାନାର…

ଏଠାରେ ଗୋପାଳ ସମ୍ପ୍ରଦାୟର ଲୋକ ମାଆଙ୍କୁ କାନ୍ଧରେ ଆଣି ଡଙ୍ଗାରେ ବସାଇ ନୌବିହାର କରାଇଥାନ୍ତି, ଶେଷରେ ୭ ଘେରା ପରେ…

ସରିଲା ଦଶହରା। ମେଲାଣି ନେଲେ ମାଆ। ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନନୀ ମାଆ ଦୁର୍ଗା। ଗତ ବୁଧବାର ଦେବୀ ମାଆଙ୍କ ଦଶହରା ପୂଜା ଶେଷ ହେବା ପରେ ଗତ କାଲି ଗୁରୁବାର ମାଆ ମେଲାଣି ନେଇଛନ୍ତି। ଏହାପରେ ସମସ୍ତ ପୂଜା ମଣ୍ଡପରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ…

ଆହୁରି ଝରୁଛି ମହୁ? ସାରଥୀ ଆଶ୍ରମରେ ଧୁମଧାମରେ ପାଳିତ ହୋଲା ଜନ୍ମାଷ୍ଟମୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ପୁଣି ଚର୍ଚ୍ଚାରେ ସାରଥୀଙ୍କ ବାରିମୂଳ ଆଶ୍ରମ। ଆଶ୍ରମରେ ଧୁୁମଧାମରେ ପାଳିତ ହୋଇଛି ଜନ୍ମାଷ୍ଟମୀ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଠାରେ ଥିବା ସାରଥୀଙ୍କ ଆଶ୍ରମରେ ତାଙ୍କର କିଛି ଅନୁଗତ ଜନ୍ମାଷ୍ଟମୀରେ ସାରଥୀଙ୍କ ପୂଜା କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ…

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ

ରାଜନଗର(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ । ପଟ୍ଟାମୁଣ୍ଡାଇ ସଂସାରଫଳ ଠାରେ ପଟ୍ଟାମୁଣ୍ଡାଇ ବ୍ଲକର ୯ ଓ ରାଜନଗର ବ୍ଲକର ୨୯ ମୋଟ ୩୮ ପଞ୍ଚାୟତ ପାଇଁ ୨୮୩ ଓ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ର ୨୦ଟି…

ସ୍ୱୟଂସହାୟିକା ଗୋଷ୍ଠୀର ମାଛ ଚାଷ ପୋଖରୀରେ କିଏ ପକାଇଲା ବିଷ? ମରି ଭାସୁଛନ୍ତି ଶହ ଶହ ମାଛ

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପଂଚାୟତର ଦିଗୀ ପୋଖରୀରେ ମାଛ ମଡ଼କ । କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଦେଇଥିବା ଅଭିଯୋଗ କରିଛନ୍ତି ଆଶୁତୋଷ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ । ପ୍ରାୟ ବର୍ଷେ ହେବ ପୋଖରୀ ନିଲାମ ଆଣି ଋଣ କରି ଗୋଷ୍ଠୀର ମହିଳାମାନେ…

ରାଜନଗର: ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ପ୍ରଶାସକ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରରେ ଜବରଦଖଲ ଉଛେଦ ସମୟରେ ପ୍ରବଳ ଉତ୍ତେଜନା । ପୋଲିସ ଓ ଜନତା ମୁହାଁମୁହିଁ । ରାଜନଗରର ଘନଶ୍ୟାମ ପାଣି ୨ ମାସ ତଳେ ସରକାରୀ ଜାଗାରେ ଏକ କୋଠାଘର ନିର୍ମାଣ କରିଥିଲେ । ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ସହ ଜେସିବି…

ଘରୁ ଡକାୟତି ଉଦ୍ୟମ ପରେ ଫାଙ୍କା ଗୁଳି ଫୁଟାଇ ଫେରାର ମାରୁଥିଲେ ଦୁର୍ବୃତ୍ତ, ଗାଁ ଲୋକ ଧରି ଦେଲେ ଉତ୍ତମ ମଧ୍ୟମ  

କେନ୍ଦ୍ରାପଡା(କେନ୍ୟୁଜ୍): ଡକାୟତ କରିବାକୁ ଯାଇ ଧରାପଡିଲେ ଦୁଇ ଦୁର୍ବୃତ୍ତ । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ବଢିହ ପଂଚାୟତ କାକଟପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ  କାର୍ତ୍ତିକ ସ୍ବାଇଁଙ୍କ ଘରେ ମାରଣାସ୍ତ୍ରରେ ଆକ୍ରମଣ  କରି ସଶସ୍ତ୍ର…

ଆଳିରେ ଅଘଟଣ: ଡଙ୍କାରି ଗାଁରେ ପୋଖରୀରେ ବୁଡି ୨ଜଣ ଶିଶୁ ମୃତ

ଆଳି(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ପୋଖରୀରେ ବୁଡି  ୨ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।ଦୁଇଜଣ ସମ୍ପର୍କୀୟ ଭାଇ- ଭଉଣୀ। ଉଭୟଙ୍କ ବୟସ ୫ବର୍ଷ ।ଡଙ୍କାରି ଗାଁର ସୁକଦେଵ ସାମଲଙ୍କ ଝିଅ  ଓ ଗଞ୍ଜା ଗାଁର ବିନୋଦ ପାତ୍ରଙ୍କ ପୁଅ ଦୁଇ ଜଣ ଖେଳୁଥିବା…

କେନ୍ଦ୍ରାପଡା ବଜରପୁର ଗାଁରେ ମଣିଷ ଓ ଦେବୀଙ୍କ ଭିତରେ ବାହାଘର ପରମ୍ପରା

ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ନିଆରା ଉତ୍ସବ ଦେଖିବାକୁ ମିଳେ। କିମ୍ବଦନ୍ତୀର ଅପୂର୍ବ ଝଲକ ଏଠି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦିଏ। ଏଠି ପ୍ରତ୍ୟେକ ପୂଜା ପର୍ବ ସହ ଭଗବାନଙ୍କ ବାହାଘରକୁ ମଧ୍ୟ ବଡ଼ ଧୂମଧାମରେ ପାଳନ କରାଯାଏ। ଆଜି ଆମେ ଓଡ଼ିଶାର ଯେଉଁ ଝଲକ ଦେଖାଇବୁ ତାହା ରହିିଛି…

ପାଞ୍ଚବର୍ଷ ପାଇଁ ଲୋକଙ୍କ ସେବା କରିବି ଦରକାର ପଡିଲେ ବାହାହେବି ନାହିଁ, ମନ୍ଦିରରେ ଶପଥ ନେଳେ ଅବିବାହିତ ପ୍ରାର୍ଥିନୀ

କେନ୍ଦ୍ରାପଡା(କେନ୍ୟୁଜ୍):ମୁଁ ବାହା ହେବିନି। ସରପଞ୍ଚ ପ୍ରାର୍ଥିନୀଙ୍କର ଏମିତି ଏକ ଶପଥ ଦୃଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଇନ୍ଦାଳ ପଞ୍ଚାୟତରେ। ନିଜ ପଞ୍ଚାୟତର ଜିତାବା ପାଇଁ ଜଣେ ସରପଞ୍ଚ  ପ୍ରାର୍ଥିନୀ ପାଞ୍ଚ ବର୍ଷ ବିବାହ କରିବେ ନାହିଁ। ପଞ୍ଚାୟତ ବାସୀଙ୍କ ଉନ୍ନତି ପାଇଁ ନିଜ…

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ, ୧୬ ହଜାର ଜଣଙ୍କୁ ମିଳିବ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ। ନିବେଶ ହେବ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା। ମହାକାଳପଡା ବ୍ଳକରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ବଡ଼ ପୁଞ୍ଜି ନିବେଶ କରିବା ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ସମନ୍ଵିତ…