Browsing Tag

kolkata

କଲିକତା: ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋଠାର ଉପର ମହଲାରେ ନିଆଁ ଲାଗିଛି। ନିଆଁ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।…

ବ୍ୟାଙ୍କକ୍‌ ଯାଉଥିବା SpiceJet ବିମାନର ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଲା, କୋଲକାତା ବିମାନବନ୍ଦରରେ କଲା ଜରୁରୀ ଅବତରଣ

ବ୍ୟାଙ୍କକ୍‌ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା, ଯାହାପରେ ବିମାନକୁ ରବିବାର ବିଳମ୍ବିତ ରାତିରେ ଜରୁରୀକାଳୀନ ସ୍ଥିତିରେ କୋଲକାତା ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି କି, ଏହି ବୋଇଙ୍ଗ୍‌ ୭୩୭ର ଉଡ଼ାଣ…

ସ୍ତ୍ରୀକୁ ଭିଡିଓ କଲ୍‌ କରି ଝୁଲିପଡିଲେ ସ୍ୱାମୀ, ପତ୍ନୀଙ୍କ ଅବୈଧ ସଂପର୍କକୁ ନେଇ ଚିନ୍ତାରେ ଥିଲେ

ସ୍ତ୍ରୀକୁ ଭିଡିଓ କଲ୍‌ କରି ଝୁଲିପଡିଲେ ସ୍ୱାମୀ । ଏମିତି ଘଟଣା ଘଟିଛି କଲିକତାରେ । କଲିକତାରେ ବ୍ୟାଙ୍କରେ ଚାକିରି କରିଥିବା ୪୭ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀକୁ ଭିଡିଓ କଲ୍‌ କରି ଝୁଲିପଡିଛନ୍ତି । ପତ୍ନୀ ଅହମଦାବାଦରେ ରହୁଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି…

ଆଜିଠୁ ଆରମ୍ଭ ହେଲା ଗଙ୍ଗାସାଗର ମେଳା, ବୁଡ଼ ପକାଇ ପୁଣ୍ୟ ଅର୍ଜନ ପାଇଁ ଲାଗିଛି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ

ନୂଆଦିଲ୍ଲୀ : ଭାରତ ବର୍ଷର ଅନ୍ୟତମ ବୃହତ୍ ଆସ୍ଥା ସ୍ଥଳୀ ଗଙ୍ଗାସାଗର । କୁମ୍ଭ ମେଳା ପରେ ଏହା ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଧର୍ମୀୟ ମେଳା। ଯେଉଁଠି ଗଙ୍ଗା ଓ ସାଗରର ମିଳନ ଘଟିଛି । କୋଲକାତା ଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ଏହି ତୀର୍ଥ ସ୍ଥଳର ପୌରାଣିକ ମାନ୍ୟତା ରହିଛି । ମକର…

ରାସ୍ତାରେ ପଡିଛି ପୁଳା ପୁଳା କଟା ହୋଇଥିବା ଟଙ୍କା, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

କୋଲକତା (କେନ୍ୟୁଜ): କୋଲକତାର ଭବାନିପୂର ଚକ୍ରବେଡିଆ ରାସ୍ତାରେ ବହୁ ପରିମାଣର କଟା ଟଙ୍କା ପଡ଼ି ରହିଛି। ଦୁଇ ହଜାର ,ଏକ ହଜାର ଓ ପାଞ୍ଚ ଶହ ଟଙ୍କିଆ କଟା ନୋଟ ଗୁଡ଼ିକ ହିଁ ପଡ଼ିଛି। ତେବେ ହଠାତ ଏହି କଟା ଟଙ୍କା କିଏ ପକାଇଛି ,କାହା ପାଖରେ ଥିଲା ସେ ବିଷୟ ନେଇ ଅନେକଙ୍କ ମନରେ ପ୍ରଶ୍ନ…

କାଳୀ ପୂଜା ଅବସରରେ କୋଲକତା ଶକ୍ତିପୀଠ କାଳୀଘାଟକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ପାଖେଇ ଆସୁଛି କାଳୀ ପୂଜା । ଏହି ଅବସରରେ କୋଲକାତାର ଶକ୍ତିପୀଠ କାଳୀଘାଟ କୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। କୋଲକାତାରେ ଅବସ୍ଥିତ ମାତା କାଳୀଙ୍କ ପ୍ରସିଦ୍ଧ ଦେବୀ ପୀଠ କାଳିଘାଟ ମନ୍ଦିର। ହୁଏତ ମନ୍ଦିରର ନାମ ଆପଣ ଅନେକ ବାର ଶୁଣିଥିବେ। ପୌରାଣିକ ମାନ୍ୟତା ଅନୁଯାୟୀ ଦେବୀ ସତୀଙ୍କ ଶରୀର ୫୧…

ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

(କେନ୍ୟୁଜ): ସମ୍ବଲପୁରରୁ କୋଲକାତା ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ…

ହାୱଡାରେ ଜବତ ହେଲା ବିପୁଳ ପରିମାଣର ନଗଦ ଟଙ୍କା , ଗିରଫ ହେଲେ ୩ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତା ପରେ ବର୍ତ୍ତମାନ ହାୱଡାରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏଥର ପୋଲିସ ଅନ୍ୟ ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କାହାର , କେଉଁଠିକୁ ନିଆଯାଉଥିଲା, ତାହା ଏପର୍ଯ୍ୟନ୍ତ…

ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ପୂଜା ସରକାର; ବୟଫ୍ରେଣ୍ଡଙ୍କ ସହ ଫୋନ୍‌ରେ କଥା ହେବା ପରେ ପଙ୍ଖାରେ ଝୁଲି ପଡ଼ିଲେ

କୋଲକାତାରେ ମଡେଲ ଏବଂ ଅଭିନେତ୍ରୀମାନଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାମ ନେଉ ନାହିଁ। ଗତ କିଛି ମାସ ଭିତରେ ଅନେକ ମଡେଲ ନିଜ ଜୀବନ ହାରି ସାରିଲେଣି। ଆଉ ଏବେ ପୁଣି ଜଣେ ମଡେଲ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ, କୋଲକାତାର ଜଣାଶୁଣା ମଡେଲ ପୂଜା ସରକାର ଆତ୍ମହତ୍ୟା…

ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଫାୟାରିଂ, ମହିଳାଙ୍କୁ ଗୁଳିମାରି ଶେଷରେ ଜୀବନ ହାରିଲେ ପୋଲିସ ବାବୁ

ନୂଆଦିଲ୍ଲୀ : କୋଲକତାରେ ଥିବା ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ…

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ…

ନୂଆ ମଡେଲ ଓ ଲାଟେଷ୍ଟ ଫିଚରରେ ବଜାରକୁ ଏଣ୍ଟ୍ରି କରିବ Ambassador ‘Amby’, ଏହିଦିନ ହେବ ଲଞ୍ଚ

ହିନ୍ଦୁସ୍ତାନ ମୋଟର୍ସ Ambassador ୧୯୭୦ ଦଶକରେ ଭାରତୀୟ ସଡ଼କରେ ରାଜ୍‌ କରୁଥିବା କାର। ଯାହାର ଲୁକ୍‌ ସମସ୍ତଙ୍କ ମନରେ ଏବେ ପର୍ଯ୍ୟନ୍ତ ନିଜର ଛାପ ରଖିଛି। ଏବେ ତା'ର ବ୍ୟବହାର ବହୁ ମାତ୍ରାରେ କମିଯାଇଛି । ପୂର୍ବରୁ ଏହି କାରର କ୍ରେଜ ଅଧିକ ଥିଲା। ପରେ ମାରୁତି ସୁଜୁକି ଭଳି କମ୍ପାନୀର ଶସ୍ତା…