Browsing Tag

landslide

ନେପାଳ : ପ୍ରବଳ ବର୍ଷା ଏବଂ ଭୂସ୍ଖଳନ, ୧୪ ମୃତ, ଅନେକ ନିଖୋଜ

ନେପାଳରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବଜ୍ରାଘାତରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ବାସହରା ହୋଇଛନ୍ତି । ନେପାଳ ଏନଡିଆରଆରଏମଏ ମୁତାବକ, ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୮ ଜଣ…

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ ଇକ୍ୱାଡୋରେରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଅନେକ ଦବିଥିବା ଆଶଙ୍କା କରାଯାଇଛି । ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟଲୋକ ସନ୍ଧାନ ଅଭିଯାନ ଚଳାଇଛନ୍ତି । ଇକ୍ୱାଡୋରରେ…

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗି ଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି ।…

ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ପପୁଆ ନ୍ୟୁ ଗିନିରେ ୩ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂସ୍ଖଳନ ପରେ ମାଟି ତଳେ ଦବି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି । ସୋମବାର ସରକାର କହିଛନ୍ତି ଯେ ଏହା ଏକ ବିପଜ୍ଜନକ ଅଞ୍ଚଳ ହୋଇଥିବାରୁ…

ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ, ୬୭୦ଜଣଙ୍କ ମୃତ୍ୟୁ

ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ । ୬୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ବିସ୍ଥାପିତ ହୋଇଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପାପୁଆ ନ୍ୟୁ ଗିନିଆର ଇଙ୍ଗା ପ୍ରଦେଶର ୟାମ୍ବାଲି ଠାରେ ଭୟଙ୍କର ଭୂସ୍ଖଳନ ଘଟିଛି । ମାଟି ତଳେ ୧୫୦ରୁ ଅଧିିକ ଘର…

କାଳ ସାଜିଛି କଳାପଥର: ମାଟି ଅତଡ଼ା ଧସିବା ଘଟଣା, ୨୪ ଘଣ୍ଟା ପରେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଯାଜପୁର (କେନ୍ୟୁଜ): ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଅଘଟଣ । ମାଟି ଅତଡ଼ା ଧସିବା ଫଳରେ ପାଖା ପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଆଉ ଏହାରି ଭିତରେ ଜଣେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଶ୍ରମିକ ନିଖୋଜ ଥିବା ଆଶଙ୍କା କରାଯାଉଛି । ପେଟ ପାଇଁ ଖଦାନରେ କାମ…

ଜମ୍ମୁ-କାଶ୍ମୀରରେ ବର୍ଷା ଓ ତୁଷାରପାତର ତାଣ୍ଡବ, ଭୂସ୍ଖଳନରେ ଭୁଶୁଡ଼ିଲା ଘର, ଆଜି ସମସ୍ତ ସ୍କୁଲ ବନ୍ଦ

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ ମଧ୍ୟରେ ଆଜି ସୋନ୍‌ମର୍ଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି । କେନ୍ଦ୍ରଶାସିତ ରାଜ୍ୟରେ ବର୍ଷା ଓ ତୁଷାରପାତ ଲାଗି ରହିଥିବାରୁ ଭୂସ୍ଖଳନ ଏବଂ ହିମସ୍ଖଳନ ଜାରି ରହିଛି । ପାଖାପାଖି ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି ଘର ଭୁଶୁଡ଼ିବା ସ୍ଥିତିରେ ରହିଛି…

କଙ୍ଗୋରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଯୋଗୁ ୧୫ ଜଣଙ୍କ ମୃତ୍ୟୁ; ୬୦ ନିଖୋଜ

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି ୬୦ ଜଣ ଲୋକ ଏଥିରେ ନିଖୋଜ ଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।…

ହୋଲି ପୂର୍ବରୁ ଅଘଟଣ: ଝରଣାରେ ଗାଧୋଉଥିବା ବେଳେ ଧସିଲା ପାହାଡ, ୨ ମୃତ ୭ ଆହତ

ହିମାଚଳ ପ୍ରଦେଶର ଉନ୍ନାର ହୋଲା ମୋହଲ୍ଲାରେ ହୋଲି ମହୋତ୍ସବ ଚାଲିଥିବା ବେଳେ ଭୂସ୍ଖଳନ ଘଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏହା ବ୍ୟତୀତ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି । ସୋମବାର ଉନ୍ନା ଜିଲ୍ଲା ଉପମଣ୍ଡଳ ଅମ୍ବ ଅଞ୍ଚଳରେ ହୋଲିକୁ ନେଇ ସମସ୍ତେ ଖୁସି ଥିବା ବେଳେ ସକାଳ ସମୟରେ ହଠାତ୍ ଏଠାରେ…

ସୁମାତ୍ରା ଦ୍ୱୀପରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ, ଆଶ୍ରୟସ୍ଥଳୀ ଗଲେ ୮୦,୦୦୦ରୁ ଅଧିକ ଲୋକ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।…

ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୯ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଫଳରେ ୧୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ…

ମାଟି ଅତଡ଼ା ଧସି ଜଣେ ମୃତ

କୁଚିଣ୍ଡା : କୁଚିଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଟି ଅତଡ଼ା ଧସିବାରୁ ଚାପି ହୋଇ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମହୁଲପାଲି ଥାନା ଅଂଚଳର ଘଟଣା । ବାଲି ଘାଟରୁ ବାଲି ଉଠାଉଥିବା ବେଳେ ଧସିଲା ମାଟି ଅତଡା। ମୃତକ ହେଲେ ମହୁଲପାଲି ଗ୍ରାମର ଅନାମ ରୋହିଦାସ।