Browsing Tag

life style

ସକାଳେ ଖାଲି ପେଟରେ ନିଶ୍ଚୟ ଖାଆନ୍ତୁ କଞ୍ଚା ଅଁଳା, ଅନେକ ରୋଗରୁ ମିଳିବ ଆରାମ

ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ । ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି ।…

ଆଖି ପ୍ରତି ବିପଦଜ୍ଜନକ ହୋଇଥାଏ ଅନ୍ଧାରରେ ମୋବାଇଲ୍ ଫୋନ୍ ବ୍ୟବହାର, ଜାଣନ୍ତୁ ଏହାର କାରଣ

ଆଜିର ସମୟରେ ମୋବାଇଲ୍ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ସମସ୍ତେ ଘରୁ ଅଫିସ୍ ପର୍ଯ୍ୟନ୍ତ ମୋବାଇଲ୍ ଉପରେ ନିର୍ଭରଶୀଳ। କେବଳ ମୋବାଇଲ୍ ନୁହେଁ, ଲାପଟପ୍ ଏବଂ କମ୍ପ୍ୟୁଟର ମଧ୍ୟ ଅଧିକ ବ୍ୟବହାର କରାଯାଉଛି। କିନ୍ତୁ ଆପଣଙ୍କର ବୋଧହୁଏ କୌଣସି ଧାରଣା ନାହିଁ ଯେ ଏଥିରୁ ବାହାରୁଥିବା…

ଚର୍ମରେ ଚମକ ଆଣିବା ସହିତ ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା

କରମଙ୍ଗା ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଖଟା, ମିଠା ଏବଂ ସ୍ୱାଦିଷ୍ଟ ଲାଗିଥାଏ । ଏହା ଷ୍ଟାର୍ ଫ୍ରୁଟ୍ ଭାବରେ ମଧ୍ୟ ଜଣାଶୁଣା ।କରମଙ୍ଗା ଔଷଧୀୟ ଗୁଣରେ ଭରପୂର ଅଟେ । ଏହା ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ଫାଇବରରେ ଭରପୂର ଅଟେ ଯାହା…

ଶରୀରର ଏହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ ହୋଇଥାଏ ହାଇ କୋଲେଷ୍ଟ୍ରଲ, ଜାଣନ୍ତୁ ଲକ୍ଷଣ

ହାଇ କୋଲେଷ୍ଟ୍ରଲ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ । ଯାହାକି ଶରୀରରେ ଅଧିକ ଚର୍ବି ହେବା ଦ୍ଵାରା ହୋଇଥାଏ ଏବଂ ଶରୀରରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇଥାଏ। କହିବାକୁ ଗଲେ ଏହାର କୌଣସି ଲକ୍ଷଣ ପ୍ରଥମେ ଜଣା ପଡେନାହିଁ କିନ୍ତୁ ଏହା ମଣିଷ ଜୀବନ ପାଇଁ ଘାତକ ହୋଇଥାଏ। 'କୋଲେଷ୍ଟ୍ରୋଲ୍' ର ମାନେ…

କୋଭିଡ ବେଳେ ଓ ପରେ କଣ ଖାଇଲେ ସୁସ୍ଥ ରହିବେ, ଦେଖନ୍ତୁ ତାଲିକା

କେନ୍ୟୁଜ : ଗତ ଦୁଇ ବର୍ଷ ହେବ କୋଭିଡର ପ୍ରକୋପରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାରି ଭିତରେ ଶରୀରକୁ ନିରୋଗ ରଖିବା ଏକ ବଡ ଆହ୍ଵାନ । ଆଉ ଏବେର ପରିସ୍ଥିତି ଯାହା କୋଭିଡରେ ଆକ୍ରାନ୍ତ ହୋଇ ଅନେକ ଭୟଭୀତ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ସବୁବେଲେ ସବୁ ପରିସ୍ଥିତିରେ ବି…

ଏମିତି କଲେ ଆଉ ରାତିରେ ଘୁଙ୍ଗୁଡି ମାରିବେନି , ଜାଣନ୍ତୁ ଟିପ୍ସ

ଘୁଙ୍ଗୁଡି ମାରିବା ଏକ ସାଧାରଣ କଥା ହୋଇପାରେ କିନ୍ତୁ ଏହା ବହୁତ ହି ବିରକ୍ତକର । ଛୋଟଠୁ ବଡ ସମସ୍ତେ ଏଥିରେ ଶିକାର ହୋଇଯାଉଛନ୍ତି । କହିରଖୁଛୁ ଯେତେବେଳେ ଗଳାର ପଛ ଭାଗ ସଂକୀର୍ଣ୍ଣ ହୁଏ ଓ ଅମ୍ଲଜାନ ସେଇ ପଥ ଦେଇ ଯାଇଥାଏ, ସେତେବେଳେ ଆଖପାଖର ଟିସୁଗୁଡିକ କମ୍ପିବା ଆରମ୍ଭ କରେ । ଏହି କାରଣରୁ…

କୋଭିଡ୍‌ ସମୟ: ଭରପୂର ମାତ୍ରାରେ ଖାଆନ୍ତୁ ମୂଳା, ମିଳିବ ରୋଗ ପ୍ରତିରୋଧକ ଶକ୍ତି; ହୃଦ୍‌ ସମ୍ବନ୍ଧୀୟ ରୋଗ ଆଶଙ୍କା ମଧ୍ୟ…

ଏବେ ଚାଲିଛି ଶୀତ ଋତୁ। ଏହି ଋତୁରେ ଆପଣଙ୍କୁ ବଜାରରେ ଅନେକ ପ୍ରକାରର ପରିବା ମିଳିଯିବ। ଲୋକେ ବି ଶୀତ ଋତୁରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ କହି ରଖୁଛୁ କି, ଏହି ଦିନେ ମିଳୁଥିବା ପନିପରିବା ଭିତରୁ ମୂଳା ଏମିତି ଏକ ପରିବା, ଯାହାର ଫାଇଦା ବିଷୟରେ…

ଶିଶୁଙ୍କ ପାଇଁ ଖାଦ୍ୟ ଟିପ୍ସ : ଛୋଟ ପିଲାଙ୍କୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସମସ୍ୟା

ଶିଶୁଙ୍କୁ ଭଲ ଖାଦ୍ୟ ଦେବା ଚକ୍କରରେ ଆମେ ବେଳେ ବେଳେ ଭୁଲ୍‌ ଖାଦ୍ୟ ଦେଇଦେଉ । ଯାହାକି ଶିଶୁର ଦେହ ଖରାପ କରିଦେଇଥାଏ । ଛୋଟ ପିଲାଙ୍କର ସାଧାରଣତଃ ପାଟିରେ ହାତ ପୂରାଇବା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହି ସମୟରେ ପିଲାଙ୍କ ଅଧିକ ଧ୍ୟାନ ଦିଆଯାଏ । କିଛି ଖାଦ୍ୟ ଆରମ୍ଭରେ ପିଲାଙ୍କ ଦେହରେ…

ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ, ନିଜ ଶରୀରକୁ ଏହାର କୁପ୍ରଭାବରୁ ରକ୍ଷା କରିବା ପାଇଁ ଖାଆନ୍ତୁ ଏହି ସବୁ…

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଆଖପାଖର ଅଞ୍ଚଳରେ ପୁଣି ଥରେ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଛି। ଗତ କିଛି ଦିନରେ ଦିଲ୍ଲୀର ପବନ ପ୍ରଦୂଷିତ ହେବାକୁ ଲାଗିଛି ଏବଂ AQI ଲଗାତାର ୪୦୦ଉପରେ ରହିଛି। ଦିଲ୍ଲୀରେ କରୋନା ଭାଇରସ୍ ସହ ଲୋକଙ୍କୁ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡ଼ୁଛି। କରୋନା ଏବଂ…

ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣ ବୃଦ୍ଧି କରିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଫଳ

ସୁସ୍ଥ ଓ ନିରୋଗ ଜୀବନ ଜୀଇଁବା ପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ଆମେ ଖାଦ୍ୟ ତ ଖାଉଛେ କିନ୍ତୁ ସେଥିରୁ ଶରୀରକୁ କି କି ପ୍ରୋଟିନ୍‌ ମିଳୁଛି ତାହା ଜାଣିପାରୁନାହୁଁ। ପାଟିକୁ ସୁଆଦିଆ ଲାଗୁଥିବାରୁ ବର୍ତ୍ତମାନ ଯୁବପିଢ଼ି ଫାଷ୍ଟଫୁଡ ଓ ବାହାରର…

ଆପଣ ଜୁନ୍ ମାସରେ ଜନ୍ମ ହୋଇଛନ୍ତି କି? ଜାଣନ୍ତୁ କିପରି ହୋଇଥାଏ ସ୍ବଭାବ

ସାଧାରଣତଃ ଲୋକମାନେ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ସମୟରେ ଜନ୍ମ ହୋଇଥାନ୍ତି। ସେହିଭଳି ଜୁନ୍ ମାସରେ ଜନ୍ମ ହୋଇଥିବା ବ୍ଯକ୍ତି ଖାସ୍ ହୋଇଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ସ୍ବଭାବ ଅନ୍ଯମାନଙ୍କ ଠାରୁ କିଛି ଅଲଗା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ମାସରେ ଜନ୍ମ ହୋଇଥିବା…

ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଏହି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ ଜ୍ୱର ଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏବେ ଶୀତ ଋତୁର ଆରମ୍ଭ ହୋଇଛି। ଏହି ଋତୁରେ ବୁଲିବା ଚାଲିବା ପାଇଁ ଯେତିକି ମଜା ଲାଗିଥାଏ,…