Browsing Tag

lockdown

ଲକ ଡାଉନ ସମୟରେ ଖାଦ୍ୟ ନ ପାଇ ବଦଳୁଛି କୁକୁରଙ୍କ ବ୍ୟବହାର

କଣ ଆପଣ ଏହି ଲକ ଡାଉନ ସମୟରେ ନିଜ ଅଞ୍ଚଳର ତଥା ଆଖପାଖ ଇଲାକାର କୁକୁର ମାନଙ୍କ ବ୍ୟବହାରରେ କିଛିଟା ପରିବର୍ତ୍ତନ ଲକ୍ଷ କରିଛନ୍ତି କି ? ଯଦି ନିରିଖେଇକି ଦେଖିବେ ତେବେ ଜାଣି ପାରିବେ, ବିଭିନ୍ନ ସୋସାଇଟି, ରାସ୍ତା କଡ଼ ଆଦି ସ୍ଥାନରେ ରହୁଥିବା କୁକୁର ମାନଙ୍କ ବ୍ୟବହାରରେ କିଛି ଦିନ ହେବ…

ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି, କୋଭିଡ଼-୧୯ ପରିସ୍ଥିତି…

ଭୁବନେଶ୍ବର: ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମାର୍ଚ୍ଚ ୨୯ ତାରିଖ ଯାଏ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ଼-୧୯ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଗାଡ଼ି ପାସ୍‌ ବୈଧ ରହିବ । ପାସ୍‌ ନବୀକରଣ ପାଇଁ ଥାନାରେ ଅଯଥା…

ବାଲେଶ୍ବର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଲକ୍ ଡାଉନ ସମୟରେ ସହରର ସମସ୍ତ ଭିକ୍ଷୁକ ମାନଙ୍କୁ ରହିବା,ଖାଇବା ଦେବା ସହ…

ବାଲେଶ୍ବର: ଲକ୍ ଡାଉନରେ ସାରା ଦେଶ ଏବେ ସ୍ତବ୍ଧ । ଯେଉଁଥିରେ ବିଶେଷ ସମସ୍ଯାରେ ପଡିଛନ୍ତି ପ୍ରତିଦିନ ପରର ହାତ ଟେକାରେ ଚଳୁଥିବା ଗରିବ ଲୋକମାନେ । ଯାହାଙ୍କୁ ଏବେ ଦିନକୁ ବେଳାଏ ଖାଇବା ମୁଠାଏ ପାଇବା ବେଶ୍ କଷ୍ଟକର ହୋଇପଡିଛି । ଏସବୁକୁ ଦେଖିବା ପରେ ଉଚିତ୍ ପଦକ୍ଷପ ନେଇଛି ବାଲେଶ୍ବର…

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ବିଭିନ୍ନ ବ୍ୟବସାୟୀ, ପୁରୀ ସ୍ୱର୍ଗଦ୍ୱାରରେ କମିଛି ଶବଦାହ ସଂଖ୍ୟା

କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି ।ଏଥିରୁ ପନି ପରିବା ଓ ଔଷଧ ଦୋକାନକୁ ବାଦ୍‌ ଦିଆଯାଇଛି । ଅତି ଜରୁରୀ ନଥିଲେ ଘରୁ ନବାହରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଉଛି । ଅନ୍ୟପଟେ ଲକ୍‌ ଡାଉନ ଫଳରେ ଅନେକ ପ୍ରକାର ଅସୁବିଧା ମଧ୍ୟ ଭୋଗିବାକୁ…

ଗୁଜବକୁ କରନ୍ତୁନାହିଁ ବିଶ୍ୱାସ, ବଢ଼ିବନି ଲକଡାଉନର ସମୟସୀମା

ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ କାରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଛି। ଧୀରେ ଧୀରେ ଏହା ସାରା ବିଶ୍ବରେ ତାଣ୍ଡବ ରଚୁଛି। ଭାରତରେ ମଧ୍ୟ ଏହି ଘାତକ ମହାମାରୀ କାରୋନା ଆତଙ୍କ ଖେଳାଇଛି। କାରୋନାର ବଢୁଥିବା ପ୍ରକୋପକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧…

ଲକ୍‌ ଡାଉନ୍‌ ସମୟରେ ଆଉ ରାସ୍ତାରେ ଅଟକି ରହିବନି ମାଲ ପରିବହନ ଗାଡି, ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ…

ଲକ୍‌ ଡାଉନ୍‌ ସମୟରେ ଆଉ ରାସ୍ତାରେ ଅଟକି ରହିବନି ମାଲ ପରିବହନ ଗାଡି । ଜରୁରୀ ଏବଂ ଜରୁରୀ ନଥିବା ଜିନିଷ ଭିତରେ ଦେଖାଯିବନି ଫରକ୍‌ । ସବୁ ମାଲ ପରିବହନ ଗାଡିକୁ ଛଡାଯିବ । ଏନେଇ ସବୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ପୂର୍ବରୁ…

କିଛି କାମ ନଥାଇ ବୁଲୁଥିବାବେଳେ ଯୁବକଙ୍କୁ ଉଠବସ୍ କରାଇଲେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ପୋଲିସ ପ୍ରଶାସନକୁ…

ଯାଜପୁର: ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଭଳି କ୍ଷେତ୍ରରେ କିଛି ଯୁବକ ଜାରି ହୋଇଥିବା କଟକଣାକୁ ମାନୁନାହନ୍ତି । ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀ ଅଂଚଳ ଗସ୍ତ କରିଥିଲେ । ଏହି ସମୟରେ କିଛି ଯୁବକ ବିନା କୈାଣସି କାମ ନଥାଇ ବଜାରରେ…

ଲକଡାଉନରେ ବାପାଙ୍କ ନିଧନ ପରେ ବି ନିଜ କାମରେ ଲାଗିଥିଲେ ଇଣ୍ଡିଆନ ଅଏଲର ଚେୟାରମ୍ୟାନ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କାରୋନା ମହାମାରୀ ପାଇଁ ସାରା ଦେଦକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଦେଇଛନ୍ତି। ଆଉ ଲକଡାଉନର ପ୍ରଥମ ଦିନରେ ହିଁ ସବୁଠାରୁ ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲର ଚେୟାରମ୍ୟାନଙ୍କ ବାପାଙ୍କର ନିଧନ ହୋଇଥିଲା, କିନ୍ତୁ ସଂଜୀବ ନିଧନର ଖବର ଶୁଣିବା ପରେ ମଧ୍ୟ…

ଲକଡାଉନରେ କାମ କରୁଥିବା କର୍ମଚାରୀଙ୍କୁ ଉପହାର ଦେବେ ଏହି ସବୁ ବ୍ୟାଙ୍କ, କଲେ ଘୋଷଣା

ବର୍ତ୍ତମାନର କରୋନା ସ୍ଥିତିରେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛି ବ୍ୟାଙ୍କ। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା କରୋନା ଭାଇରସ ମହାମାରୀ ସମୟରେ ନିଜ ଜୀବନକୁ ତୁଛ କରି ଲକଡାଉନ ବେଳେ କାମ କରୁଥିବା କର୍ମଚାରୀଙ୍କ…

ଆକ୍ସନ ମୁଡରେ ପୋଲିସ୍: ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ଗୋବିନ୍ଦପୁର ଗ୍ରାମର ୩ଜଣ ଗିରଫ

ନିଆଳି : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ କରୋନାରୁ ଦେଶବାସୀଙ୍କୁ ରକ୍ଷାକରିବାକୁ…

ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଲକ୍ ଡାଉନର ପ୍ରଭାବ, ବାଉଁଶ ପକାଇ ବନ୍ଦ କଲେ ୨୦ଟି ଗାଁର ମୁଖ୍ୟ ରାସ୍ତା

କେନ୍ୟୁଜ୍: କରୋନାକୁ ନେଇ ଜାରି ହୋଇଥିବା ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ଗ୍ରାମାଂଚଳରେ। କାକଟପୁର ଅସ୍ତରଙ୍ଗ ଅଂଚଳର ଅନେକ ଗାଁ ମୁଖ୍ୟ ରାସ୍ତାରେ ଗ୍ରାମବାସୀ ବାଡ ପକାଇ ରାସ୍ତା ବନ୍ଦ କରି ଦେଇଛନ୍ତି । ପ୍ରତି ଗାଁର ଲୋକେ ୨୧ ଦିନ ପାଇଁ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି…

ଲକ୍‌ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ହଟହଟା ହେଲେ ବାଲିଗୁଡାର କିଛି ଯୁବକ, ଅଭିନବ ଉପାୟରେ ସଚେତନ କଲା ପୋଲିସ୍‌

ବାଲିଗୁଡା: ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିବା ବେଳେ ଏହାକୁ ଖୋଲାଖୋଲି ଉଲଂଘନ କରି ହଟହଟା ହୋଇଛନ୍ତି ବାଲିଗୁଡାର କିଛି ଯୁବକ । ବାରମ୍ବାର ପ୍ରଶାସନର ପ୍ରଚାର ଓ ପ୍ରସାର ସତ୍ୱେ କିଛି ଯୁବକ ଅମାନିଆ ହୋଇ ରାତିରେ ବୁଲୁଥିବା ବେଳେ ସେମାନଙ୍କୁ ଧରି ଆଣି ଅଭିନବ ଉପାୟରେ…