Browsing Tag

lord jagannath

କାଲିଠାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ

ପୁରୀ(କେନ୍ୟୁଜ୍):  ସୋମବାର ଠାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ଆଜି ରବିବାର ଥିବାରୁ ମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ । ମନ୍ଦିର ବନ୍ଦ ସମୟରେ ସହରବାସୀ ତଥା ଶ୍ରଦ୍ଧାଳୁ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ।…

କ୍ୟାବିନେଟର ବଡ଼ ନିଷ୍ପତ୍ତି: ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି କିମ୍ବା ଲିଜ ଓ ମଡଗେଜ ପାଇଁ ଦରକାର ପଡିବନି…

ପୁରୀ(କେନ୍ୟୁଜ୍):ପୁରୀ ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର ଅଧିନ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ନିଷ୍ପତ୍ତି ହୋଇଛି। ନିୟମ ଅନୁସାରେ ବିକ୍ରି ଓ ଲିଜ୍‌ ପାଇଁ ଅନୁମତି ଦରକାର ହେଉଥିଲା। ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ…

ଶ୍ରୀମନ୍ଦିରରେ ଦର୍ଶନ ଆସନ୍ତାକାଲିଠୁ ନୂଆ ଏସଓପି: ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ  ଶ୍ରୀମନ୍ଦିର ଖୋଲା  

ପୁରୀ(କେନ୍ୟୁଜ୍):ନୂଆ ଏସଓପି ଅନୁସାରେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଦର୍ଶନ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ । ଆସନ୍ତା ୩୧ ତାରିଖ ଓ ନୂଆବର୍ଷ ଦିନ ବନ୍ଦ ରହିବ…

ପୁରୀ ବାସିନ୍ଦାଙ୍କ ପାଇଁ ସୁରୁଖୁର ଦର୍ଶନ ବ୍ୟବସ୍ଥା, ଖୋଲା ରହିବ ଶ୍ରୀମନ୍ଦିରର ଦୁଇଟି ଦ୍ବାର

ପୁରୀ(କେନ୍ୟୁଜ):  ଶ୍ରୀମନ୍ଦିରରେ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ପଶ୍ଚିମ ଦ୍ୱାରରେ ହେବ ପ୍ରବେଶ ବ୍ୟବସ୍ଥା । ଆଧାର କାର୍ଡ ଓ ଦୁଇ ଡୋଜ୍‌ ଟିକା ନେଇଥିବା ରିପୋର୍ଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ଏହି ନୂଆ ବ୍ୟବସ୍ଥା । ପୂର୍ବରୁ…

ଆଜି ଚିତଲାଗି ଅମାବାସ୍ୟା , ଶ୍ରୀଜିଉଙ୍କୁ ଲାଗି ହେବ ରତ୍ନଚିତା

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିରରେ ଆଜି ଚିତଲାଗି ଅମାବାସ୍ୟା । ମହାପ୍ରଭୁଙ୍କୁ ଲାଗି ହେବ ରତ୍ନଚିତା । ଜଗନ୍ନାଥଙ୍କୁ ହୀରା ଚିତା, ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନ ଚିତା ଲାଗି ହେବ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ…

ପୁରୀ: ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର, ଏହିସବୁ କଟକଣାରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ(କେନ୍ୟୁଜ୍):  ଦୀର୍ଘ ଦିନ ପରେ ରତ୍ନ ସିଂହାସନରୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଆସନ୍ତା ୧୬ ତାରିଖରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ପ୍ରଥମେ ପୁରୀ ବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ପ୍ରଥମ ୫ ଦିନ ଦର୍ଶନର ସୁଯୋଗ ପାଇବେ । ୨୩ରୁ…

ଆଜି ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବନକଲାଗି ନୀତି, ବିଭିନ୍ନ ପାରମ୍ପରିକ ରଙ୍ଗରେ କରାଯିବ ଶ୍ରୀମୁଖ ଶୃଙ୍ଗାର

ପୁରୀ(କେନ୍ଯୁଜ୍): ଆଡପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି। ଆଜି ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରୀତିନୀତି ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ସମ୍ପନ୍ନ ହେବା ପରେ ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ…

ଭାବରେ ଡାକିଲେ ସବୁଠି ଯିବି, ରଥ ବଦଳରେ କାରରେ ମାଉସୀ ମା’ ମନ୍ଦିର ଗଲେ ଭାବଗ୍ରାହୀ

ବାଲେଶ୍ବର(କେନ୍ୟୁଜ୍):  ଭାବବିନୋଦିଆ ପାଇଁ ଲୋଡ଼ା ନାହିଁ କୌଣସି ବଡ଼ ଆୟୋଜନ। ଭାବ ଥିଲେ ସେ ବାଲି ରଥରେ ବି ବିଜେ କରିପାରେ। ଏହିଭଳି ଏକ ଭାବପୂର୍ଣ୍ଣ ରଥାଯାତ୍ରା ଅନୁଷ୍ଠିତ ହୋଇଛି ବାଲେଶ୍ବର ସହରର ପୋଲିସ କଲୋନୀରେ । କରୋନା କଟକଣା ପାଇଁ ପୁରୀ ବ୍ୟତିତ ରାଜ୍ୟର କୌଣସି ଜଗନ୍ନାଥ ମନ୍ଦିରରେ…

ନନ୍ଦିଘୋଷ ରଥରେ ରଥାରୁଢ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ…

ମହାପ୍ରଭୁ “ମୋ ଫଳ ଟିକକ ଗ୍ରହଣ କରିବ ଆଉ ଶୀଘ୍ର ସୁସ୍ଥ ହୋଇଯାଅ”

ଶ୍ରୀ ମନ୍ଦିରର ଅଣସର ପିଣ୍ଡିରେ ଅସୁସ୍ଥ ଶ୍ରୀ ଜୀଉଙ୍କର ଚାଲିଛି ଅଣସର ସେବା । ପବିତ୍ର ସ୍ନାନ ପୁଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ଗାଧୋଇ ଜ୍ବରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ତାତିରେ ଖଇ ଫୁଟୁଛି ଦେହ । ମହାପ୍ରଭୁ ଶୀଘ୍ର କେମିତି ସୁସ୍ଥ ହେବେ, ପୁଣି ଥରେ କେମିତି ଭକ୍ତଙ୍କ ନିକଟକୁ…

ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ, ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର

ପୁରୀ(କେନ୍ଯୁଜ୍): ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ । ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ସେବା। ଆଜି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟା ନୀତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର । ଗୋପନ ନୀତିର ଓଦାବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣା ଭୋଗ ଲାଗି ପରେ ବେହରଣ ଦ୍ୱାର…