Browsing Tag

lord shani

ଶନିବାର ସୌଭାଗ୍ୟ ପ୍ରାପ୍ତି ପାଇଁ ଜପ କରନ୍ତୁ ଏସବୁ ନାଁ, ପ୍ରସନ୍ନ ହେବେ କର୍ମଫଳଦାତା ଶନି

ଆଜି ଶନିବାର। ଶନିଦେବଙ୍କ ବାର। ଶନିଦେବଙ୍କୁ କର୍ମ ଫଳ ଦାତା ବୋଲି କୁହାଯାଏ। ସେ ସମସ୍ତ ପ୍ରାଣୀଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ମାନ୍ୟତା ରହିଛି ଯେ ଯଦି ଶନିଦେବ ପ୍ରସନ୍ନ ହୋଇଯିବେ, ତେବେ ତାଙ୍କ ଆଶୀର୍ବାଦର ବର୍ଷା ହେବ ଓ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପୂରି ଉଠିବ।…

ଶନିଶ୍ଚରୀ ଅମାବାସ୍ୟାରେ କରନ୍ତୁ ଏହି କାମ, ବଢ଼ିବ ଧନ ବୈଭବ ଓ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମର ଶାସ୍ତ୍ର ପୁରାଣରେ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ ବିଶେଷ ଦିନ ମାନଙ୍କରେ ଦାନ ଧର୍ମ କଲେ ଅନ୍ୟ ଦିନ ତୁଳନାରେ ଅଧିକ ପୁଣ୍ୟ ହୋଇଥାଏ। ଖାସ୍‌ କରି ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ ଆଦି ଦିନ ମାନଙ୍କରେ ଗରିବ ଓ ବ୍ରାହ୍ମଣଙ୍କୁ ଦାନ କଲେ ମହାପୁଣ୍ୟ…

ଏହି ଲୋକଙ୍କ ଉପରେ କରନ୍ତୁ ନାହିଁ ଅତ୍ୟାଚାର, ନଚେତ୍‌ ପଡ଼ିବ ଶନିଙ୍କର କୋପ ଦୃଷ୍ଟି

ଶନିଦେବ ହେଉଛନ୍ତି କର୍ମଫଳ ଦାତା। ମାନେ କର୍ମ ଅନୁସାରେ ସେ ଫଳ ଦେଇଥାନ୍ତି। ତେଣୁ କୁହାଯାଏ ଶନିଦେବଙ୍କ କୋପ ଦୃଷ୍ଟି ନପଡ଼ିବା ର ସବୁଠୁ ଭଲ ଉପାୟ କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ। ନ୍ୟାୟରେ ରୁହନ୍ତୁ। ଅନ୍ୟାୟର ସାଥ୍‌ ଦେଲେ ଆପଣଙ୍କ ଉପରେ ଶନିଙ୍କର କୋପ ଦୃଷ୍ଟି ପଡ଼ିବ । ଶନିଦେବ…

ଚାକିରି ଓ ରୋଜଗାରରେ ବାଧା ସୃଷ୍ଟି କରୁଛନ୍ତି କି ଶନି ଦେବ? ଆପଣାନ୍ତୁ ଏସବୁ ଉପାୟ

ଶନିଦେବଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ। ସମସ୍ତ ବ୍ୟକ୍ତିଙ୍କ ଭଲ ମନ୍ଦ କର୍ମର ହିସାବ ସେ ରଖନ୍ତି ଓ ସେହି ଅନୁସାରେ ଫଳ ଦେଇଥାନ୍ତି। ମାନ୍ୟତା ରହିଛି ଯେ ଯଦି ଶନି ଦେବ କୌଣସି ବ୍ୟକ୍ତି ଉପରେ କୁ-ଦୃଷ୍ଟି ପକାନ୍ତି, ତେବେ ତାଙ୍କୁ ଦରିଦ୍ର କରି ଦିଅନ୍ତି। ଶନି ଦେବଙ୍କ…

୩୦ ବର୍ଷ ପରେ ଶନି ଦେବ ନିଜ ରାଶିକୁ କରିବେ ଗମନ, ଏହି ୩ ରାଶି ଵାଲାଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, ସବୁ କାର୍ଯ୍ୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେବେ କୌଣସି ଗ୍ରହ ଗୋଚର କରିବେ ତାର ସିଧା ସଳଖ ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ | ଏହି ପରିବର୍ତ୍ତନ କାହା ପାଇଁ ଶୁଭ ହୋଇଥାଏ ତ ଆଉ କାହା ପାଇଁ ହୋଇଥାଏ ଅଶୁଭ | କଳିଯୁଗର ଦଣ୍ଡାଧିକାରୀ ଶନିଦେବ 2022 ଏପ୍ରିଲ 29 ତାରିଖରେ ନିଜ ରାଶି କୁମ୍ଭକୁ ଚଳଣ କରିବେ |…

ସାଢ଼େ ସାତ ବର୍ଷ ପରେ ଏହି ରାଶିର ବ୍ୟକ୍ତିଙ୍କୁ ଶନିଙ୍କ ପ୍ରକୋପରୁ ମିଳିବ ମୁକ୍ତି, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ଅଛି…

ଶନି ଗ୍ରହଙ୍କ କଥା ଶୁଣିଲେ ମନରେ ଡର ଆସିଯାଏ । ଶନି ଦେବ ଲୋକଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । ତେଣୁ ଶନି ଗ୍ରହଙ୍କୁ ନ ଡରି କର୍ମକୁ ସୁଧାରିବା କଥା । ଯଦି ବ୍ୟକ୍ତି ଭଲ କର୍ମ କରେ,ତେବେ ତାଙ୍କୁ ଶନିଙ୍କୁ ଡରିବାର କିଛି ନାହିଁ । ଏହାଛଡ଼ା ଶନିଙ୍କ ସ୍ଥିତି ଅନୁଯାୟୀ ମଧ୍ୟ ଶନିଙ୍କ…

ଶ୍ରାବଣ ମାସର ପ୍ରଥମ ଶନିବାରରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ, ଶାନ୍ତ କରିବାକୁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ। ଭଗବାନ ଶିବ ଶନିଦେବଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ଶନିଦେବ ଭଗବାନ ଶିବଙ୍କର ଭକ୍ତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶନିଦେବଙ୍କୁ ସବୁ ଗ୍ରହର…

ଏସବୁ ଗ୍ରହ ସହ ସମ୍ବନ୍ଧିତ ଦ୍ରବ୍ୟ ହୋଇଥା’ନ୍ତି ଶନିଙ୍କ ଶତ୍ରୁ, କେବେ ବି ରଖନ୍ତୁନି ଏକାଠି

ବାସ୍ତୁଶାସ୍ତ୍ରରେ ସବୁ ଗ୍ରହ, ନକ୍ଷତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆଜି ଶନିବାରରେ ଆସନ୍ତୁ ଜାଣିବା ଶନିଗ୍ରହ ବିଷୟରେ। ଶନି ଗ୍ରହଙ୍କର ଅନ୍ୟ ଗ୍ରହମାନଙ୍କ ସହ କି ସମ୍ପର୍କ ରହିଛି। କିଏ ମିତ୍ର କିଏ ଶତ୍ରୁ ଓ କେଉଁ କେଉଁ ଜିନିଷକୁ ଶନି ସମ୍ବନ୍ଧୀୟ ଜିନିଷ ସହ ରଖିବା ଉଚିତ୍‌ ଓ…

ଶନିଙ୍କ ଦୁଷ୍ପ୍ରଭାବରୁ ଦୂରେଇ ରହିବା ପାଇଁ କରନ୍ତୁ ନାହିଁ ଏହିସବୁ କାମ, ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ। ବ୍ୟକ୍ତି ଯେପରି କର୍ମ କରିଥାଏ ଠିକ୍‌ ସେହିପରି ଫଳ ମିଳିଥାଏ ବୋଲି କୁହାଯାଇଥାଏ। ଜ୍ୟୋତିଷଶାସ୍ତ୍ରର ବିଦ୍ୱାନମାନଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି ଯୋଗ ରହିଥାଏ ସେହି ବ୍ୟକ୍ତିମାନେ ନିଜ କାମ ଉପରେ…

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି ୪ ଉପାୟ, ଦୂର ହେବ ସମସ୍ତ ଦୋଷ

ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମସ୍ତେ ପ୍ରସନ୍ନ କରିବାକୁ ଚାହାନ୍ତି, ଯାହାଦ୍ୱାରା ତାଙ୍କ କୃପା ସବୁବେଳେ ତାଙ୍କ ଉପରେ ରହିବ ଏବଂ ଶନି ଶୁଭ ଫଳ ପ୍ରଦାନ କରିବେ। ବ୍ୟକ୍ତିଙ୍କ ଜାତକରେ ଶନିଙ୍କର ଅଶୁଭ ଛାଇ ଜୀବନରେ ଦୁଃଖର ଭଣ୍ଡାର ନେଇ ଆସିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ…

କାଲିଠୁ କୁମ୍ଭ ରାଶି ସମେତ ଏହି ସମସ୍ତ ରାଶି ଉପରେ ରହିବ ଶନିଙ୍କ ବକ୍ରଦୃଷ୍ଟି, କୁପ୍ରଭାବ ଏଡ଼ାଇବାକୁ ଆପଣାନ୍ତୁ ଏହି…

ଅଢ଼େଇ ବର୍ଷରେ ଥରେ ଶନି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯାଇଥାନ୍ତି। ଶନିଙ୍କ ପ୍ରଭାବ ଏହି ସମୟରେ ଅନେକ ଶୁଭ-ଅଶୁଭ ଫଳ ପ୍ରଦାନ କରିଥାଏ। ଯେଉଁ ରାଶିରେ ଶନି ସାଢ଼େ ସାତୀ, ଅଢ଼େଇ ଓ ମହାଦଶା ଚାଲିଥାଏ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଜାନୁଆରୀ ୨୪ ତାରିଖ ଅମାବାସ୍ୟାରେ ଶନି ରାଶି…

ଶନି ଦୋଷ ଦୂର କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ଆଜି ଶନିବାର କର୍ମଫଳଦାତା ଶନିଦେବଙ୍କୁ ସର୍ମପିତ କରାଯାଏ। ଶନିଦେବ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ତାଙ୍କୁ ଫଳ ଦିଅନ୍ତି। କୁହାଯାଏ ଯେ ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ ବକ୍ରଦ୍ରୁଷ୍ଟି ପଡେ ତାଙ୍କୁ ଜୀବନରେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏମିତିରେ ବହୁତ ଜରୁରୀ ହୋଇଥାଏ ଆପଣଙ୍କ…