Browsing Tag

maharashtra accident

ମୁମ୍ବାଇ-ନାଗପୁର ହାଇୱେରେ ବସ୍ ମାଟାଡୋର ଧକ୍କା, ୪ ମୃତ, ୧୫ ଆହତ

ମହାରାଷ୍ଟ୍ର ବୁଲଢାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୁମ୍ବାଇ-ନାଗପୁର ହାଇୱେରେ ଏକ ବସ୍ ଏବଂ ଇଟା ଭର୍ତ୍ତି ମାଟାଡୋର ଧକ୍କା ହେବାରୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ୧୦-୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ନାନ୍ଦୁରା…

ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ମହାରାଷ୍ଟ୍ରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି । ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁବା ପରେ ଆଉ ଗୋଟିଏ ଟ୍ରେନ ଧକ୍କାରେ ୧୩ ଜୀବନ ଯାଇଥିବା ଜଣାପଡିଛି । ସେଣ୍ଟ୍ରାଲ ସର୍କଲ ରେଲଓ୍ବେ ସେଫ୍ଟି କମିଶନର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ…

ମହାରାଷ୍ଟ୍ର: କୃଷ୍ଣା ନଦୀ ପାର୍‌ ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ଟ୍ରାକ୍ଟର; ଭାସିଗଲେ ୮, ୬ ଉଦ୍ଧାର

ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଯାତ୍ରୀବାହୀ ଟ୍ରାକ୍ଟର ନଦୀକୁ ଓଲଟି ପଡ଼ିଛି । ଏଠାରେ ଜଳାର୍ଣ୍ଣବ ରାସ୍ତା ଦେଇ ନଦୀ ପାର୍‌ କରୁଥିବା ଟ୍ରାକ୍ଟରଟି କୃଷ୍ଣା ନଦୀକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୮ ଜଣ ଲୋକ ନଦୀରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା…

ଚଳନ୍ତା ବାଇକ୍‌ରେ ରିଲ୍‌ କରୁଥିଲେ, ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ; ଅନ୍ୟ ଜଣେ ଗୁରୁତର

ଯୁବପିଢ଼ିଙ୍କୁ ସୋସିଆଲ ମିଡିଆରେ ରିଲ୍ସ ନିଶା ଏତେ ଘାରିଛି ଯେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ସେମାନେ ପଛାଉ ନାହାନ୍ତି । କିଛି ଦିନ ତଳେ ଏମିିତି କେତେଗୁଡ଼ିଏ ମାମଲା ସାମ୍ନାକୁ ଆସିଥିଲା । ଏବେ ମହାରାଷ୍ଟ୍ରରେ ମଧ୍ୟ ସମାନ ଏକ ଘଟଣା ଘଟିଛି । ଏଠାରେ ରିଲ୍ସ ନିଶାରେ ଜଣେ ଯୁବକଙ୍କ…

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ ନୁହନ୍ତିି । ନିଜ ଜୀବନକୁ ବାଜିରେ ଲଗାଇ ଲୋକେ ରିଲ୍ସ କରୁଛନ୍ତି । ଏବେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ…

ନାଗପୁରରେ ବଡ଼ ଦୁର୍ଘଟଣା: ଦ୍ରୁତଗାମୀ କଣ୍ଟେନର ଧକ୍କାରେ ୧୨ ଗାଡ଼ି ଭାଙ୍ଗି ଚୁର୍‌ମାର, ୪ ଆହତ

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମନକାପୁର ଅଞ୍ଚଳରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କାରେ ଗୋଟିଏ ପରେ ଗୋଟିଏ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୧୨ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୯ଟି କାର୍‌…

ରାସ୍ତା ଅତିକ୍ରମ ବେଳେ ବାଘକୁ ଧକ୍କା ଦେଲା କାର୍‌, ଛଟପଟ ହୋଇ ଚାଲିଗଲା ଜୀବନ; Video ଦେଖିଲେ ଆଖିରେ ଆସିଯିବ ଲୁହ

ମହାରାଷ୍ଟ୍ରର ଗୋନ୍ଦିୟା-କୋହମାରା ରାଜପଥର ମୁର୍‌ଦୋଲୀ ଅଞ୍ଚଳରେ ଗୁରୁବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ରାତି ପ୍ରାୟ ସାଢ଼େ ୧୦ଟାରେ ରାସ୍ତା ପାର୍‌ ହେଉଥିବା ବେଳେ କାର୍‌ ଧକ୍କାରେ ଏକ ବାଘର ମୃତ୍ୟୁ ହୋଇଛି। କାର୍‌ଟି ଦ୍ରୁତ ଗତିରେ ଆସି ବାଘକୁ ଧକ୍କା ଦେଇଥିଲା। ଫଳରେ ଏଥିରେ…

ମହାରାଷ୍ଟ୍ର ରାଇଗଡରେ ଗାଁ ଉପରେ ଖସିଲା ପାହାଡ: ୫ ମୃତ, ଅନେକ ମାଟିତଳେ ଦବିଥିବା ଆଶଙ୍କା

ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ ଯୋଗୁ ବଡ ଅଘଟଣ ଘଟିଛି । ବର୍ଷା ଯୋଗୁଁ ଏକ ଆଦିବାସୀ ଗାଁ ଉପରେ ପାହାଡ ଧସି ପଡିଛି । ଫଳରେ ୪୦ ପରିବାର ଏହାତଳେ ଚାପି ହୋଇ ରହିଛନ୍ତି । ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଗୁରୁତର ଆହତ ରହିଛନ୍ତି । ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୭୫ ଲୋକ ନିଖୋଜ…

ମହାରାଷ୍ଟ୍ରରେ ଛାତିଥରା ଦୁର୍ଘଟଣା : ଟ୍ରକ୍-ବସ୍ ଧକ୍କାରେ ୧୦ ଶ୍ରଦ୍ଧାଳୁ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଜି ସକାଳ ସମୟରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘରୋଇ ବସ୍‌ରେ ଥିବା…

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବଡ଼ ଦୁର୍ଘଟଣା! ରେଳ ଟ୍ରାକ୍‌ ଉପରେ ଭୁଶୁଡ଼ି ପଡ଼ିଲା ଫୁଟ୍‌ଓଭର ବ୍ରିଜ୍‌ର ଏକ ଅଂଶ; ୨୦ ଆହତ

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ବଲାରଶାହ ରେଳ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରେ ଫୁଟ୍ ଓଭର ବ୍ରିଜରେ ଉପସ୍ଥିତ ଥିବା ଲୋକେ ୬୦ ଫୁଟ୍‌ ଉଚ୍ଚରୁ ଟ୍ରାକ ଉପରକୁ ଗଳି ପଡ଼ିଥିଲେ। ଏ ପର୍ଯ୍ୟନ୍ତ…

ମହାରାଷ୍ଟ୍ରର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ରେ ନିଆଁ ଲାଗି ୧୧ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାସିକରୁ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନାସିକ-ଔରଙ୍ଗାବାଦ ମାର୍ଗରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅନେକ ଲୋକ ଜଳି ଯାଇଥିବାର ଖବର ମିଳିଛି । ନାସିକ…

ପୁଣି ମହାରାଷ୍ଟ୍ରରେ ଭୁଶୁଡ଼ିଲା କୋଠା: ୧୦ମୃତ, ଆହୁରି ୨୦ରୁ ୨୫ ଲୋକ ଫସିରହିଥିବା ଅନୁମାନ

ମହାରାଷ୍ଟ୍ର: ପୁଣି ମହାରାଷ୍ଟ୍ରରେ ଅଘଟଣ । ହଠାତ୍ ଭୁଶୁଡିଲା କୋଠା । ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ତେବେ କୋଠା ଭୁଶୁଡ଼ି ପାଖାପାଖି ୧୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ଭଗ୍ନାବଶେଷ ତଳୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୨୦ରୁ ୨୫ ଲୋକ…