Below header
Browsing Tag

malkangiri news

ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଟଳି ପଡିଲେ ୩ ମାଓବାଦୀ

ମାଲକାନଗିରି: ପୋଲିସ ଗୁଳିରେ ଟଳି ପଡିଲେ ୩ ମାଓବାଦୀ। ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳା ମାଓବାଦୀ ଅଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ ପୋଲିସ  ଓ ମାଓବାଦୀ। ମାଓବାଦୀଙ୍କ ଗୁଳିରେ ଜଣେ SSG ଜବାନ ଗୁରୁତର ଆହତ ହୋଇଛନ୍ତି।…

ସ୍ୱାଭିମାନ ଅଞ୍ଚଳର ଅରାପଦର ଜଙ୍ଗଲରେ ଚାଲିଥିଲା ମାଓବାଦୀଙ୍କ ଷଡଯନ୍ତ୍ର, ସର୍ଚ୍ଚ ଅପରେସନ୍‌ ବେଳେ ବିପୁଳ ପରିମାଣର…

ମାଲକାନଗିରି : ମାଲକାନଗିରି ପୋଲିସକୁ ସଫଳତା । ସର୍ଚ୍ଚ ଅପରେସନ୍‌ ବେଳେ ବିପୁଳ ପରିମାଣର ଗୁଳି ଓ ବୋମା ଜବତ । ସ୍ୱାଭିମାନ ଅଞ୍ଚଳର ଅରାପଦର ଜଙ୍ଗଲରେ BSF ଏବଂ ଜିଲ୍ଲା ପୋଲିସର ମିଳିତ ଅପରେସନ ବେଳେ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଏବଂ ମାଓ ପୁସ୍ତିକା ଜବତ କରାଯାଇଛି । ଏକ…

ଏମିତି ଗୁମ୍ଫା କେବେ ଦେଖିଛନ୍ତି କି? ଯାହାର ଛାତରେ ଛୁଲୁଥିବା ପଥରଗୁଡିକ ଚାନ୍ଦିର ଝୁମର ସଦୃଶ

ମାଲକାନଗିରି: ଝୁମର ଗୁମ୍ଫା । ପାହାଡର ଗର୍ଭରେ ହୋଇଛି ଏହି ନୂତନ ଗୁମ୍ଫାର ଆବିଷ୍କାର । କାଙ୍ଗେର ଉପତ୍ୟକା ଜାତୀୟ ଉଦ୍ୟାନ ଏବଂ ଦରଭା ବନ ପରିସର ସୀମାରେ ଥିବା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଝୁମର ଗୁମ୍ଫା । ଏହି ଗୁମ୍ଫାର ଲମ୍ବ ପ୍ରାୟ ୧୮୦ ମିଟର । ଲକ୍ଷ ଲକ୍ଷ ବର୍ଷ ଧରି ଗଠିତ…

ମାଲାକାନଗିରି ରାମଗୁଡ଼ାରେ ମାଓବାଦୀଙ୍କ ଓ୍ଵାର ରୁମ୍‌ : ପୋଲିସକୁ ଟାର୍ଗେଟ୍‌ ପାଇଁ ଚାଲିଥିଲା ଯୋଜନା, ବିଭିନ୍ନ ମାଓ…

ମାଲକାନଗିରି: ମାଓବାଦୀଙ୍କ ଓ୍ଵାର ରୁମ୍‌ । ପୋଲିସକୁ ଟାର୍ଗେଟ୍‌ ପାଇଁ ଚାଲିଥିଲା ଯୋଜନା। ଏକ ନାଲି କୋଠାକୁ ଓ୍ଵାର ରୁମ ଭାବେ ବ୍ୟବହାର କରୁଥିଲେ ମାଓବାଦୀ । ଯେଉଁଠି ମାଓବାଦୀଙ୍କ ସବୁ ଋଣନୀତି ପ୍ରସ୍ତୁତ ହେଉଥିଲା । ପୋଲିସ ଠାରୁ ସୁରକ୍ଷା ପାଇବା ପାଇଁ ୱାର୍‌ ରୁମ ଚାରିପଟେ ଲୁହା ତାର ବାଟ…

ଅଭିଶପ୍ତ ପାଲଟିଛି ଜୀବନ: ମାନସିକ ଭାରସାମ୍ୟ ହରାଇଥିବା ମୁକ୍ତାଙ୍କ ପାଦରେ ଶିକୁଳି, ଅର୍ଥ ଅଭାବରୁ ଚିକିତ୍ସା କରିବାକୁ…

ମାଲକାନଗିରି: ଅଭିଶପ୍ତ ପାଲଟିଛି ଜୀବନ। ବନ୍ଦ ଘର ଭିତରେ ବିତୁଛି ଦିନ। ଅସହାୟ ପରିବାର ଲୋକେ କରିପାରୁନାହାନ୍ତି ଚିକିତ୍ସା ।ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁପୁଲିଗୁଡା ଗାଁ ରେ ଦେଖାବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ଆଦିବାସୀ ମହିଳାଙ୍କୁ ବନ୍ଦ ଘରେ ସିକୁଳିରେ ବାନ୍ଧି…

କୋଟିପତି ବ୍ଯବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରିର ଦୁଃଖ, ନଇଁରେ ବିପଦପୂର୍ଣ୍ଣ ଯାତ୍ରାରୁ…

ମାଲକାନଗିରି: ଦୁଃଖ ସହିପାରିଲେନି ଭାରତର କୋଟିପତି ବ୍ଯବସାୟୀ ଆନନ୍ଦ ମହିନ୍ଦ୍ରା। ଶେଷରେ ଏମିତି କିଛି କାମ କଲେ, ଯେଉଁଥିରେ ଜିତିନେଲେ ଓଡିଶାର ମାଲକାନଗିରି ଜିଲ୍ଲା ବାସୀଙ୍କ ହ୍ରୁଦୟ । ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରିର ଦୁଃଖ। ଏଥର ପାଣିରେ ପାରି ହେବାକୁ ଆନନ୍ଦ ଦେବେ…

ମାଲକାନଗିରି କଚେଲି ଗାଁରେ ଅଭାବନୀୟ ଘଟଣା:ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ

ମାଲକାନଗିରି: ଖାଦ୍ୟରେ ବିଷ, ୩ ମୃତ। ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ। ୩ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ମାଲକାନଗିରି କଚେଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ଖାଦ୍ୟରେ ବିଷକ୍ରିୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମା ଓ ଝିଅଙ୍କୁ ଗୁରୁତର…

ଦୁଇ ବର୍ଷ ପରେ ହଜିଲା ପୁଅକୁ ପରିବାର ଲୋକଙ୍କୁ ଫେରାଇଲା ମାଲକାନଗିରି ପୋଲିସ୍, ଭିଡିଓ କଲ୍ ପାଲଟିଲା ସଂଯୋଗର ସେତୁ

ମାଲକାନଗିରି: ସମୟ ଆଉ ପରିସ୍ଥିତି କେବେ କାହାକୁ କେଉଁଠି ନେଇ ପହଁଚାଇବ ତାହା କହିବ ଅସମ୍ଭବ । ଏମିତି ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମ ସନ୍ଧାନରେ ଘରୁ ଗୋଡ କାଢିଥିଲା। କାମର ସନ୍ଧାନ କରୁ କରୁ ହଠାତ୍ ନାବାଳକ ପୁଅ ହୋଇଗଲା ନିଖୋଜ। ବହୁତ୍ ଖୋଜା ଖୋଜି କରି ଥାନାରେ ଏତଲା…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୋଲିସକୁ ସଫଳତା, ଇନଡରପାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ମାଲକାନଗିରି : ଜଙ୍ଗଲ ଭିତରେ ମାଓ କ୍ୟାମ୍ପ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୋଲିସକୁ ବଡ ସଫଳତା। DRG ଯାବନଙ୍କ ଅପରେସନ୍‌ ବେଳେ ଇନଡରପାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇଥିଲା। ପୋଲିସ ଆସିବା ଜାଣି ପ୍ରାୟ ୩୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।…

ମାଲକାନାଗିରି: ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ଘଟଣା, ୫ ଗିରଫ

ମାଲକାନାଗିରି: ମାଲକାନାଗିରି ସୀମାନ୍ତ ପଡିଆ ବ୍ଳକ ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ଘଟଣାରେ ୫ ଗିରଫ । ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଡ଼ିଆ ଥାନା ପୋଲିସ । ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ…

ମାଲକାନଗିରି: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଗାଁଠାରୁ ୪ଶହ ମିଟର ଦୂରକୁ ନେଇ ପୋଡିଦେଲେ ଶବ

ମାଲକାନଗିରି: ଗୁଣିଗାରେଡି ସନ୍ଦେହରେ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗାଁରୁ ଆସିଛି ଅଭିଯୋଗ। ଏହି ଗାଁର କାବାକାସୀଙ୍କୁ କିଛି ଲୋକ ଗୁଣିଗାରେଡି କରୁଥିବା ନେଇ ସନ୍ଦେହ କରାଯାଉଥିଲା। ଏହାପରେ ସନ୍ଦେହରେ ତାଙ୍କୁ ଘର ସମ୍ମୁଖରେ ହତ୍ୟା…