Below header
Browsing Tag

maoist

ପୋଲିସ୍ ଏନକାଉଣ୍ଟରରେ ଟପ୍‌ ମାଓନେତା ଭାସ୍କର ସହିତ ୫ ନିହତ

ମାଲକାନଗିରି: ଟଳିପଡିଲେ ୫ ମାଓବାଦୀ । ପୋଲିସ ଏନକାଉଣ୍ଟରରେ ଟପ୍‌ ମାଓନେତା ଭାସ୍କର ନିହତ । ସେ ମାଓବାଦୀଙ୍କ ଗଡଚରୋଲି ଡିଭିଜନ କମିଟିର ସଂପାଦକ ଭାବେ କାମ କରୁଥିଲା। ଭାସ୍କର ନାଁରେ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୪୧ଜଣ ସୁରକ୍ଷାକର୍ମୀ ହତ୍ୟା ଘଟଣାରେ ସାମିଲ ଥିଲା। ଗତକାଲି…

ଓଡ଼ିଶା-ଝାଡଖଣ୍ଡ ସୀମା ସୋନୁଆ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନ ଉଡାଇଲେ ମାଓବାଦୀ

ରାଉଲକେଲା: ଟ୍ରେନ୍‌ ଲାଇନ ଉଡାଇଲେ ମାଓବାଦୀ। ଝାଡ଼ଖଣ୍ଡର ଚକ୍ରଧରପୁର ରେଳବାଇ ଡିଭିଜନର ଲୋଟାପାହାଡ଼ ଷ୍ଟେସନ ନିକଟରେ ବିସ୍ଫୋରଣ। ଓଡ଼ିଶା-ଝାଡଖଣ୍ଡ ସୀମା ସୋନୁଆ ଷ୍ଟେସନ ନିକଟରେ ବିସ୍ଫୋରଣରେ ଟ୍ରେନ୍‌ ଲାଇନ୍‌ ଛିନ୍‌ଛତ୍ର ହୋଇଯାଇଛି। ଗତକାଲି ରାତିରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କ ଅପହରଣ କଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କ ଅପହରଣ କଲେ ମାଓବାଦୀ। ଯବାନ ଜଣକ ଛୁଟିରେ ଘରକୁ ଯାଇ ଥିବା ବେଳେ ଗାଁ ନିକଟରେ ମେଳା ଦେଖିବା ଯିବା ବେଳେ ମାଓବାଦୀ ଜବାନଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି। ଯବାନ ଜଣକ ହେଲେ ମୁରଲୀ…

ଆଶା-ଆଶଙ୍କାର ଘଟିଲା  ଅବସାନ, ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ  

କେନ୍ୟୁଜ୍(ବ୍ୟୁରୋ):  ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା-ଆଶଙ୍କାର ଅବସାନ ହୋଇଛି। ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ ରାକେଶ୍ୱର ମନ୍‌ହାସ। ଛତିଶଗଡ଼ ସରକାରଙ୍କ ୨ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା ଟିମ୍‌ ଓ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ…

ଛତିଶଗଡ଼ ବିଜାପୁର ଘଟଣାରେ ମାଓ ସଙ୍ଗଠନ ପକ୍ଷରୁ ଜାରି ହେଲା ପ୍ରେସ ରିଲିଜ୍‌

କେନ୍ଯୁଜ୍: ଛତିଶଗଡ଼ ବିଜାପୁର ଘଟଣାରେ ମାଓ ସଙ୍ଗଠନ ପକ୍ଷରୁ ଜାରି ହେଲା ପ୍ରେସ ରିଲିଜ୍‌। ମାଓ ସଙ୍ଗଠନର କେନ୍ଦ୍ରୀୟ ପ୍ରବକ୍ତା ଅଭୟ ପ୍ରଥମ ଥର ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ବିଜାପୁର ଘଟଣାରେ ମାଓବାଦୀଙ୍କୁ କଡା ଜବାବ ଦିଆଯିବ ବୋଲି ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ପ୍ରେସ…

ଛତିଶଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ, ୧୭ଟି ଗାଡିକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ଛତିଶଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲା କୁଏମାରି ନିକଟରେ ସଡ଼କ ନିର୍ମାଣରେ ନିୟଜିତ ୧୭ଟି ଗାଡିକୁ ମାଓବାଦୀ ଜାଳିଦେଇଛନ୍ତି । ରାସ୍ତା କାମକୁ ବିରୋଧ କରି ଘଟଣା ସ୍ଥଳରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ…

ଛତିଶଗଡ ନାରାୟଣପୁର ଜଙ୍ଗଲରେ ଗୁଳି ବିନିମୟ, ୩ ଦିନର ଅପରେଶନ ପରେ ୭ ମାଓ କ୍ୟାମ୍ପ ଧ୍ୱଂସ କଲେ DRG ଯବାନ

ମାଲକାନଗିରି: ପୁଣି ଯବାନ-ମାଓବାଦୀ ମୁହାଁମୁହିଁ । ଛତିଶଗଡ ନାରାୟଣପୁର ଜଙ୍ଗଲରେ ଗୁଳି ବିନିମୟ । କମ୍ବିଂ ବେଳେ ସାତଟି ମାଓ କ୍ୟାମ୍ପ ଧ୍ୱସଂ କଲେ DRG ଯବାନ । ସୁରକ୍ଷା କର୍ମୀଙ୍କ ଲଗାତାର ୩ ଦିନର ଅପରେଶନ ପରେ ୭ ମାଓ କ୍ୟାମ୍ପ ଧ୍ୱଂସ । ଅପରେସନରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ…

ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ହିଂସାକାଣ୍ଡରେ ୨ଜଣ ଯବାନ ସହିଦ୍‌ ହୋଇଛନ୍ତି ଜଣେ ଗୁରୁତର ଆହତ ହୋଇଛନ୍ତି। ITBPର 53ତମ ବାଟାଲିୟନର ଯବାନ୍‌…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଯୋଜନା ପଣ୍ଡ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ଯୋଜନା ପଣ୍ଡ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ୯ ନମ୍ଭର ବିଏସଏଫ୍‌ ଯବାନ ମାଓ ସାମଗ୍ରୀ ଜବତ କରିଛନ୍ତି । ଯବାନମାନେ…

ମହଙ୍ଗା ପଡିଲା ଗଣମାଧ୍ୟମକୁ ଧମକ ଦେବା, ଶେଷରେ ହାର ମାନିଲା ମାଓ ସଙ୍ଗଠନ

ମାଲକାନଗିରି: ମହଙ୍ଗା ପଡିଲା ଗଣମାଧ୍ୟମ କୁ ମାଓ ସଙ୍ଗଠନ ର ଧମକ । ଗଣମାଧ୍ୟମ ଆଗରେ ହାର ମାନିଲା ମାଓ ସଙ୍ଗଠନ। ମାଲକାନଗିରି ଜିଲ୍ଲା ଛତିଶଗଡ଼ର ଦକ୍ଷିଣ ସବ ଜୋର୍ଣ୍ଣାଲ ବ୍ୟୁର ମାଓ ସଙ୍ଗଠନ ପକ୍ଷରୁ ଏଭଳି ପ୍ରେସ ରିଲିଜ ଜାରି ହେଲା । ଆପୋଷ ବୁଝାମଣା ପାଇଁ ଗଣମାଧ୍ୟମ କୁ ଆହ୍ୱାନ କଲେ ମାଓ…

BSF ଯବାନଙ୍କୁ ବଡ଼ ସଫଳତା: ମାଓବାଦୀମାନେ ଜଙ୍ଗଲ ଭିତରେ ଗର୍ତ୍ତ କରି ଡ୍ରମରେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: BSF ଯବାନଙ୍କୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଠାବ । ମାଓବାଦୀମାନେ ଜଙ୍ଗଲରେ ଏକ ବିରାଟ ଗର୍ତ୍ତ କରି ଡ୍ରମରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ଅପରେସନ ବେଳେ ବିଏସଏଫ ଯବାନ ଏହାକୁ ଠାବ କରିଥିଲେ ।…

ପୋଲିସ୍‌ ଇନଫର୍ମର ସନ୍ଦେହରେ ଅପହରଣ କରିଥିବା ୨ଜଣଙ୍କୁ ପଚରାଉଚରା ପରେ ଛାଡିଲେ ମାଓବାଦୀ

କନ୍ଧମାଳ: ଅପହରଣ କରିଥିବା ଦେବେନ୍ଦ୍ର ମାଝୀଙ୍କୁ ପଚରାଉଚରା ପରେ ଛାଡିଲେ ମାଓବାଦୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ କନ୍ଧମାଳ ବେଲଘର ଥାନା ଗୁରୁ ଗାଁରେ ଦେବେନ୍ଦ୍ର ମାଢି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀମାନେ ଉଠାଇ ନେଇଥିଲେ । ପୂର୍ବରୁ ଗୋବିନ୍ଦ ମାଝୀଙ୍କୁ ମାଡ ମାରି ଛାଡି…