Browsing Tag

marriage

ଏଠି ବିବାହର ଶେଷ ବିଧି ସମ୍ପୂର୍ଣ୍ଣ ହେବା ପାଇଁ ବରକୁ ପିଇବାକୁ ପଡ଼ିଥାଏ ଘୁଷୁରୀ ରକ୍ତ!

ଆମ ଦେଶରେ ବିଭିନ୍ନ ଧର୍ମ ଏବଂ ବିଭିନ୍ନ ଭାଷାଭାଷୀ ଲୋକେ ବସବାସ କରନ୍ତି। ଧର୍ମ ଅଲଗା ଅଲଗା ହେତୁ ସେମାନଙ୍କ ପ୍ରଥା, ପରମ୍ପରା, ନୀତିନିୟମ ମଧ୍ୟ ସବୁ ଅଲଗା ହୋଇଥାଏ। ସେଥିମଧ୍ୟରୁ କିଛି ପ୍ରଥା, ପରମ୍ପରା ଏମିତି ରହିଛି, ଯାହା ବିଷୟରେ ଆମେ ଭାବି ବି ପାରୁନା। ଆଜି ଆମେ ଆପଣଙ୍କୁ ଏଭଳି ଏକ…

‘‘ଜଣେ ପୁରୁଷ ୫୦ ଜଣ ମହିଳାଙ୍କୁ ବିବାହ କରିପାରିବେ’’ ମୌଲାନାଙ୍କ ବିବାଦୀୟ ଭିଡିଓ ଭାଇରାଲ, ଦେଖନ୍ତୁ କ’ଣ କହିଲେ ଲୋକେ

ଧର୍ମ ନାଁରେ କେତେକ ତଥାକଥିତ ଧର୍ମଗୁରୁ ଲୋକଙ୍କୁ କୁ-ଶିକ୍ଷା ଦେବାକୁ ମଧ୍ୟ ପଛାଉନଥିବା ଦେଖିବାକୁ ମିଳୁଛି। ନିଜ ପକେଟ୍‌ ଗରମ କରିବା ପାଇଁ ଏହି ଧର୍ମଗୁରୁମାନେ ଲୋକଙ୍କୁ ଭୁଲ ସନ୍ଦେଶ ଦେଉଛନ୍ତି। ଏସବୁ କଥାକୁ ଦୃଷ୍ଟିରେ ରଖି ବୋଧେ ଲୋକଙ୍କୁ ସମୟ ସହ ତାଳ ଦେଇ ଧର୍ମରେ ଥିବା ରୁଢ଼ିବାଦୀ…

ବଦଳୁଛି ସମାଜ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୂର

ନବରଙ୍ଗପୁର(କେନ୍ୟୁଜ୍): ବଦଳୁଛି ସମୟ, ବଦଳୁଛି ସମାଜ। ଏହାରି ଭିତରେ ଅନେକ ସକାରତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାରେ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୂର। କୋଷାଗୁମୁଡା ବ୍ଲକ ଏକୋରୀ ପଞ୍ଚାୟତର ସମିତି ସଭ୍ୟ କୋମଳ ଲୋଚନ ମାଝୀ, ନିଜ ବିଧବା ବୋହୂର ପୁଣି ବିବାହ…

ରିସର୍ଚ୍ଚରୁ ହେଲା ଖୁଲାସା! ଅଧିକ ଥର ବିବାହ କରୁଥିବା ମହିଳା ରୁହନ୍ତି ସର୍ବଦା ଖୁସି

ପାଶ୍ଚାତ୍ୟ ସଭ୍ୟତାରେ ବିବାହ କରିବାକୁ ବୋଝ ବୋଲି ଧରାଯାଏ ନାହିଁ। ବିଦେଶରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଥାଏ, ଯେଉଁଠି ସ୍ୱାମୀ-ସ୍ତ୍ରୀ ବୈବାହିକ ଜୀବନରେ ଥରେ ଦୁଇଥର ପରସ୍ପରକୁ ମଉକା ଦିଅନ୍ତି, ତଥାପି ଯଦି ସେମାନଙ୍କ ସମ୍ପର୍କ ଠିକ୍‌ ଚାଲେ ନାହିଁ, ତା’ହେଲେ ସେମାନେ ସମ୍ପର୍କରୁ…

କେମିତି ହୋଇଥିଲା ଇନ୍ଦିରା ଓ ଫିରୋଜଙ୍କ ବିବାହ, ଜାଣିବେ ଆସନ୍ତୁ

ଗାନ୍ଧୀ ପରିବାରର ଦେଶ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଆସିଛି ।ଏହି ପରିବାରର ସଦସ୍ୟ ସବୁ ସମୟରେ ଚର୍ଚ୍ଚାର ପରିସରରେ ରହିଥାନ୍ତି। ସେ ଦେଶ ରାଜନୀତି ପାଇଁ ହେଉ ବା ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଉ। ତେଣୁ ସେହି ପରିବାରର ପ୍ରତିଟି ସଦସ୍ୟ ଭାରତର ସାଧାରଣ ଜନ ସାଧାରଣଙ୍କ ମଧ୍ୟରେ…

ଉତ୍ତର ପ୍ରଦେଶର ଏହି ଛୋଟିଆ ଗାଁ, ଯେଉଁଠି ମୃତ ବ୍ୟକ୍ତି କରନ୍ତି ବିବାହ

ଭାରତ ଏକ ଏପରି ଦେଶ, ଯାହା ନିଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ପାଇଁ ବିଶ୍ୱ ବିଖ୍ୟାତ। ଏହାଠାରୁ ବି ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ରହୁଥିବା ସମସ୍ତ ସମ୍ପ୍ରଦାୟ ନିଜ ନିଜର ମାନଦଣ୍ଡ ଅନୁସାରେ ରୀତିନୀତି ପାଳନ କରିଥାଆନ୍ତି। ଭାରତର କୋଣ ଅନୁକୋଣରେ ବିବାହ ଭଳି ଉତ୍ସବକୁ…

ଦେଖନ୍ତୁ ଏ କିଭଳି ବାହାଘର: ପଣ୍ଡିତ ମନ୍ତ୍ର ବଦଳରେ ଗାଇଲେ ଫିଲ୍ମ ଗୀତ, ମଜା ନେଲେ ବରଯାତ୍ରୀ

ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପଣ୍ଡିତ ମନ୍ତ୍ର ବଦଳରେ ଫିଲ୍ମ ଗୀତ ଗାଇ ବାହାଘର ରୀତିନୀତି ପୂରା କରିଛନ୍ତି। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଆଜିର ମର୍ଡନ ଯୁଗରେ ଏପରି ବାହାଘର, ମାହୋଲକୁ ପୂରା ଖୁସିରେ ବଦଳାଇ…

ସାତ ଜନ୍ମର ସାଥି ହେଲେ ଭାରତ-ପାକିସ୍ତାନର ଏହି ଦୁଇ ଯୁବତୀ, ବିବାହର ଫଟୋ ହେଉଛି ଭାଇରାଲ

ପ୍ରେମ ସୀମା ସରହଦ କିଛି ମାନେନାହିଁ। ପ୍ରେମ ଜାତି-ଧର୍ମ, ଉଚ୍ଚ-ନିଚ୍ଚ, ଧନୀ-ଗରୀବ ଏବଂ ଲିଙ୍ଗ ମଧ୍ୟ ମାନେ ନାହିଁ। ଯେଉଁମାନଙ୍କୁ ପ୍ରେମ ହୋଇଯାଇଥାଏ ସେ ତାଙ୍କ ପ୍ରେମକୁ ପାଇବା ପାଇଁ କିଛି ବି କରିପାରନ୍ତି। ଏହାର ଜୀବନ୍ତ ଉଦାହରଣ ଭାରତ ପାକିସ୍ତାନର ଏହି ସମଲିଙ୍ଗୀ ଯୁବତୀ। ଏହି ଦୁଇ ଜଣ…

ନିଜର ଦୁଇ ଗାର୍ଲଫ୍ରେଣ୍ଡକୁ ଏକ ସମୟରେ ବିବାହ କଲେ ଯୁବକ, କାରଣ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ସମସ୍ତ ବଏଫ୍ରେଣ୍ଡ ଗୋଟେ ପଟେ ଏବଂ ଏହି ଯୁବକ ଅନ୍ୟପଟେ । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନିଜର ଦୁଇଜଣ ଗାର୍ଲଫ୍ରେଣ୍ଡଙ୍କୁ ଏକ ସମୟରେ ବିବାହ କରିଛନ୍ତି କାରଣ ସେ ଦୁଇଜଣଙ୍କ ମଧ୍ୟରୁ କାହାକୁ ଦୁଃଖୀ ଦେଖିବାକୁ ଚାଁହୁନଥିଲେ । ଫେସବୁକରେ ଭାଇରଲ ହୋଇଥିବା ଏହି ଭିଡିଓରେ ଜଣେ ବରଙ୍କୁ…

ଫେସବୁକରେ ହେଲା ପ୍ରେମ, ଆମେରିକା ଝିଅ ସାଜିଲେ ଜଣେ ସ୍କୁଟର ମେକାନିକଙ୍କ ସ୍ତ୍ରୀ

ଆମେରିକାରୁ ଆସିଥିବା ଜଣେ ଯୁବତୀ ତାଙ୍କ ପ୍ରେମକୁ ଏକ ଭିନ୍ନ ରୂପ ଦେବା ସହ ଅମୃତସରର ଏକ ସ୍କୁଟର ମେକାନିକଙ୍କୁ ବିବାହ କରିଛନ୍ତି । ଦୁଇ ଜଣ ପ୍ରଥମେ ଫେସବୁକରେ କଥା ହୋଇଥିଲେ ଏବଂ ମାତ୍ର ସାତ ମାସରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ଫେସବୁକରେ ଦୁଇଜଣଙ୍କ ମଧ୍ୟରେ…

ମହିଳା ଏବଂ ପୁରୁଷଙ୍କ ବିବାହ ବୟସ ଏକା ସମାନ କରିବା ପିଟିସନରେ ଆଜି ହେବ ଶୁଣାଣୀ

ଭାରତୀୟ ମହିଳା ଏବଂ ପୁରୁଷଙ୍କ ପାଇଁ ବିବାହ ବୟସକୁ ଏକା ସମାନ କରିବା ଦାବିରେ ଏକ ଜନହିତ ପିଟିସନ ଦାଖଲ କରାଯାଇଛି। ଭାଜପା ନେତା ଏବଂ ଓକିଲ ଅଶ୍ବିନୀ କୁମାର ଉପାଧ୍ୟରୟଙ୍କର ଏହି ପିଟିସନ ଉପରେ ଆଜି ଶୁଣାଣି ହେବ। ଉପସ୍ଥାପନା କରାଯାଇଥିବା ପିଟିସନରେ କୁହାଯାଇଛି ଦେଶରେ ବିବାହ ପାଇଁ ବୟସର…

ସାମ୍ନାକୁ ଆସିଲା ସୁସ୍ମିତାଙ୍କ ବିବାହ ତାରିଖ, ଜାଣନ୍ତୁ କେବେ ଧରିବେ ବୟଫ୍ରେଣ୍ଡ ରୋହମନଙ୍କ ହାତ

ସୁସ୍ମିତା ସେନଙ୍କ ଜୀବନରେ ଗୋଲାପୀ ମୋଡ । ହାତକୁ ଦି ହାତ ହେବେ ବିଶ୍ବ ସୁନ୍ଦରୀ । ଖୁବ୍ ଶୀଘ୍ର ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ ସୁସ୍ମିତା । ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏବେ ଏସବୁରେ ପଡିଛି ପୂର୍ଣ୍ଣଛେଦ ।…