Below header
Browsing Tag

marriage

ବିବାହ ପୂର୍ବରୁ କନ୍ୟା ନିଜ ଭଉଣୀ ସାମ୍ନାରେ ରଖିଲା ଏଭଳି ସର୍ତ୍ତ, କରି ପାରିବନି ଏହା ବିନା ଏଣ୍ଟ୍ରୀ! ଜାଣନ୍ତୁ କ’ଣ…

ଦୁନିଆର ସବୁ ବର-କନ୍ୟା ଚାହାଁନ୍ତି କି, ସେମାନଙ୍କ ବିବାହ ଏକଦମ୍‌ ପରଫେକ୍ଟ ତରିକାରେ ସମ୍ପନ୍ନ ହେଉ। ଏଥିପାଇଁ ସେମାନେ ଅନେକ ଦିନ ଆଗରୁ ପ୍ରସ୍ତୁତିରେ ଲାଗିପଡ଼ି ଥାଆନ୍ତି। ଆଜିକାଲି ଥିମ୍‌ େଓ୍ଵଡିଂର ଟ୍ରେଣ୍ଡ ଚାଲିଛି, ଯେଉଁଥିରେ ବର-କନ୍ୟାଙ୍କ ସହ ବିବାହରେ ନିମନ୍ତ୍ରିତ ଅତିଥିଙ୍କୁ ମଧ୍ୟ…

ଯୁବତୀଙ୍କୁ ଗର୍ଭବତୀ କରି ଅନ୍ୟତ୍ର ବାହା ହେବାକୁ ଯୁବକ କରୁଥିଲା ଯୋଜନା, ଶେଷରେ ପୋଲିସ ଉପସ୍ଥିତିରେ ହେଲା ବିବାହ

ରାଉରକେଲା(କେନ୍ଯୁଜ୍): ପୋଲିସ ଉପସ୍ଥିତିରେ ଯୁବତୀଙ୍କୁ ବାହା ହେଲା ଯୁବକ । ଜଣେ ଆଦିବାସୀ ଯୁବତୀଙ୍କୁ ଗର୍ଭବତୀ କରିବା ପରେ ଅନ୍ୟତ୍ର ବାହା ହେବା ପାଇଁ ଯୁବକ ଜଣକ ଯୋଜନା କରୁଥିଲା । ଏହି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଗୋପବନ୍ଧୁପଲ୍ଲୀ ଅଞ୍ଚଳରେ । ଶେଷରେ ପୀଡ଼ିତା ଏବଂ…

୩ ପୋଷ୍ୟ କନ୍ୟାଙ୍କୁ ଆଜି ବାହା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍‌, ପତ୍ନୀଙ୍କ ସହ ମିଶି କରିବେ…

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ୩ ଝିଅଙ୍କର ଆଜି ବାହାଘର। ପତ୍ନୀଙ୍କ ସହ ମିଶି ସେ ଝିଅଙ୍କ କନ୍ୟାଦାନ କରିବେ। ଏହି ୩ ଝିଅଙ୍କୁ ଯେତେବେଳେ ଅଢ଼େଇବର୍ଷ ହୋଇଥିଲା ସେତେବେଳେ ଶିବରାଜ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେ ସେମାନଙ୍କୁ ବିଦିଶାସ୍ଥିତ…

ବିବାହରେ ସମ୍ପର୍କୀୟ କଲେ ଅତି କଦର୍ଯ୍ୟ କାମ, ମିଠା ଡବାରେ ବୋହୂକୁ ଦେଲେ ଏହି ଜିନିଷ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। ଭିଡିଓରେ ବର-ବଧୂଙ୍କ ସମେତ ସାଙ୍ଗରେ ଥିବା ପରିବାରର ସଦସ୍ୟ ମଜାମସ୍ତି କରୁଥିବା ଦେଖାଯାଏ। ସେହିପରି କିଛି ଏଭଳି ସମ୍ପର୍କୀୟ ବି ଥାନ୍ତି ଯେଉଁମାନେ କନ୍ୟା ସହ ଥଟ୍ଟାମଜା କରିଥାନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ…

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୁ ଘର ଆଗରେ ଧାରଣାରେ ପତ୍ନୀ

ମହାକାଳପଡା (କେନ୍ଯୁଜ୍): ଶାଶୁ ଘର ଆଗରେ ଧାରଣା । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଧାରଣାରେ ବସିଲେ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କୋଚିଳା ଗାଁର ଅଭାବନୀୟ ଘଟଣା । ମହିଳା ଜଣକ ହେଲେ ସ୍ଥାନୀୟ ବରକନ୍ଧା ଗାଁର ସୂଦର୍ଶନ ବେହେରାଙ୍କ ଝିଅ ରଶ୍ମିତା । ୮ବର୍ଷ…

ଦେଖନ୍ତୁ Viral Video: ଷ୍ଟେଜ୍‌ ଉପରେ କନ୍ୟା ସହିତ ଏମିତି ଲଜ୍ଜାଜନକ ହରକତ କରିବାକୁ ଲାଗିଲା ଯୁବକ, ଦେଖି ଆଶ୍ଚର୍ଯ୍ୟ…

ଏବେ ବିବାହ ଋତୁ ଚାଲିଛି। ଗୋଟିଏ ପରେ ଗୋଟିଏ ମଜାଦାର ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏମିତି ହିଁ ଏକ ଭିଡିଓ ଲୋକଙ୍କୁ ପସନ୍ଦ ଆସିଛି। ଯଦିଓ ଏହି ଭିଡିଓ ଦେଖିଲେ ହସ ଲାଗୁଛି, କିନ୍ତୁ କିଛି ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ବି କରି ଦେଉଛି। ଲୋକେ ଏହା ଭାବି ଚକିତ ହୋଇଯାଉଛନ୍ତି କି, କେମିତି…

ବର ଖବରକାଗଜ ପଢ଼ି ନପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା

ଆପଣ ବାହାଘର ଭାଙ୍ଗିବାର ଅନେକ କାରଣ ଶୁଣିଥିବେ । କିନ୍ତୁ ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି…

ଅଗ୍ନି ନୁହେଁ ବରଂ ଦୁଇ ମହାପୁରୁଷଙ୍କୁ ସାକ୍ଷୀ ରଖି ସମ୍ପନ୍ନ ହେଲା ବିବାହ, ଏବେ ଛୁଟୁଛି ପ୍ରଶଂସାର ସୁଅ

ସୁବର୍ଣ୍ଣପୁର(କେନ୍ଯୁଜ୍): ବାହାଘର । ଯେଉଁଥିପାଇଁ କେତେ କଣ ପ୍ରସ୍ତୁତି କରିଥାନ୍ତି ବର ଓ କନ୍ଯା ପରିବାର । ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ ହାତ ଧରିଥାନ୍ତି ଦୁଇ ପୁଅ ଓ ଝିଅ । ଏହି ବାହାଘରରେ କେତେ…

ଯୌତୁକ ଦେଇପାରିଲେନି ବୋଲି ଭାଙ୍ଗିଗଲା ବାହାଘର, ବରକୁ ଗିରଫ କଲା କାକଟପୁର ପୋଲିସ୍

କାକଟପୁର: ଯୌତୁକ ଦେଇପାରିଲେନି ବୋଲି ଭାଙ୍ଗିଗଲା ବାହାଘର । କାକଟପୁରରୁ ଆସିଛି ଏଭଳି ଅଭିଯୋଗ । କାକଟପୁର ବ୍ଲକର ବାଘମୁଣ୍ଡା ଗ୍ରାମର ରାଜେଶ ରଥ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପରିବାରର ସହମତିରେ ବିବାହ ମଧ୍ୟ ସ୍ଥିର ହୋଇଥିଲା । ଏପରିକି କନ୍ୟା ଘର ଯୌତୁକ ଆକାରରେ ବର ପକ୍ଷକୁ…

ପଣ୍ଡିତ ହୋଇଗଲେ ଗାଏବ, ତ ବେଦୀ ଉପରେ ବସି ବର କନ୍ୟା କରିବାକୁ ଲାଗିଲେ ମସ୍ତି, Video ଭାଇରଲ

ଆଜିକାଲି ବିବାହ ସମୟରେ ଅନେକ ଜାଗାରେ ଏମିତି ଦେଖାଯାଉଛି କି, ବର କନ୍ୟା ନିଜ ନିଜ ଷ୍ଟାଇଲରେ କିଛି ବି ମସ୍ତି କରିବାରେ ଲାଗି ଯାଉଛନ୍ତି। ଆଉ ଏବେ ଠିକ ଏମିତି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଜଣାପଡିଛି କି, ପଣ୍ଡିତ କୌଣସି କାରଣରୁ ନିଜ ସ୍ଥାନ ଛାଡ଼ି କୋଉଁଆଡ଼େ…

ଜୀବନ ନେଲା ଝିଅ ବିବାହ, ପ୍ରଶାସନ ଚାଲାଣ କାଟିବାରୁ ଚିନ୍ତାରେ କନ୍ୟା ପିତା ମୃତ

ବାପାର ଜୀବନ ନେଲା ଝିଅ ବାହାଘର। କରୋନା କଟକଣା ନ ମାନି ଝିଅ ବାହାଘର କରିଥିବାରୁ ପ୍ରଶାସନ କାଟିଲା ଚାଲାଣ ଆଉ ସେହି ଚିନ୍ତାରେ ହିଁ ଚାଲିଗଲା ବାପାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ। ଏଠାରେ କରୋନା ନିୟମ ପାଳନ ନ କରି ଝିଅ ବାହାଘର କରିଥିବା ବ୍ରଜମୋହନ…

ଜୟପୁର: କରୋନା କଟକଣା ଉଲ୍ଲଂଘନ କରି ତଣ୍ଡ ଗଣିଲେ, ତହସିଲଦାର ଓ ପୋଲିସ ପହଂଚି ବନ୍ଦ କଲେ ବିବାହ ଭୋଜି

ଜୟପୁର କେନ୍ୟୁଜ୍(ବ୍ୟୁରୋ):  କରୋନା କଟକଣା ଉଲ୍ଲଂଘନ କରି ତଣ୍ଡ ଗଣିଲେ । ଜୟପୁର ସହରର ୩ଟି ସ୍ଥାନରେ ଚାଲିଥିଲା ବାହାଘର ଭୋଜି । ୨୫ ଜଣଙ୍କୁ ଅନୁମତି ଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତ ହୋଇଥିଲା। ଖବରପାଇ ଜୟପୁର ତହସିଲଦାର ଓ ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ପହଞ୍ଚି…