Browsing Tag

Maruti Suzuki

କାର ପ୍ରେମୀଙ୍କ ପାଇଁ ବଢ଼ିଆ ସୁଯୋଗ, କେବଳ ୩୫ ହଜାର ଟଙ୍କାରେ କିଣନ୍ତୁ Marutiର ଏହି ମଡେଲ

କାର ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ମାତ୍ର ଅଳ୍ପ ଟଙ୍କାରେ ଏବେ ଆପଣ ନିଜର ମନ ପସନ୍ଦର କାର କିଣିପାରିବେ। ପ୍ରାୟତଃ ଗାଡ଼ି ର ଦାମ ଅଧିକ ଥିବା କାରଣରୁ ଅନେକ ଜଣ ଆଫର୍ଡ କରିପାରନ୍ତି ନାହିଁ। କାର କିଣିବା ନେଇ ଅନେକ ବ୍ୟକ୍ତିଙ୍କ ସ୍ବପ୍ନ ରହିଥାଏ। ଭାରତୀୟ ପରିବାରରେ ତ କାର କିଣିବା…

ମାତ୍ର ୩ ଦିନ ପରେ ଲଞ୍ଚ୍‌ ହେବାକୁ ଯାଉଛି ମାରୁତିର ପ୍ରଥମ ସନରୁଫ୍‌ କାର, ମିଳିବ ଦମଦାର ଫିଚର୍ସ

ମାରୁତି ସୁଜୁକି ତାର ପ୍ରଥମ ସନରୁଫ୍‌ ବାଲା ଗାଡିକୁ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଆଉ ବେଶି ଦିନ ନୁହେଁ ମାତ୍ର ୩ ଦିନ ପରେ କମ୍ପାନୀ ତାର ଫାଷ୍ଟ ସନରୁଫ୍‌ ଗାଡିକୁ କରିବ ଲଞ୍ଚ୍‌। ଆଉ ସବୁଠୁ ଖାସ୍‌ କଥା ହେଉଛି ଏହି କାରର ଟକ୍କର ହ୍ୟୁଣ୍ଡାଇ କ୍ରେଟା, କିଆ ସେଲଟସ, ଏମଜି ଆଷ୍ଟର, ସ୍କୋଡା…

ଆସିଲା Maruti Suzuki Altoର ନୂଆ ରେଟ୍ରୋ ମଡେଲ, ଲୁକ୍‌ ସହ ଫିଚର୍ସ କରିଛି ସମସ୍ତଙ୍କୁ ଦିଓ୍ଵାନା

ମାର୍କେଟକୁ ଆସିଲା ମାରୁତିର ନୂଆ ଅଲଟୋ ମଡେଲ। ମାରୁତି ସୁଜୁକି ନିକଟରେ ନୁଆ ଅଲଟୋ ଲେପିନ ଏଲସିକୁ ଜାପାନ ବଜାରରେ ଲଞ୍ଚ କରିଛି। ଲଞ୍ଚ କରିବା ପରେ ହିଁ ଏହାର ଲୁକ୍‌ ଦେଖି ସବୁଆଡେ ଚର୍ଚ୍ଚା ହେଉଛି । ଏଥିରେ ରେଟ୍ରୋ ଲୁକ ଦିଆଯାଇଛି। ଯାହାକି ଗାଡ଼ିର ସୁନ୍ଦରତାକୁ ଆହୁରି ବଢ଼ାଇଦେଇଛି। କାରକୁ…

ଆରମ୍ଭ ହେଲା Maruti Suzuki Xl6 SUVର ବୁକିଂ, ଖୁବ କମ ତେଲ ଖର୍ଚ୍ଚ ସହ ଦାମ ରହିଛି ପୁରା ଶସ୍ତା

ମାରୁତି ସୁଜୁକି ଏବେ ଭାରତରେ ଅନେକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ସାମିଲ ରହିଛି XL6 SUV ଏବଂ Ertiga Facelift । କମ୍ପାନୀ ପ୍ରଥମେ ଏହି ଦୁଇ ମଡେଲର ବୁକିଂ ଆରମ୍ଭ କରିସାରିଛି। ଏହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ ବୋଲି କମ୍ପାନୀ ଦାବି କରିଛି। ଏହାର ସାଇଜ ଓ ଫିଚର୍ସ ମଧ୍ୟ…

ମାର୍କେଟକୁ ଆସୁଛି ମାରୁତି ସୁଜୁକିର ପ୍ରଥମ ଇଲେକଟ୍ରିକ୍‌ ଏସୟୁଭି, Nexon EV ର ଟେନସନ୍‌ ବଢ଼ାଇବ ଏହି କାର

ଆସୁଛି ମାରୁତିର ପ୍ରଥମ ଇଲେକଟ୍ରିକ ଏସୟୁଭି। କ୍ରେଟା ଠାରୁ ସାଇଜରେ ବଡ ହେବା ସହ ୫୦୦ କିଲୋମିଟରର ଲମ୍ବା ରେଞ୍ଜ୍‌ ଦେବ ଏହି କାର। ନେକ୍ସୋନ୍‌ ଇଭିର ଟେନସନ୍‌ ବଢ଼ାଇବାକୁ ଆସିଲା ମାରୁତିର ପ୍ରଥମ ଇଲେକଟ୍ରିକ ଏସୟୁଭି। ଆପଣ ଯଦି ମାରୁତି ସୁଜୁକିର କାରକୁ ପସନ୍ଦ କରୁଥାନ୍ତି ତାହେଲେ କମ୍ପାନୀ…

ମାତ୍ର ୧୧ ହଜାର ଦେଇ ନିଜ ନାଁରେ ବୁକ୍‌ କରନ୍ତୁ ନୂଆ ବାଲେନୋର ଅପଡେଟେଡ୍‌ ପ୍ରିମିୟମ୍‌ ହ୍ୟାଚବ୍ୟାକ୍‌

ବହୁତ ଜଲଦି ମାରୁତି ସୁଜୁକି ଲଞ୍ଚ୍‌ କରିବାକୁ ଯାଉଛି ବାଲେନୋର ଅପଡେଟେଡ ପ୍ରିମିୟମ୍‌ ହ୍ୟାଚବ୍ୟାକ। ଆଉ ଏଥିପାଇଁ ବୁକିଙ୍ଗ୍‌ ବି ଆରମ୍ଭ ହୋଇଗଲାଣି। ଆପଣ ଯଦି କାର କିଣିବାକୁ ଚାହୁଁଛନ୍ତି ଆଉ ଏବେ ନୂଆ କାର ଲଞ୍ଚ୍‌ ଅପେକ୍ଷାରେ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ଏବେ ବଢ଼ିଆ ସୁଯୋଗ। ଆପଣ ମାତ୍ର…

ଆସନ୍ତା କାଲିଠୁ ଆରମ୍ଭ ହେଉଛି Maruti Suzuki Baleno ର ବୁକିଂ, ଏବେଠୁ ଲାଇନ ଲଗେଇଲେଣି ଗ୍ରାହକ

ଦେଶର ବୃହତ୍ତମ କାର ନିର୍ମାତା Maruti Suzuki ର ଲୋକପ୍ରିୟ ମଡେଲ Baleno ର ନୂଆ ଏବଂ facelift ଭର୍ସନ ପାଇଁ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ତେବେ ବର୍ତ୍ତମାନ ସାମ୍ନାକୁ ଆସୁଥିବା ରିପୋର୍ଟ ଅନୁଯାୟୀ, ଏହି କାର ପାଇଁ ଆପଣଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ସୂଚନା…

ନିଜର ସବୁ କାରର ଦାମ୍ ବଢ଼ାଇଲା ମାରୁତି ସୁଜୁକି , ଜାଣନ୍ତୁ କେବେଠୁ ଲାଗୁ ହେବେ ଏହାର ନୂତନ ମୂଲ୍ୟ

ମାରୁତି ସୁଜୁକି ଇନ୍ପୁଟ କଷ୍ଟ୍‍ ରେ ବୃଦ୍ଧି କାରଣରୁ ନିଜର ସମସ୍ତ ମୋଡେଲର ଦାମ ବଢାଇବାକୁ ଘୋଷଣା କରିଛି । ମାରୁତିର ନୂତନ ଦାମ ସେପ୍ଟେମ୍ବରରୁ ସମସ୍ତ ଡିଲର୍ସଙ୍କ ଉପରେ ଲାଗୁ ହୋଇଯିବ । କମ୍ପାନୀ ନୂତନ ରେଟର ସୂଚନା ରେଗୁଲାଟରି ଫାଇଲିଙ୍ଗରେ ଉପଲବ୍ଧ କରିଛି । ମାରୁତି ସୁଜୁକି ଅନୁଯାୟୀ ଗତ…

ତେଲ ଦରକୁ ଧ୍ୟାନରେ ରଖି ମାରୁତି ଓ ଟାଟା ମୋର୍ଟସ ପକ୍ଷରୁ ଲଞ୍ଚ ହେବ ନୂଆ CNG କାର, ରହିଛି ଦମଦାର ଫିଚର୍ସ

ଚଳିତ ବର୍ଷ ତେଲ ଦରରେ ଅନେକ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ ହେଉଥିବା କାରଣରୁ ଅନେକ ସମସ୍ୟା ମଧ୍ୟ ଦେଖାଯାଉଛି । ତେବେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାତା କମ୍ପାନୀ ମାରୁତି ଓ ଟାଟା ପକ୍ଷରୁ ନୂଆ CNG କାରର ଖୁବ ଶୀଘ୍ର ହେବାକୁ ଯାଉଛି ବଜାର…

ସେପ୍ଟେମ୍ବର ମାସରେ ଲଞ୍ଚ ହେବ Maruti Suzuki Celerio , 5000 ଟଙ୍କାରେ କରିପାରିବେ ବୁକିଂ

ନୂଆ Maruti Suzuki Celerioର ଖୁବ ଶୀଘ୍ର ହେବ ବଜାର ପ୍ରବେଶ । ଏହାକୁ ଲଞ୍ଚ କରିବା ପାଇଁ କମ୍ପାନୀ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଇଥିଲା । ଭାରତୀୟବ ବଜାରରେ ଏହା ଖୁବ ଶୀଘ୍ର ଲଞ୍ଚ ହେବ । ଏହାକୁ ନେଇ କିଛି ଡିଲରସିପ ପ୍ରି-ବୁକିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଭିନ୍ନ ଭିନ୍ନ…

ମାରୁତି ଲଞ୍ଚ କରିବ ଶସ୍ତା Alto କାର୍ ! ୪ ଲକ୍ଷରୁ କମ୍ ଦାମରେ ମିଳିବ ଦମଦାର ଫିଚର୍ସ

ମାରୁତି ସୁଜୁକିର ସବୁଠାରୁ ଶସ୍ତା କାର Alto। ଏବେ କିନ୍ତୁ କମ୍ପାନୀ ନୂଆ ଏକ Alto ଆଣିବାକୁ ଯାଉଛି, ଯାହା ପୁରୁଣା Alto ଠାରୁ ଆହୁରି ଶସ୍ତା ସହିତ ଦମଦାର ଫିଚର୍ସ ରହିବ। ଏହି କାର ଅଲ୍ଟୋର ରିପ୍ଲେସମେଣ୍ଟ ରହିବା କିମ୍ବା ନୂଆ ଭର୍ସନ ହେବ। ଅର୍ଥାତ୍ ଏହାକୁ ନୂଆ ରଙ୍ଗରୂପରେ ବଜାରରେ ଉପଲବ୍ଧ…