Mobile Phone: ରାତିରେ ତକିଆ ତଳେ ଫୋନ୍ ରଖି ଶୋଉଛନ୍ତି କି? ତେବେ ବଦଳାନ୍ତୁ ଏହି ଅଭ୍ୟାସ
ଆଜିର ସମୟରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଯାଇଛି । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଅଧିକାଂଶ ସମୟରେ ଆମ ହାତରେ ଫୋନ୍ ରହୁଛି । କିନ୍ତୁ ଆପଣ ଜାଣନ୍ତି କି, ଫୋନ୍ ବ୍ୟବହାରର କିଛି ଅଭ୍ୟାସ ଆପଣଙ୍କ ନିଦ, ଆଖି ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ…