Browsing Tag

mohammed shami

ମହମ୍ମଦ ସାମିଙ୍କୁ ଉପହାର ଦେଲେ ୟୁପି ସରକାର, ଗାଁରେ ହେବ ମିନି ଷ୍ଟାଡିୟମ, ଓପନ୍‌ ଜିମ୍‌

ବିଶ୍ୱକପ ଫାଇନାଲରେ ଭାରତ ପ୍ରବେଶ କରିଛି । ଆଉ ଟିମ୍‌ର ସମସ୍ତ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ସମସ୍ତଙ୍କ ମନୋବଳ ବୃଦ୍ଧି ପାଇଛି । ଚଳିତ ବିଶ୍ୱକପରେ ମହମ୍ମଦ ସାମି କମାଲ କରିଛନ୍ତି । ଆଉ ସମସ୍ତ ଭାରତୀୟଙ୍କ ତୁଣ୍ଡରେ ଗୋଟିଏ ନାଁ ସାମି… ସାମି । ସାମିଙ୍କ ଏଭଳି କାରନାମାରେ ଖୁସି ହୋଇ…

ଶାମିଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଦେଲେ ବିବାହ ପ୍ରସ୍ତାବ; କିନ୍ତୁ ରଖିଲେ ଅଜବ ସର୍ତ୍ତ

ମହମ୍ମଦ ଶାମି ବର୍ତ୍ତମାନ ଜଣେ ଚର୍ଚ୍ଚିତ କ୍ରିକେଟର। ନିଜର ବୋଲିଂ ଦକ୍ଷତା ବଳରେ ସେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏବେ ଶାମିଙ୍କ ବୋଲିଂରେ ସାଉଥ୍‌ ଅଭିନେତ୍ରୀ ମଧ୍ୟ ଦିଓ୍ଵାନୀ ହୋଇଯାଇଛନ୍ତି। ଅଭିନେତ୍ରୀ ଖୋଲାଖୋଲି ଭାବେ କ୍ରିକେଟରଙ୍କୁ ବିବାହ…

ମହମ୍ମଦ ଶାମିଙ୍କୁ ବଡ଼ ଆଶ୍ୱସ୍ତି, ପତ୍ନୀଙ୍କୁ ନିର୍ଯାତନା ଦେବା ମାମଲାରେ କୋର୍ଟରୁ ମିଳିଲା ଜାମିନ୍‌

ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ଶାମିଙ୍କୁ ପତ୍ନୀ ନିର୍ଯାତନା ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି। ଶାମିଙ୍କୁ ଅଲିପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି। ମହମ୍ମଦ ଶାମି କୋର୍ଟରେ ହାଜର ହେବା ସହିତ ନିଜ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେଲେ ମହମ୍ମଦ ସାମିଙ୍କ ପତ୍ନୀ ହସୀନ ଜହାଁ, ସାମିଙ୍କ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ

ମହମ୍ମଦ ସାମି ଏବଂ ପତ୍ନୀ ହସୀନ ଜହାଁଙ୍କ ବିବାଦ ଏକ ନୂଆ ମୋଡରେ ପହଞ୍ଚିଛି । ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସୀନ ଜହାଁ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କୋଲକତା ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ହସୀନ…

ମହମ୍ମଦ ସାମିଙ୍କୁ ଲାଗିଲା ବଡ଼ ଝଟକା, ପତ୍ନୀଙ୍କୁ ମାସିକ ୫୦ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି ଏବଂ ପତ୍ନୀ ହସିନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଉ ଦୁହିଁଙ୍କ ବିବାଦ ମଧ୍ୟରେ ହସିନା ଜହାଁ ଅନେକ ଦିନରୁ ପୁଅ ସହିତ ଅଲଗା ହୋଇ ରହୁଛନ୍ତି। ଏବେ କ୍ରିକେଟର ମହମ୍ମଦ ସାମି ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ମାସକୁ ୫୦ ହଜାର ଟଙ୍କାର କ୍ଷତିପୂରଣ…

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ଦଳରୁ ବାଦ୍‌ ପଡିଲେ ମହମ୍ମଦ ସାମି

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଦଳରୁ ବାଦ୍ ପଡ଼ିଲେ ମହମ୍ମଦ ସାମି । ଆହତ ଯୋଗୁ ଦିନିକିଆ ଓ ଟେଷ୍ଟ ସିରିଜ୍ରୁ ବାହାରିଯାଇଛନ୍ତି ସାମି । ହାତରେ ଆଘାତ ଲାଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ଉମ୍ରାନ୍ ମଲ୍ଲିକ୍କୁ ସୁଯୋଗ…

ପାକିସ୍ତାନ ହାରିବା ପରେ ଟ୍ଵିଟର ଯୁଦ୍ଧ ଆରମ୍ଭ, ମହମ୍ମଦ ସାମିଙ୍କ ଟୁଇଟରେ ରାଗିଗଲେ ଶୋଏବ ଅଖତର

ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଆଉ କାମ କରୁନି। ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ପାକିସ୍ତାନ ହାରିବା ପରେ ଟ୍ଵିଟରରେ ଭାରତ ଏବଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।…

ପୁଣି ଅଡୁଆରେ ସାମୀ: ମହିଳାଙ୍କ ଗମ୍ଭୀର ଅଭିଯୋଗ, ସ୍କ୍ରିନ୍ ସଟ୍ ହେଲା ଭାଇରାଲ୍

ଟିମ୍ ଇଣ୍ଡିଆର କ୍ଷିପ୍ର ବୋଲରମାନଙ୍କ ଭିତରେ ମହମ୍ମଦ ସାମୀ ଅନ୍ୟତମ । ଯିଏ ଏବେ ପୁଣି ଥରେ ବିବାଦ ଭିତରେ ଛନ୍ଦି ହୋଇଛନ୍ତି । ଆପଣ ସଭିଏଁ ଜାଣିଛନ୍ତି ସାମୀଙ୍କ ଗତ ୧ବର୍ଷ ବହୁତ ସମସ୍ୟା ଭିତରେ କଟିଥିଲା । ପତ୍ନୀ ହସୀନ୍ ତାଙ୍କ ଉପରେ ଘରୋଇ ହିଂସା,ଅବୈଧ ସମ୍ପର୍କ ସମେତ ବହୁ ଅଭିଯୋଗ…

ଟମାଟୋ ଚାଷୀଙ୍କ ପାଖରେ ପହଞ୍ଚିଲେ କ୍ରିକେଟର ମହମ୍ମଦ ସାମୀଙ୍କ ସ୍ତ୍ରୀ ହସିନା, ହେଲେ ପାଦ ମାଡିଲେ ନାହିଁ ଶ୍ବଶୁର ଘର

ନିର୍ବାଚନୀ ମାହୋଲରେ ପ୍ରାୟ ସମସ୍ତ କଳାକାରଙ୍କ ମନରେ ଚାଷ ପ୍ରେମ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ କିଛି ଦିନ ପୂର୍ବେ ବଲିଉଡ଼ ଅଭିନେତ୍ରୀଙ୍କୁ ହେମାମାଲୀନିଙ୍କ ଧାନ କାଟୁଥିବା ଫଟୋ ସୋସିଆଲରେ ଭାଇରାଲ ହୋଇଥିବା ବେଳେ ଏବେ କ୍ରିକେଟର ମହମ୍ମଦ ସାମୀଙ୍କ ସ୍ତ୍ରୀ ହସୀନାଙ୍କୁ ଟମାଟୋ…

ଇଦ୍ ପରେ ବିବାହ କରିବେ ସାମୀ : ନୂଆ ଅଭିଯୋଗ ଆଣିଲେ ପତ୍ନୀ ହସିନ୍ ଜହାଁ

ନୂଆଦିଲ୍ଲୀ : ଥମୁନି ଭାରତୀୟ କ୍ରିକେଟର ମହମ୍ମଦ ସାମୀ ଏବଂ ପତ୍ନୀ ହସିନ୍ ଜହାଁଙ୍କ ମଧ୍ୟରେ ବିବାଦ । ଦିନକୁ ଦିନ ବଢିବାରେ ଲାଗିଛି ଏହି ବିବାଦ । ତେବେ କିଛି ଦିନ ଉଭୟ ନୀରବ ରହିବା ପରେ ଏବେ ପୁଣି ଏକ ଅଭିଯୋଗ ଆଣିଛନ୍ତି ହସିନ୍ । ଇଦ୍ ପରେ ସାମୀ ଦ୍ବିତୀୟ ବିବାହ କରିବା ପାଇଁ ଯୋଜନା…