ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ
‘ବାନରଙ୍କ ଦୁନିଆ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ ‘ବାନରଙ୍କ ଦୁନିଆ’ । ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ ଦେଖିବାକୁ ମିଳିବ । ଓଡ଼ିଶାବାସୀଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୩୬୬୫.୨…