Browsing Tag

monkey

ମାଙ୍କଡ ଛୁଆକୁ ଶିକାର କରିବା ପାଇଁ ଏତେ ଉଚ୍ଚରୁ ଡିଆଁ ମାରିଲା କଲରାପତରିଆ ବାଘ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜଙ୍ଗଲୀ ଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ଭାଇରାଲ ହୋଇଥାଏ । ବର୍ତ୍ତମାନ ସେହିପରି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ କଲରାପତରିଆ ବାଘ ଗୋଟିଏ ମାଙ୍କଡ ଛୁଆକୁ ଶିକାର କରୁଛି । ଏହା କଲରାପତରିଆ ପାଇଁ କିଛି ବଡ କଥା ନୁହେଁ । କିନ୍ତୁ ସେ ଯେଉଁ ପ୍ରକ୍ରିୟାରେ ଶିକାର…

ଲୋଟାରେ ଫସିଗଲା ମାଙ୍କଡ଼ ଛୁଆର ମୁଣ୍ଡ, ୨ ଦିନ ଯାଏଁ କାଖରେ ଧରି ବୁଲିଲା ମା’; ଆଉ ତା’ ପରେ…

ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଏକ ମା’ ମାଙ୍କଡ଼ର ଛୁଆ ପ୍ରତି ଅନାବିଳ ସ୍ନେହର ନିଆରା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ମାଙ୍କଡ଼ ଛୁଆର ମୁଣ୍ଡ ଲୋଟାରେ ଫସିଯାଇଥିବା ଦେଖାଯାଇଛି। ତାହାକୁ ବାହାର କରିବା ପାଇଁ ବନ ବିଭାଗ ଓ ଆଖ ପାଖ ଲୋକ ବହୁତ ସାହାଯ୍ୟ କରିଛନ୍ତି। ଦୁଇ ଦିନ ଯାଏଁ…

କିଏ କହିଲା ହଜିଯାଇଛି ମାନବିକତା? ମୃତ ହନୁର ସତ୍କାର କରି ଉଦାହାରଣ ସାଜିଲେ ବେଗୁନିଆର ଯୁବଗୋଷ୍ଠୀ

ବେଗୁନିଆ(କେନ୍ୟୁଜ୍): ଏବେ ବି ହଜି ଯାଇନି ମାନବିକତା । ପଶୁ ହେଲେ ବି ମୃତ୍ୟୁ ପରେ ମନୁଷ୍ୟ ପରି କରାଯାଇଛି ଶେଷକୃତ୍ୟ। ଠିକ ଆତ୍ମୀୟ ସ୍ବଜନ ପରି ଗାଁର ଯୁବଗୋଷ୍ଠୀ ଏକ ମଲା ମାଙ୍କଡର ଶେଷକୃତ୍ୟ ଏକ ମଣିଷର ଶେଷକୃତ୍ୟ ପରି ସମ୍ପର୍ଣ୍ଣ  କରିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆ…

କି ମୁଣ୍ଡଫଟା ଖରା ଲୋ…ଆ ତୋତେ ଗାଧୋଇ ଦେବି! ଛୁଆକୁ ଜବରଦସ୍ତ ଗାଧୋଇ ଦେଉଛି ମା’ ମାଙ୍କଡ଼; ହେଲେ ଛୁଆ ଧରିଛି ଅଲଗା…

ମଣିଷ ହୁଅନ୍ତୁ କି ପଶୁ, ଘର ହେଉ କି ଜଙ୍ଗଲ, ମା’ର ଭୂମିକା କେବେ ବି କେଉଁଠି ବଦଳେ ନାହିଁ। ନିଜ ସନ୍ତାନର ଯତ୍ନଠାରୁ ଆରମ୍ଭ କରି ତା’ର ସୁରକ୍ଷା, ଖାଦ୍ୟପେୟ, ସବୁକିଛି ମା’ ହିଁ ସମ୍ଭାଳିଥାଏ। ଦେଶର ବିଭିନ୍ନ ଅଞ୍ଚଳରୁ ଏମିତି ଅନେକ ଭିଡିଓ ଏବଂ ଫଟୋ ମଝିରେ ମଝିରେ ସାମ୍ନାକୁ ଆସିଥାଏ,…

ମାଙ୍କଡମାନଙ୍କ ପାଇଁ ଘର ଛାଡ଼ିଲେ ସ୍ଥାନୀୟ ଲୋକ, ଏମିତି ହଇରାଣ ଆଗରୁ କେବେ ହୋଇନଥିଲେ

ସାରା ଦୁନିଆରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଜାହାପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । ପୁଣି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ସ୍ଥାନ ବିଷୟରେ ଶୁଣିବାକୁ ମିଳୁଛି ଯେଉଁଠି ଲୋକ କରୋନା ପାଇଁ ଯେତେ ଚିନ୍ତିତ ନାହାନ୍ତି ବେଶି…

ପ୍ରତିଶୋଧର ନିଆଁରେ ମାଙ୍କଡ, ପାଖାପାଖି ୨୫୦ କୁକୁର ଛୁଆଙ୍କୁ ମାରି ସାରିଲେଣି

କେନ୍ୟୁଜ ଓଡିଶା : ଆପଣମାନେ ମଣିଷ ମଣିଷ ଭିତରେ ଗୋଷ୍ଠୀ ସଂଘର୍ଷ ଓ ପ୍ରତିଶୋଧ ନେବାର ଘଟଣା ଦେଖିଥିବେ । ହେଲେ କେବେ ଦେଖିଛନ୍ତି କି ପଶୁ ଜାତି ଭିତରେ ଏଭଳି ଘଟେ ବୋଲି ? ଏଠି ପ୍ରତିଶୋଧର ନିଆଁରେ ଜଳୁଥିବା ପଶୁଟେ ଜୀବନ ନେବାକୁ ବି ପଛାଇ ନାହିଁ । ପ୍ରତିଦିନ ତାର କ୍ରୋଧ ନେଇ ଚାଲିଛି କଅଁଳ…

ମାଛକୁ ଖାଇବାକୁ ଦେଉଛି ମାଙ୍କଡ଼; ଦେଖନ୍ତୁ ମନଛୁଆଁ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ନୂଆ ନୂଆ ଟ୍ରେଣ୍ଡର ଭିଡ଼ିଓ ଦେଖିବାକୁ ମିଳିଥାଏ । ଏହାକୁ ଆମେ ମାନେ ଖୁବ ପସନ୍ଦ ମଧ୍ୟ କରିଥାଉ ଏଥିସହିତ କମେଣ୍ଟ ବି ଦେଇଥାଉ ଏବେ ପଶୁପକ୍ଷୀମାନଙ୍କ ଭିଡ଼ିଓ ସୋଶିଆଲ ମିଡ଼ିଆରେ ପ୍ରାୟ ସମୟରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡ଼ିଓରେ ପଶୁ…

ହଠାତ୍ ମାଡ଼ି ଆସିଲା ପାଣି, ନଦୀ ପଠା ଟାପୁରେ ଫସି ରହିଲେ ଶତାଧିକ ମାଙ୍କଡ଼

କେନ୍ଦ୍ରାପଡ଼ା(କେନ୍ଯୁଜ୍): ଲଘୁଚାପ ବର୍ଷା ପରେ ବିଭିନ୍ନ ନଦୀରେ ଆସିଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ଜୀବଜନ୍ତୁ ବି ବାଦ ପଡ଼ିନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଅମୃତମଣୋହି ପଞ୍ଚାୟତ ଗତ ୬ଦିନ ଧରି ପାଣିଘେରରେ ରହିଛି। ହଠାତ ପାଣି ମାଡ଼ି ଆସିବାରୁ ଏକ ନଦୀ ପଠା…

ମାଙ୍କଡକୁ ଗିଳିଦେଲା ଅଜଗର, ଆଉ ତା’ ପରେ ଘଟିଲା ଏମିତି କିଛି

ନଦୀ କୂଳରେ ମାଙ୍କଡକୁ ଗିଳିଦେଲା ଅଜଗର। ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟସତ। ଅଜଗର ମାଙ୍କଡକୁ ଗିଳିବା ପରେ ନିଜେ ସମସ୍ଯାରେ ପଡିଯାଇଛି। ମାଙ୍କଡ ଗିଳିବା ପରେ ତାକୁ ହଜମ କରି ନ ପାରି କିଛି ସମୟରେ ବେହାଲ ହୋଇଗଲା, ଆଉ ଏମିତି କିଛି ଘଟିଲା, ଯାହା କେବେ ବି ପୂର୍ବରୁ ଘଟିନାହିଁ। ଏହି ଘଟଣା…

ଯୁବତୀ ପାଦରେ ଚାପିଦେଲେ ଏକ ମାଙ୍କଡ଼ର ହାତ, ରାଗରେ ଘେରି ଗଲେ ୩୫ ମାଙ୍କଡ଼, ଆଉ ଶେଷରେ ଡାକିବାକୁ ପଡ଼ିଲା ପୋଲିସ

ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ଼ ଦଳ ଜଣଙ୍କ ଘର ଛାତ ଉପରେ ବସିଥିଲେ। ସେହି ଛାତକୁ ଲାଗି ଏକ ରୁମରେ ଜଣେ ଯୁବତୀ ବସିଥିଲେ। ମାଙ୍କଡ଼ଙ୍କୁ ଦେଖି ଯୁବତୀ ଯେତେବେଳେ କବାଟ ବନ୍ଦ କରିବାକୁ ଆସିଲେ, ସେତେବେଳେ ତାଙ୍କ ଗୋଡ଼ ଏକ ମାଙ୍କଡ଼ର ହାତ ଉପରେ…

ଏଠାରେ ମାଙ୍କଡ଼ ଆତଙ୍କ ଦେଖି ସରକାର ନେଲେ କଠୋର କାର୍ଯ୍ୟାନୁଷ୍ଠାନ, କାଟିଦେଲେ ୨୦୦ ମାଙ୍କଡଙ୍କ ପ୍ରାଇଭେଟ ପାର୍ଟ

ଥାଇଲାଣ୍ଡରେ ମାଙ୍କଡ଼ର ଆତଙ୍କ । ଏହି ମାଙ୍କଡ଼ମାନଙ୍କର ଆତଙ୍କ ଲୋକମାନଙ୍କୁ ଏତେ ବ୍ୟସ୍ତ କରିଛି ଯେ ବର୍ତ୍ତମାନ ସରକାରଙ୍କୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଛି । ସରକାରଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ବିଭାଗ ଶହ ଶହ ମାଙ୍କଡ଼ଙ୍କର ପ୍ରାଇଭେଟ ପାର୍ଟ କାଟି ଏହାକୁ…

ମଦ ପିଇ ମହିଳାଙ୍କୁ କମେଣ୍ଟ ମାରୁଥିଲା ମାଙ୍କଡ଼, ସିଧା ଜେଲକୁ ପଠାଇଦେଲେ ଚିଡ଼ିଆଖାନା କର୍ମଚାରୀ

କୌଣସି ସଙ୍ଗୀନ୍‌ ଅପରାଧ କରିଥିଲେ ଆଇନ୍‌ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ ମିଳିଥାଏ। ସାଧାରଣତଃ ମଣିଷଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ମାଙ୍କଡ଼କୁ ଜେଲ ହେବା ବୋଧେ କେହି କେବେ ଶୁଣିନଥିବେ। କିନ୍ତୁ ଘଟଣାଟି ସତ। କାନପୁରରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି।…