Browsing Tag

moon

ଦୁନିଆର ଏହି ଏକମାତ୍ର ବ୍ୟକ୍ତି ଯାହାଙ୍କ ଅସ୍ଥି ପୋତାଯାଇଛି ଚନ୍ଦ୍ରପୃଷ୍ଠରେ, ଜାଣନ୍ତୁ ସେ କିଏ

ଦୁନିଆରେ ଏମିତି ଅନେକ ଆଶ୍ଚର୍ଯ୍ୟକାରୀ ଘଟଣା ରହିଛି ଯାହାକୁ ଆପଣ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କ ହୋସ ଉଡାଇଦେବ । ଚନ୍ଦ୍ରମାରେ ଜଣଙ୍କ ଅସ୍ଥିକୁ ପୋତାଯାଇଛି । ଆଜ୍ଞା ହଁ, ବିଶ୍ୱାସ ନକଲେ ବି ଏହା ସତ…

ଝିଅର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ଜହ୍ନରେ ଜାଗା କିଣିଲେ ବାପା-ମା, ଆଉ ଜନ୍ମଦିନରେ ଦେଲେ ଉପହାର

ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଥରେ ଚର୍ଚ୍ଚାରେ ବିସ୍ମୟ ବାଳିକା ସୋହିନୀ। ତାଙ୍କର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ତାଙ୍କ ୪ର୍ଥ ଜନ୍ମଦିନରେ ତାଙ୍କର ବାପା ମା ତାଙ୍କ ପାଇଁ କିଣି ଦେଇଛନ୍ତି ଚନ୍ଦ୍ର ପୃଷ୍ଠର ଜାଗା | ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କୁନି ଝିଅ ଯିଏ ଜହ୍ନରେ ନିଜ ଜାଗାର…

ଆଜି ଆକାଶର ଜହ୍ନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା, ଏତେ ବଡ଼ ବଳୟ କଣ ପାଇଁ ?

ଭୁବନେଶ୍ୱର : ଚନ୍ଦ୍ରରେ ବିଶାଳକାୟ ବଳୟ । ଚନ୍ଦ୍ର ଭିତରେ କିଛି ଚିହ୍ନ ଦେଖା ଯାଉଛି । ପାଖରେ ଏକ ତାରା । କିଛି ଗୋଟେ ହୋଇଛି । କିଛି ସଂକେତ ଦେଉଛି କି? ଏମିତି ଚର୍ଚ୍ଚା ଚାଲିଛି ଲୋକଙ୍କ ଭିତରେ । ଯେଉଁଠି ମେଘୁଆ ପାଗ ଅଛି ସେଠି ଜହ୍ନ ଏତେ ଭଲ ଭାବେ ଦିଶୁ ନାହିଁ । ଆଉ ଯେଉଁଠି ଆକାଶ…

ଚଳିତ ମାସ ଏହି ସବୁ ତାରିଖରେ ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ: ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର…

ନୂଆଦିଲ୍ଲୀ: ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ୍‌ ପାଖରେ ରହିବ ଚନ୍ଦ୍ର। ଏହି ଦୃଶ୍ୟ ୧୬ , ୧୭ ଏବଂ ୨୫ ଓ ୨୭ ତାରିଖରେ ମଧ୍ୟ ଦୃଶ୍ୟମାନ ହେବ। ଏହି ତିନିଟି ଗ୍ରହ ଏପ୍ରିଲ ମାସସାରା ପାଖାପାଖି ରହିବେ। ପ୍ରତିଦିନ ଭୋର ସମୟରେ…

ଜହ୍ନ ଚାରିପଟେ ବଳୟ “ହାଲୋ ମୁନ୍” କ’ଣ ସୂଚାଏ, ପୃଥିବୀକୁ କିଛି ବିପଦର ପ୍ରାକ୍ ସୂଚନା କି!

ପ୍ରାୟତଃ ଆକାଶରେ ଅନେକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳେ। କେତେବେଳେ ସୂର୍ଯ୍ୟପରାଗ ତ ଆଉ କେତେବେଳେ ଚନ୍ଦ୍ରଗ୍ରହଣ। ଏସବୁ ଦୃଶ୍ୟ ବେଳେବେଳେ ଖାଲି ଆଖିରେ ବି ଦେଖି ହୁଏ। ତେବେ ଗତ କାଲି ଥିଲା ପୂର୍ଣ୍ଣିମା ତିଥି। କାଲି ମଧ୍ୟ ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। କାଲି ଜହ୍ନ…

ମଙ୍ଗଳ ଏବଂ ଚନ୍ଦ୍ର ପୃଷ୍ଠରେ କରାଯାଇପାରିବ ପାଳଙ୍ଗ,ଟମାଟୋ ଏବଂ ମୂଳା ଚାଷ, ନାସା ପକ୍ଷରୁ ସଫଳ ହେଲା ପରୀକ୍ଷଣ

ନାସା ବୈଜ୍ଞାନିକମାନେ କୃତ୍ରିମ ରୂପରେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ଭଳି ବାତାବରଣ ଏବଂ ମାଟି ପ୍ରସ୍ତୁତ କରି ସେଥିରେ ଫସଲ କରିବାରେ ସଫଳତା ହାସିଲ୍ କରିଛନ୍ତି । ସେମାନଙ୍କର କହିବା କଥା, ଭବିଷ୍ୟତରେ ମଙ୍ଗଳ ଏବଂ ଚନ୍ଦ୍ରମାରେ ମନୁଷ୍ୟର ଅବସ୍ଥିତି ଏବଂ ସେମାନଙ୍କ ଖାଦ୍ୟ ପଦାର୍ଥକୁ ଚାଷ…

ଜାଣନ୍ତୁ ଅନ୍ତରୀକ୍ଷ ଓ ଚନ୍ଦ୍ର ସମ୍ପର୍କରେ କିଛି ଅଜଣା କଥା

ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ଇସ୍ରୋର ଯୋଜନା ଅନୁଯାୟୀ ଚନ୍ଦ୍ରାୟନ -୨ ର ଲ୍ୟାଣ୍ଡର 'ବିକ୍ରମ' ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିନାହିଁ। ଏହା ସହ ଇସ୍ରୋ ସହ ଏହାର ସମ୍ପର୍କ ତୁଟି ଯାଇଥିଲା । କିନ୍ତୁ ଆର୍ବିଟର ସହାୟତାରେ ବିକ୍ରମର ଦିଗକୁ ଚିହ୍ନଟ କରାଯାଇଛି ଓ ତୁରନ୍ତ ତାହା ସହ ସମ୍ପର୍କ…

କେବେ ଭାବିଛନ୍ତି କି ଚନ୍ଦ୍ର ନ ଥିଲେ କଣ ହୋଇଥାନ୍ତା, ଆସନ୍ତୁ ଜାଣିବା

ନିକଟରେ ବୈଜ୍ଞାନିକ ମାନେ ଗବେଷଣା ମାଧ୍ୟମରେ ବାହାର କରିଛନ୍ତି ଯେ ପୃଥିବୀର ଉପଗ୍ରହ ଯଦି ଚନ୍ଦ୍ର ହୋଇନଥାନ୍ତା ବା ସୌର ଚକ୍ରରେ  ଚନ୍ଦ୍ର ନଥାନ୍ତା ତେବେ  ତେବେ କି କି ଅସୁବିଧା ହୋଇଥାନ୍ତା । ଆସନ୍ତୁ ସେ ସମ୍ବନ୍ଧରେ କିଛି ଜାଣିବା: -ସେମାନଙ୍କ ଅନୁସାରେ ଚନ୍ଦ୍ର ନଥିଲେ ହୁଏତ ସମୁଦ୍ରରେ…

ଜହ୍ନ ଅଭିଯାନରେ ଏହି ଦୁଇ ମହିଳାଙ୍କ ମୁଖ୍ୟ ଭୂମିକା, ଜାଣନ୍ତୁ କିଏ ଏମାନେ

କୌଣସି ପ୍ରକାରର ସାମାଜିକ ବନ୍ଧନ ମହିଳାଙ୍କୁ ଆଉ ବାନ୍ଧି ରଖିପାରିନି।ରୋଷେଇ ଘରଠୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ସବୁଠି ମହିଳା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସାରିଲେଣି। ଏମିତି କି ନିକଟରେ ଭାରତର ଅନ୍ତରୀକ୍ଷ କେନ୍ଦ୍ର ଇସ୍ରୋ ଦ୍ୱାରା ଆରମ୍ଭ ହୋଇଥିବା ଚନ୍ଦ୍ରାୟାନ-୨…

ପୃଥିବୀ ପରି ଚନ୍ଦ୍ରରେ ମଧ୍ୟ ଆବର୍ଜନା କରିଛି ମଣିଷ, ଜାଣନ୍ତୁ କଣ ଏଗୁଡିକ

ପୃଥିବୀରେ ଏମିତି କିଛି ଜାଗା ନାହିଁ ଯେଉଁଠି ମଣିଷର  ଅଳିଆ ଆବର୍ଜନା ପଡିନାହିଁ ।  ଏହି ଅଳିଆ ଆବର୍ଜନାରୁ ଚନ୍ଦ୍ର ମଧ୍ୟ ବାଦ ପଡିନାହିଁ । କାରଣ ନାସ କହିଛି ଚନ୍ଦ୍ରପୃଷ୍ଠରେ ୭୯୬ ପ୍ରକାର ମାନବନିର୍ମିତ ଆବର୍ଜନା ମିଳିଛି ଯେଉଁଥିରୁ ୭୬୫(୯୬%) ଆମେରିକାର ମିଶନ ବେଳେ ଛାଡି ହୋଇଯାଇଛି। …

ଲଗାତାର ସଙ୍କୁଚିତ ହେଉଛି ଚନ୍ଦ୍ର, ନାସା ଗବେଷଣାରୁ ହେଲା ସ୍ପଷ୍ଟ

ଧୀରେ ଧୀରେ ସଙ୍କୁଚିତ ହେଉଛି ଚନ୍ଦ୍ରପୃଷ୍ଠ । ଏହାସହ ଅନୁଭୂତ ହେଉଛି ମୃଦୁ କଂପନ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଲୁନାର ରେକନାଇସାନ୍‌ସ ଅର୍ବିଟର ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି। ଚନ୍ଦ୍ରପୃଷ୍ଠରୁ ଉତ୍ତୋଳନ ହୋଇଥିବା ପ୍ରାୟ ୧୨ହଜାର ଫଟୋ ଚିତ୍ରକୁ…