Browsing Tag

ms dhoni

ଧୋନୀଙ୍କ ୮ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇଲେ ଜାଡେଜା, ଟି-୨୦ ରେ ହାସଲ୍ କଲେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ରେ ବହୁତ ଭଲ ସଫଳତା ହାସଲ କରିଛନ୍ତି। ସୂଚନା ମୁତାବକ ଜାଡେଜା ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୋନୀଙ୍କ ୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ କାନବେରାରେ ଖେଳା ଯାଇଥିବା…

ଆଇପିଏଲ୍‌ ୨୦୨୧ରେ ଧୋନି ପୁଣି ଖେଳିବେ ନା ନାହିଁ, ଶେଷ ମ୍ୟାଚ୍‌ ପୂର୍ବରୁ ନିଜେ ଦେଲେ ଜବାବ; ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ସନ୍ନ୍ୟାସ ନେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତାବର୍ଷ ମଧ୍ୟ ସେ ଚେନ୍ନାଇ ସୁପରକିଙ୍ଗସ୍‌ ତରଫରୁ ପଡ଼ିଆକୁ ଓହ୍ଲାଇବେ ବୋଲି କହିଛନ୍ତି। ଆଇପିଏଲ୍‌-୧୩ରେ ନିଜ ଶେଷ…

ଟିମର ଖରାପ ପ୍ରଦର୍ଶନକୁ ନେଇ ମତ ରଖିଲେ CSK କ୍ୟାପଟେନ ଧୋନି, କହିଲେ ଏମିତି କିଛି….

ଚଳିତ ଆଇପିଏଲ ସିଜିନ୍ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ସେତେଟା ଭଲ ନାହିଁ । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବି ୭ ଵିକେଟରେ ହାରିଛି ଦଳ । ପୂର୍ବରୁ ତିନି ତିନି ଥର ଆଇପିଏଲ ଚମ୍ପିୟନ୍ସ ହୋଇଥିବା ସିଏସକେର ପ୍ରଦର୍ଶନ ଏତେଟା ଖରାପ କେବେ ନଥିଲା । ଦଳର ଏମିତି ପରଫରମାନ୍ସ…

ଧୋନି ରାଗିବାରୁ ନିଜ ନିଷ୍ପତ୍ତି ବଦଳାଇଲେ ଅମ୍ପାୟାର, ଏବେ ଚେନ୍ନାଇ ସୁପରକିଙ୍ଗସ୍‌କୁ ବ୍ୟାନ୍‌ କରିବା ଜୋର୍‌ ଧରିଛି…

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପୂର୍ବବର୍ଷ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ର କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ଚର୍ଚ୍ଚା…

ସୋସିଆଲ ମିଡିଆରେ ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ନାବାଳକ ଗିରଫ, ଚେନ୍ନାଇ ହାରିବା ଯୋଗୁଁ ରାଗରେ କରିଥିଲେ…

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଏବଂ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ ହୋଇଛି। କଚ୍ଛ ପୋଲିସର କହିବା ଅନୁସାରେ ଏହି ବ୍ୟକ୍ତି କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ଚେନ୍ନାଇ ସୁପର…

ଏ କିଭଳି ମାନସିକତା, ଧୋନିଙ୍କ ୫ ବର୍ଷର ଝିଅ ଜିଭାକୁ ମିଳିଲା ଅଶ୍ଳୀଳ କମେଣ୍ଟ !

IPL ୨୦୨୦ର ୨୧ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ଭିତରେ ଖେଳାଯାଉଥିଲା। ଯେଉଁଥିରେ କେକେଆର ଚେନ୍ନାଇକୁ ୧୦ ରନରେ ହରାଇଦେଲା। ହାରିବା-ଜିତିବା ତ କ୍ରିକେଟରେ ଲାଗିକି ରହିଥାଏ, ଏହା କୌଣସି ନୂଆ ନୁହେଁ। କିନ୍ତୁ ଲୋକଙ୍କୁ କିଏ ବୁଝାଇବ, ମ୍ୟାଚ୍‌ ସରିବା ପରେ…

୩୯ ବର୍ଷୀୟ ଧୋନି ପବନରେ ଡେଇଁ ଧରିଲେ ଅଦ୍ଭୁତ କ୍ୟାଚ, ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ

ମହେନ୍ଦ୍ର ସିଂହ ଧୋନିଙ୍କୁ ୩୯ ବର୍ଷ ହୋଇଥିଲେ ସୁଦ୍ଧା କିମ୍ବା ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନିଅନ୍ତୁ କିନ୍ତୁ ଫିଟନେସ୍‌ ମାମଲାରେ ଏବେ ବି ଯୁବାଙ୍କୁ କଡା ଟକ୍କର ଦେବାରେ ସେ ମାହିର। ଏହାର ସବୁଠାରୁ ବଡ ଉଦାହରଣ ଶୁକ୍ରବାର ହୋଇଥିବା ଆଇପିଏଲର ସପ୍ତମ ମ୍ୟାଚରେ ଦେଖିବାକୁ ମିଳିଲା।…

ଧୋନିଙ୍କୁ ନୁହେଁ, ଏହି ଖେଳାଳିଙ୍କୁ ନିଜ ଆଇପିଏଲ୍ ଟିମ୍‌ରେ ନେବାକୁ ଚାହୁଁଥିଲେ ଚେନ୍ନାଇ ସୁପରକିଙ୍ଗ୍‌ସର ମାଲିକ

ଆଇପିଏଲ୍‌ରେ ଏମ୍‌ଏସ୍‌ ଧୋନି ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପର ସହ ଜଡ଼ିତ। ଚେନ୍ନାଇ ସୁପରକିଙ୍ଗସ୍‌ କହିଲେ ଧୋନିଙ୍କୁ ବୁଝାଏ। ସେହିପରି ଧୋନିଙ୍କ ଦ୍ୱିତୀୟ ଘର ହେଉଛି ଚେନ୍ନାଇ। ଧୋନିଙ୍କ ପରିଚୟ ଚେନ୍ନାଇ। ଆଇପିଏଲ୍‌ ଇତିହାସରେ ସିଏସ୍‌କେ ଆଠ ଥର ଫାଇନାଲରେ ସ୍ଥାନ ପାଇଥିବା ବେଳେ ତିନି ଥର…

ଧୋନିଙ୍କୁ ଏମିତି ପ୍ରଶଂସା କଲେ ମୋଦି, “ତମେ କୋଟି କୋଟି ଭାରତୀୟଙ୍କ ହୃଦୟରେ ଅଛ, ତମ ଶୂନ୍ୟ ସ୍ଥାନ କେହି ପୁରଣ…

ଗତ ଅଗଷ୍ଟ ୧୫ ତାରିଖ ୭୪ ତମ ସ୍ୱାଧୀନତା ଦିବସ ଦିନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସନ୍ଧ୍ୟା ୭.୨୯ ମିନିଟ ସମୟରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ନିଜ ଅବସର ଘୋଷଣା କରିଥିଲେ । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ଭିଡିଓ ସେୟାର କରି ନିଜର…

ଆପଣଙ୍କ ପ୍ରିୟ MS Dhoniଙ୍କ ଗୀତ ଶୁଣିଲେ ଆପଣ ହୋଇଯିବେ ଇମୋସନାଲ, ଥରେ ନିଶ୍ଚୟ ଦେଖନ୍ତୁ

ସମସ୍ତ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିଛି ଏମ ଏସ ଧୋନିଙ୍କ ନାମ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କର ଫ୍ୟାନ । ତେବେ ଗତ ଶନିବାର ଦିନ ମାହିଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟରୁ ବିଦାୟ ନେବା ଖବର ତାଙ୍କର ସମସ୍ତ ଫ୍ୟାନଙ୍କୁ ନିରାଶ କାରଇଛି । ଏଣିକି ଧୋନି ଆଉ ଇଣ୍ଟରନ୍ୟାସନାଲ…

ଆଉ ଟିମ୍‌ ଇଣ୍ଡିଆର ଜର୍ସିରେ ଦେଖା ଯିବେନି ଧୋନି, ଅନେକ ଫ୍ୟାନଙ୍କ ମନ ଭାଙ୍ଗି ଦେଇଛନ୍ତି ମାହି

ଆଉ ଟିମ୍‌ ଇଣ୍ଡିଆର ଜର୍ସିରେ ଦେଖାଯିବେନି ଧୋନି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି। ହଠାତ୍‌ ସ୍ୱାଧୀନତା ଦିବସରେ ଧୋନିଙ୍କ ସନ୍ୟାସ ଘୋଷଣା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। କେହି କେହି ତ ଏବେ ବି…

ଧୋନିଙ୍କ ଅଚାନକ ରିଟାୟରମେଣ୍ଟରେ ସ୍ତ୍ରୀ ସାକ୍ଷୀ ଦେଲେ ଏମିତି ରିଆକସନ୍‌, ବଲିଉଡ ବି ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟର ମହାନାୟକ ଖେଳାଳୀ ମହେନ୍ଦ୍ର ସିଂହ ଧୋନି କ୍ରିକେଟକୁ ଅଲବିଦା କହିଛନ୍ତି। ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ନିଜ ରିଟାୟରମେଣ୍ଟ ଘୋଷଣା କରିଛନ୍ତି। ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଖୁବ୍‌ ରିଆକସନ୍‌ ଆସୁଛି। ମହେନ୍ଦ୍ର ସିଂହ ଧୋନିଙ୍କ ସମର୍ଥକ ଏବଂ ପ୍ରଶଂସକ…