Browsing Tag

mumbai

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନିଲଙ୍ଗେକରଙ୍କ ଦେହାନ୍ତ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନିଲଙ୍ଗେକର ବୁଧବାର ଦିନ ସକାଳେ ପୁନେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ରୋଗାଗ୍ରସ୍ତ ହୋଇ ସେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ବୋଲି ପରିବାର ତରଫରୁ…

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସ୍ଥିତି ବେହାଲ: ୨୬ଟି ଅଞ୍ଚଳ ଜଳବନ୍ଦୀ, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲା ବିଏମସି

କରୋନା ପରେ ଏବେ ବର୍ଷା ମୁମ୍ବାଇ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରବଳ ବର୍ଷା ହେତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ମୁମ୍ବାଇ ଓ ଥାନେ ଅଞ୍ଚଳରେ ସର୍ତକତା ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ପ୍ରବଳରୁ ଅତି ପ୍ରବଳ…

ଲକଡାଉନ ପରେ ସେଲୁନ ଖୋଲିବାରୁ ଖୁସିରେ ନାଚି ଉଠିଲେ ଦୋକାନୀ, ସୁନା କଇଁଚିରେ କାଟିଲେ ଗ୍ରାହକଙ୍କ ଚୁଟି

ଲକଡାଉନ୍ ଯୋଗୁଁ ପାଖାପାଖି ୩ମାସ ହେଲାଣି ଦେଶରେ ସବୁକିଛି ବନ୍ଦ ରହିଥିଲା। ଏବେ ସରକାରଙ୍କ ଅନୁମତିକ୍ରମେ ସବୁକିଛି ଧୀରେ ଧୀରେ ଖୋଲିବାକୁ ଆରମ୍ଭ କଲାଣି। ଏବେ ମହାରାଷ୍ଟ୍ରରେ ସେଲୁନ୍ ଏବଂ ବିୟୁଟି ପାର୍ଲରଗୁଡ଼ିକ ପୁଣି ଥରେ ଖୋଲିବାର ଅନୁମତି ମିଳିଯାଇଛି। ସରକାରଙ୍କଠୁ ଅନୁମତି ମିଳିବା ପରେ…

ବଢ଼ିଲା ମୁମ୍ବାଇ ତାଜ୍‌ ହୋଟେଲର ସୁରକ୍ଷା ବ୍ୟବସ୍ଥା, ପୋଲିସର କଡା ପହରା ଜାରି

ମୁମ୍ବାଇ: ବଢ଼ିଲା ମୁମ୍ବାଇ ତାଜ୍‌ ହୋଟେଲର ସୁରକ୍ଷା ବ୍ୟବସ୍ଥା । ତାଜ ହୋଟେଲ ସମେତ ଏହି ଅଞ୍ଚଳରେ ପୋଲିସର କଡା ପହରା ଲାଗିଛି । ଗତକାଲି ପାକିସ୍ତାନରୁ ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଜ୍‌ ହୋଟେଲକୁ ଉଡ଼ାଇ ଦେବାକୁ ଆସିଥିଲା ଧମକ । ତାଜ୍‌…

ଆଜି ଓଡ଼ିଶାରେ ପହଞ୍ଚିବେ ୬ହଜାର ପ୍ରବାସୀ ଓଡ଼ିଆ, ସୁରତ, ଅହମ୍ମଦାବାଦ୍‌ ଓ ମୁମ୍ବାଇରୁ ଆସୁଛି ୫ଟି ଶ୍ରମିକ ସ୍ପେଶାଲ…

କେନ୍ୟୁଜ ବ୍ୟୁରୋ : ସୁରତ, ଅହମ୍ମଦାବାଦ୍‌ ଓ ମୁମ୍ବାଇରୁ ଆସୁଛି ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌। ଆଜି ଓଡ଼ିଶାରେ ପହଞ୍ଚିବେ ପ୍ରାୟ ୬ହଜାର ପ୍ରବାସୀ ଓଡ଼ିଆ। ଗତକାଲି ଗୋଟିଏ ଟ୍ରେନ ସୁରତରୁ ଓଡ଼ିଶା ଅଭିମୁଖେ ବାହାରି ସାରିଛି। ସେହିପରି ଅହମ୍ମଦାବାଦ୍‌ରୁ ୨ଟି ଟ୍ରେନ୍‌, ମୁମ୍ବାଇ ଓ ଚେନ୍ନାଇରୁ…

ମୁମ୍ବାଇର ସମସ୍ତ ପ୍ରାଇଭେଟ ଡାକ୍ତର ଏବେ ସରକାରୀ ହସପିଟାଲରେ କରିବେ କାମ, ନଚେତ ରଦ୍ଦ ହୋଇପାରେ ଲାଇସେନ୍ସ

ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହି ଭାଇରସର ସବୁଠାରୁ ଅଧିକ ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ମିଳୁଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୭୦୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। ରାଜ୍ୟରେ ସବୁଠାରୁ ଅଧିକ କେଶ ରାଜଧାନୀ ମୁମ୍ବାଇରେ ଦେଖିବାକୁ ମିଳୁଛି।…

ମୁମ୍ବାଇର ସାକିନାକାରେ ଜଣେ ଓଡ଼ିଆ ଯୁବକ କରୋନାରେ ଆକ୍ରାନ୍ତ, ସରକାରୀ କ୍ୱାରାଣ୍ଟାଇନ୍‌ରେ ରହିଲେ ୯ ଜଣ

ମୁମ୍ବାଇ: ମୁମ୍ବାଇର ସାକିନାକାରେ ଜଣେ ଓଡ଼ିଆ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିରେ ମୁମ୍ବାଇ ମୁନିସିପାଲ କର୍ପୋରେସନ୍‌ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ତାଙ୍କୁ ଡାକ୍ତରଖାନା ନିଆଯାଇଛି । ତାଙ୍କ ସହ ରୁମ୍‌ରେ ରହୁଥିବା ଅନ୍ୟ ଯୁବକ ଓ ପାଖ ପଡୋଶୀଙ୍କୁ ମିଶାଇ ୯…

ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁମ୍ବାଇ ପୋଲିସ ବାହାର କଲା ନୂଆ ତରିକା, ସହରର ସମସ୍ତେ କହୁଛନ୍ତି…

୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶରେ ସରକାରଙ୍କ ଘୋଷଣାକୁ ସାର୍ଥକ କରିବା ନିଶ୍ଚିତ ରୂପେ ଏକ କଠିନ କାମ । ଏତେ ବଡ ଦେଶରେ ଲୋକଙ୍କ ସହଯୋଗ ନରହିଲେ ହୁଏତ କିଛି କରିହେବ ନାହିଁ । କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଓ ଲକ ଡାଉନ ସମୟରେ ଲୋକେ ଯେମିତି ଘରୁ…

ଆଜିଠୁ ମାୟାନଗରୀ ମୁମ୍ବାଇରେ ଦିନ ରାତି ଖୋଲା ରହିବ ମଲ-ପବ-ରେଷ୍ଟୁରାଣ୍ଟ ଓ ଦୋକାନ, ପାଇଲଟ ପ୍ରୋଜେକ୍ଟ ଭାବେ ଏହି…

ମୁମ୍ବାଇ(କେନ୍ୟୁଜ୍): ଆଜିଠୁ ମାୟାନଗରୀ ମୁମ୍ବାଇରେ ଦିନ ରାତି ଖୋଲା ରହିବ ମଲ । କେବଳ ମଲ ନୁହଁ ପବ, ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ୨୪ ଘଣ୍ଟା ଖୋଲିବ । ପାଇଲଟ ପ୍ରୋଜେକ୍ଟ ଭାବେ ତିନୋଟି ସହରକୁ ପ୍ରଥମେ ନିଆଯାଇଛି । ସେଗୁଡିକ ହେଲା ନାରିମନ ପଏଣ୍ଟ, କାଲା ଘୋଡା ଓ ବାନ୍ଦ୍ରା କୁର୍ଲା…

ବିଜେପିକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବୁନାହିଁ, ଏନ୍‌ସିପି ବିଧାୟକ ଦଳ ବୈଠକ ପରେ ହୋଟେଲ ଗଲେ ସବୁ NCP ବିଧାୟକ

କେନ୍ୟୁଜ୍(ବ୍ୟୁରୋ): ଗତକାଲି ଏନ୍‌ସିପି ବିଧାୟକ ଦଳ ବୈଠକ ପରେ, ସବୁ ବିଧାୟକଙ୍କୁ ମୁମ୍ବାଇର ଏକ ହୋଟେଲକୁ ନିଆଯାଇଥିଲା। ୫ ଜଣ ବିଧାୟକଙ୍କୁ ଛାଡି ବାକି ସବୁ ବିଧାୟକ ଏକାଠି ଥିବା ଦଳ ତରଫରୁ କୁହାଯାଇଛି। ୫ ବିଧାୟକଙ୍କ ସହ ଯୋଗାଯୋଗ ପାଇଁ ସମସ୍ତ ଉଦ୍ୟମ କରାଯାଉଥିବା ବେଳେ ସେମାନଙ୍କ ସହ…

ଖୋଲିଲା ଦେଶରେ ସର୍ବବୃହତ ମଲ୍ଟିପ୍ଲେକ୍ସ, ଯେଉଁଠି ଦିନକୁ ଚାଲିପାରିବ ୬୦ଟି ଶୋ

ମୁମ୍ବାଇ : ଦେଶର ପ୍ରଥମ ୧୧ଟି ସ୍କ୍ରିନ ଥିବା ମଲ୍ଟିପ୍ଲେକ୍ସ ମୁମ୍ବାଇରେ ଉଦ୍‌ଘାଟିତ ହୋଇଛି। ଏଠାରେ ଏକାଥରକେ ୧୫୮୬ ଲୋକ ଛଅଟି ଅଲଗା ଅଲଗା ଏକ୍ସପେରିମେଣ୍ଟାଲ ସିନେମା ଦେଖିପାରିବେ। ଏହି ମଲ୍ଟିପ୍ଲେକ୍ସର ମଧ୍ୟ ଏଭ ଭିନ୍ନ ସ୍ୱତନ୍ତ୍ରତା ରହିଛି। ଏଠାରେ ଥିବା ସିଟ୍‌ରେ ଏକ ପ୍ରକାର ବଟନ…

ବିଲେଇକୁ କରିଥିଲେ ବର୍ବର ହତ୍ୟା,  କୋର୍ଟ ହତ୍ୟାକରୀଙ୍କୁ ଦେଲେ ୯୧୦୦ ଟଙ୍କାର ଜରିମାନା

ମୁମ୍ବାଇର ଏକ ଅଦାଲତ ଉପନଗର  ଚୈମ୍ବୁରରେ ଏକ ବିଲେଇର ହତ୍ୟାକାରୀ ୪୦ ବର୍ଷିୟ ସଞ୍ଜୟ ଗଢେ ଉପରେ ୯୧୦୦ ଟଙ୍କାର ଜରିମାନାର ରାୟ ଶୁଣାଇଛନ୍ତି।  ଘଟଣାଟି  ଗତ ବର୍ଷର ବୋଲି ଜଣା ପଡିଛି। ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଆରଏସ ପଜାନକର ପୁର୍ବବର୍ଷ ସଞ୍ଜୟ ଗଢକୁ ଭାରତୀୟ ଦଣ୍ଡ ସଂହିତା ଓ ପଶୁ ଉପରେ…