Below header
Browsing Tag

mumbai

ବିଲେଇକୁ କରିଥିଲେ ବର୍ବର ହତ୍ୟା,  କୋର୍ଟ ହତ୍ୟାକରୀଙ୍କୁ ଦେଲେ ୯୧୦୦ ଟଙ୍କାର ଜରିମାନା

ମୁମ୍ବାଇର ଏକ ଅଦାଲତ ଉପନଗର  ଚୈମ୍ବୁରରେ ଏକ ବିଲେଇର ହତ୍ୟାକାରୀ ୪୦ ବର୍ଷିୟ ସଞ୍ଜୟ ଗଢେ ଉପରେ ୯୧୦୦ ଟଙ୍କାର ଜରିମାନାର ରାୟ ଶୁଣାଇଛନ୍ତି।  ଘଟଣାଟି  ଗତ ବର୍ଷର ବୋଲି ଜଣା ପଡିଛି। ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଆରଏସ ପଜାନକର ପୁର୍ବବର୍ଷ ସଞ୍ଜୟ ଗଢକୁ ଭାରତୀୟ ଦଣ୍ଡ ସଂହିତା ଓ ପଶୁ ଉପରେ…

ମୁମ୍ବାଇର ୨୬/୧୧ ଆକ୍ରମଣର ରିପିଟ କରିବାକୁ ଚାହୁଁଚନ୍ତି ଆତଙ୍କବାଦୀ, ଗୁଇନ୍ଦା ସୂଚନା ପରେ ସଜାଗ ନୌସେନା

୨୬/୧୧ ଆଟାକ୍‌ର ରିପିଟ୍‌ କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ। ୨୦୦୮ ମୁମ୍ବାଇ ଆକ୍ରମଣ ଭଳି ପୁଣି ଏକ ଆକ୍ରମଣ ଯୋଜନା ହେଉଛି। ଅର୍ଥାତ ପାକିସ୍ତାନ ଆଡୁ ସମୁଦ୍ର ପଥ ଦେଇ ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ। ଏ ନେଇ ମିଳିଛି ଗୁଇନ୍ଦା ସୂଚନା। ସତର୍କ ରହିଛି ନୌସେନା। ପୂର୍ବ ଓ…

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ, ଅଧ ଘଂଟା ପରେ ହେଲା ଆୟତ୍ତ

କମେଡି କିଙ୍ଗଙ୍କ ଜୀବନରେ ଟ୍ରାଜେଡି । କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ । ମୁମ୍ବାଇର ଆଶିବାରାରେ ଥିବା କପିଲଙ୍କ ଘରେ ଗତକାଲି ଲାଗିଯାଇଥିଲା ନିଆଁ । ତେବେ ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ସହ କୌଣସି ଧନଜୀବନ କ୍ଷତି ହୋଇନଥିବା ସୂଚନା ମିଳିଛି । ଏହା ସହ ପଢନ୍ତୁ ପୁଣି ଥରେ ଧମାଲ୍…

ପୁରୁଣା ୧୦ ଟଙ୍କା ନୋଟ୍ କୁ ନେଇ ହତ୍ୟା

ମୁମ୍ବାଇ: ମୁମ୍ବାଇର ଦାଦର ଅଞ୍ଚଳରେ ୧୦ଟଙ୍କିଆ ନୋଟ୍ କୁ ନେଇ ଗଣ୍ଡଗୋଳ ଲାଗିବା ସମୟରେ ୩୫ ବର୍ଷର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ ଗତ ସୋମବାର ରାତିରେ ହନିଫ ସିନ୍ଧୀକି ଦାଦର ରେଲୱେ ଷ୍ଟେସନ ବାହାରେ ରେହଡି ବାଲା ଠାରୁ ପରିବା କିଣୁଥିଲେ। ପୋଲିସ କହିବା ଅନୁଯାୟୀ…

ଟଏଲେଟ୍‌ ପାଣିରେ କରୁଥିଲେ ଚଟଣୀ, ଇଡଲୀ ଦୋକାନୀଙ୍କ ଭିଡିଓ ଭାଇରାଲ୍‌

କିଛି ଦିନ ତଳେ ମୁମ୍ବାଇ କୁର୍ଲା ରେଲେଓ୍ଵ ଷ୍ଟେସନର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଅପରିଷ୍କାର ପାଣିରେ ପ୍ରସ୍ତୁତ ହେଉଛି ଲେମ୍ବୁ ପାଣି । ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଟଏଲେଟ୍‌ ପାଣିରେ ହେଉଛି ଇଡଲୀ । ଭିଡିଓଟି…

ମହାରାଷ୍ଟ୍ର ପୋଲିସ ଆତଙ୍କବାଦୀ ଭାବି ଦୁଇ ବ୍ୟକ୍ତିଙ୍କୁ କଲା ଗିରଫ, ପରେ ସତ୍ୟତା ଜାଣି ଉଡିଗଲା ହୋସ୍‌

ଆତଙ୍କବାଦୀ ଉପରେ ଆଧାରିତ ଅନେକ ବଲିଉଡ଼ ଫିଲ୍ମ ଆପଣ ଦେଖିଥିବେ । ଫିଲ୍ମରେ ଅଭିନୟ କରିବା ପାଇଁ ଅଭିନେତା ମାନେ ଏକଦମ୍‌ ଆତଙ୍କବାଦୀଙ୍କ ଭଳି ବେଶଭୁଶା ହୋଇଥାନ୍ତି । କିନ୍ତୁ ନିକଟରେ ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା କୌଣସି ଫିଲ୍ମ କାହାଣୀରୁ କମ ନୁହଁ । ଯେଉଁଠାରେ ଦୁଇ ବ୍ୟକ୍ତିଙ୍କୁ…

ବାରବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଏବେ ଦେବାକୁ ପଡିବ ୩.୫ଲକ୍ଷ ଜରିମାନା

କଥାରେ ରହିଛି ଭୋକିଲା ପଶୁଙ୍କୁ ଖାଇବା ଦେବା ପୂଣ୍ୟର କାମ। ଅନେକ ବ୍ୟକ୍ତିଙ୍କର ଏହି କାମ କରିବାର ସଉକ ମଧ୍ୟ ରହିଥାଏ। କିନ୍ତୁ ଏପରି ଏକ ଅଭ୍ୟାସ ମୁମ୍ବାଇରେ ଜଣେ ମହିଳାଙ୍କୁ ଭାରି ପଡିଛି। ବାରବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇବାକୁ ନେଇ ଜଣେ ମହିଳାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ…

କର୍ତ୍ତବ୍ଯ ନୁହେଁ ଥିଲା ମାନବିକତା ! ସେଥିପାଇଁ ତ ଶୁନଶାନ୍ ରାତିରେ ମହିଳାଙ୍କୁ ଏକା ଛାଡି ଗଲେ ନାହିଁ ବସ୍ ଡ୍ରାଇଭର୍,…

ଶୁନ୍ ଶାନ୍ ଥିଲା ଅଂଚଳ । ରାତି ପ୍ରାୟ ୧.୩୦ ସମୟରେ ବସରୁ ଓହ୍ଲାଉଛନ୍ତି ଜଣେ ମହିଳା । ଯାତ୍ରୀ ଓହ୍ଲାଇବା ପରେ ସାଧାରଣତଃ ଡ୍ରାଇଭର୍ ମାନେ ବସ୍ ନେଇ ଆଗକୁ ଚାଲିଯାଆନ୍ତି । କିନ୍ତୁ ଏହି BEST ଡ୍ରାଇଭର୍ ଥିଲା ଅଲଗା ପ୍ରକାର । ଆଉ ସେଥିପାଇଁ ତ ସେଯାଏ ଯାଇନଥିଲା, ଯେ ଯାଏ ମହିଳାଜଣଙ୍କୁ ଅଟୋ…

ସଙ୍କଟ ମୋଚନ ବନିଲା ୧୦ ବର୍ଷର ଝିଅ : ଅଗ୍ନିକାଣ୍ଡରୁ ରକ୍ଷା କଲା ଅନେକ ଜୀବନ

ଗତକାଲି ମୁମ୍ବାଇରେ ଏକ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପରେଲରେ ହିନ୍ଦମାତା ସିନେମା ହଲ୍ ନିକଟରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଗୁରୁତର ହୋଇଛନ୍ତି ।ନିଆଁରେ କାବୁ ପାଇବା ପାଇଁ ଚେଷ୍ଟା କରିବା ସହ କ୍ରେନ୍ ସାହାଯ୍ୟରେ ଲୋକମାନଙ୍କୁ…

ମୁମ୍ବାଇରେ ପ୍ରକୃତିର ପ୍ରଳୟଙ୍କରୀ ରୂପ : ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟାନଗରୀ

ମୁମ୍ବାଇ : ଅଟକି ଯାଇଛି ମାୟାନଗରୀ ମୁମ୍ବାଇ । ୫ ଦିନ ହେଲା ଲଗାଣ ବର୍ଷାରେ ମୁମ୍ବାଇ ଉବୁଟୁବୁ । ସହର ଭିତରେ ଯୁଆଡେ ଚାହିଁଲେ ବନ୍ୟାର ଦୃଶ୍ୟ । ବର୍ଷା ପାଣିରେ ଧୋଇ ହୋଇଯାଇଛି ମେଟ୍ରୋ ସିଟିର ମେଟ୍ରୋପଲିଟାନ୍ ଲାଇଫଷ୍ଟାଇଲ୍ । ନିକଟରେ ବର୍ଷା ବିତ୍ପାତରୁ ମୁମ୍ବାଇକୁ ମୁକ୍ତି ନାହିଁ।…

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ : ଭୁଶୁଡିଲା ଫୁଟ୍ ଓଭର ବ୍ରିଜ୍, ୫ ଆହତ

ମୁମ୍ବାଇ : ଅନ୍ଧେରୀ ଅଞ୍ଚଳରେ ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ୍‌ । ପ୍ରବଳ ବର୍ଷାରେ ହଠାତ୍‌ ଅନ୍ଧେରୀ ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ଏକ ଫୁଟ୍‌ ଓଭର ବ୍ରିଜ୍‌ର ସ୍ଲାବ୍‌ ଭାଙ୍ଗିଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ଧେରି…

ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ !

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ଜାନବାହାନ ଚଳାଚଳ ବ୍ୟାହତ ହୋଇଛି।…