Browsing Tag

Navjot Singh Sidhu

ନବଜୋତ୍‌ ସିଂ ସିଦ୍ଧୁ ଆତ୍ମସମର୍ପଣ ପାଇଁ ମାଗିଲେ ଅଧିକ ସମୟ, ସୁପ୍ରିମକୋର୍ଟରେ ଦର୍ଶାଇଲେ ଅସୁସ୍ଥତା କାରଣ

ନବଜୋତ୍‌ ସିଂ ସିଦ୍ଧୁଙ୍କ ତରଫରୁ ତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ସିଦ୍ଧୁଙ୍କ ଆତ୍ମସମର୍ପଣ ପାଇଁ ସୁପ୍ରିମ କୋର୍ଟଙ୍କଠାରେ ଆହୁରି ସମୟ ମାଗିଛନ୍ତି। ଅଭିଷେକ ମନୁ ସିଙ୍ଘଭି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ପାଇଁ କିଛି ସପ୍ତାହର ସମୟ ଦେବାକୁ ଦାବି କରିଛନ୍ତି। ସିଦ୍ଧୁଙ୍କ…

ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା

ପଞ୍ଜାବ : ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ଗତକାଲି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର କଂଗ୍ରେସ ସଭାପତିଙ୍କୁ ବହିଷ୍କାର କରିଥିଲେ କଂଗ୍ରେସ ଅଧ୍ୟକ୍ଷା…

‘ସିଦ୍ଧୁଙ୍କ ଦ୍ୱାରା ରାଜନୀତି ହେବନି, ଭଲ ହେବ ସେ ପୁଣି କପିଲ ଶର୍ମାଙ୍କ ଶୋ’କୁ ଫେରିଯାଆନ୍ତୁ’: ମନୀଷ ତିଓ୍ଵାରୀ

ପଞ୍ଜାବରେ ଚାଲିଥିବା ରାଜନୈତିକ ହଟଚମଟକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ମନୀଷ ତିଓ୍ଵାରୀ। ମନୀଷ କହିଛନ୍ତି, ପଞ୍ଜାବ ସମସ୍ୟାକୁ ସମାଧାନ କରିବା ଦାୟିତ୍ୱ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଦିଆଯାଇଛି, ଯାହାର ପଞ୍ଜାବ ବିଷୟରେ କୌଣସି ଜ୍ଞାନ ନାହିଁ। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା…

ନବଜୋତ ସିଂହ ସିଦ୍ଧୁ ହେଲେ ପଞ୍ଜାବ କଂଗ୍ରେସର ନୂଆ କ୍ୟାପଟେନ୍‌, ସାଙ୍ଗରେ ରହିବେ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ

ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସ ସଙ୍କଟ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତାଙ୍କୁ ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଘୋଷଣା କରିଛି । ଆଗକୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ ସହ ୪ ଜଣ କାର୍ଯକାରୀ…

AAP ରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ! ଟାର୍ଗେଟ କରି ଏଭଳି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଆପରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ। ଏଭଳି ବୟାନ ଦେଇଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅମରିନ୍ଦର ପୁଣିଥରେ ନିଜ କ୍ୟାବିନେଟ ସହଯୋଗୀ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ଅମରିନ୍ଦର କହିଛନ୍ତି ସିଦ୍ଧୁ ଏବେ ଆମ ଆଦମୀ ପାର୍ଟି (ଆପ୍)ର ସଂଯୋଜକ ଅରବିନ୍ଦ…

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ। ଗତ ୧୦ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଆଜି ସିଦ୍ଧୁ ନିଜେ ଇସ୍ତଫାପତ୍ରକୁ ଟ୍ଵିଟ୍‌ କରି ଏହି ସୂଚନା…

ସତ୍ତାରୁ ଦୂର ତପସ୍ୟାରେ ଲୀନ ସିଦ୍ଧୁ, ଜାଣନ୍ତୁ ମାତା ବୈଷ୍ଣୋ ଦେବୀରେ କଣ କରୁଛନ୍ତି ସେ

କୁଆଡେ ଗଲେ ସିଦ୍ଧୁ ? ପ୍ରଥମେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସହ ସମ୍ପର୍କରେ ଫାଟ । ପରେ ଅନ୍ୟ ଏକ ବିଭାଗକୁ ହେଲା ପରିବର୍ତ୍ତନ । ଏହା ପରେ ରାଜ୍ୟରୁ ଗାୟବ ହୋଇଯାଇଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ । ଶୁଣିବାକୁ ମିଳିଛି ଗତ ଏକ ସପ୍ତାହ ହେବ ବୈଷ୍ଣୋ…

ଏ କଣ କଲେ ସିଦ୍ଧୁ ? ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଲେ ମୁଣ୍ଡରେ . . .

ପୁଣି ଚର୍ଚ୍ଚାରେ ନବଜୋତ୍ ସିଂହ ସିଦ୍ଧୁ । ହେଲେ ଏଥର କୌଣସି ବିବାଦୀୟ ବୟାନ୍ ଦେଇ ନୁହେଁ ବରଂ ଏକ ଫଟୋକୁ ନେଇ । ଯେଉଁଥିରେ ଦେଖିବାକୁ ମିଳିଛି ପାକିସ୍ତାନ ପତାକାକୁ ପଗଡି କରି ମୁଣ୍ଡରେ ପିନ୍ଧିଛନ୍ତି ସିଦ୍ଧୁ । ଆଉ ଏହି ଫଟୋକୁ ସେୟାର୍ କରିଛନ୍ତି ପାକିସ୍ତାନ୍ ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ…

କହିଥିବା କଥା ରଖିବେ କି ? କଣ ରାଜନୀତିରୁ ସନ୍ୟାସ ନେବେ ସିଦ୍ଧୁ

ଆମେଠିରୁ ରାହୁଲ୍ ଗାନ୍ଧୀଙ୍କୁ ସ୍ମୃତି ଇରାନୀ ହରାଇଦେଲେ ରାଜନୀତିରୁ ନେବି ସନ୍ୟାସୀ । ଏକ ନିର୍ବାଚନ ଭାଷଣରେ ଏପରି କହିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ । କିନ୍ତୁ କାଲି ରେଜଲ୍ଟ ଆସିଯାଇଛି । ଆଉ ରାହୁଲଙ୍କୁ ୫୫ହଜାରରୁ ଅଧିକ ଭୋଟରେ ମାତ ଦେଇଛନ୍ତି ସ୍ମୃତି । ଏବେ କଣ କରିବ ସିଦ୍ଧୁ । କଣ…

ନବଜ୍ୟୋତ ସିଂ ସିଦ୍ଧୁଙ୍କ ଉପରେ ଲାଗିଲା ନିର୍ବାଚନ କମିଶନଙ୍କ କଟକଣା, ୭୨ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ପ୍ରଚାର

ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଛି କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରି ପାରିବେନାହିଁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ…

ସିଦ୍ଧୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବିରେ ପଞ୍ଜାବ ବିଧାନସଭାରେ ହଟ୍ଟଗୋଳ

ପଞ୍ଜାବ : ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବିରେ ପଞ୍ଜାବ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଆଜି ଗୃହରେ ପୁଲୱାମା ଆକ୍ରମଣକୁ ନେଇ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । କିନ୍ତୁ ବିରୋଧୀ ଶିରୋମଣୀ ଅକାଳୀ ଦଳ ଦାବି କରଥିଲା, ଆକ୍ରମଣ ପରେ ପାକିସ୍ତାନକୁ କ୍ଲିନ୍‌ ଚିଟ୍‌…