ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କଲା ପାକିସ୍ତାନ, ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ
ଟି୨୦ ବିଶ୍ୱକପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଟିମ ନିଜ ନିଜର ସ୍କ୍ଵାଡ ଘୋଷଣା କରିଛି । ବିସିସିଆଇ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ ଘୋଷଣା କରିବା ପରେ ପାକିସ୍ତାନ ଟିମ୍ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ପାକିସ୍ତାନ ଟି୨୦ ବିଶ୍ୱକପ ପାଇଁ ନୁହେଁ ବରଂ ଆୟରଲାଣ୍ଡ ଏବଂ ଇଂଲଣ୍ଡ ସିରିଜ ପାଇଁ ଟିମ୍ ଘୋଷଣା କରିଛି । ଟିମରେ ୧୮ ଜଣ ଖେଳାଳି ଚୟନ ହୋଇଛନ୍ତି । ପାକିସ୍ତାନ ଟି୨୦…
Read More...