Browsing Tag

nhai

NHAI ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ମାସକୁ ୨ ଲକ୍ଷରୁ ଅଧିକ ଦରମା

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ : ୬୩ ଡେପୁଟି ଜେନେରାଲ ମ୍ୟାନେଜର (ଆଡମିନିଷ୍ଟ୍ରେସନ) ଡେପୁଟି ଜେନେରାଲ ମ୍ୟାନେଜର (ଲ) ଡେପୁଟି…

ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲ

ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲପ୍ଲାଜା । ଯଦି ଜାଣିଛନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ । ଭାରତରେ ପ୍ରତି ବର୍ଷ ରାସ୍ତାର ଦୂରତାକୁ ବୃଦ୍ଧି କରାଯାଉଛି । ଅନେକ ଏମିତି ଏକ୍ସପ୍ରେସୱେ ତିଆରି ହୋଇଛି ଯାହା ଦୁଇଟି…

ଏହି ପରିସ୍ଥିତିରେ ଦେବେ ନାହିଁ ଟୋଲ ଟ୍ୟାକ୍ସ

ଦେଶରେ ଏବେ ନୂଆ ନୂଆ ରାଜପଥ ଏବଂ ଏକ୍ସପ୍ରେସ ୱେ ନିର୍ମାଣ କରାଯାଉଛି। ଏହା ଉପରେ ଆଦାୟ କରାଯାଉଥିବା ଟୋଲ ଟ୍ୟାକ୍ସ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ପ୍ରାୟତଃ ଲୋକେ ଟୋଲ ଟ୍ୟାକ୍ସ ନ ଦେଇ ଟୋଲ ବୁଥ ଅତିକ୍ରମ କରିବାକୁ ଚାହାଁନ୍ତି। ଏମିତିରେ ଦଣ୍ଡ ମଧ୍ୟ ଭଡ଼ିବାକୁ ପଡିପାରେ । ଆଜିକାଲି ଟୋଲ…

୫ ଦିନରେ ତିଆରି ହେଲା ୭୫ କିମି ହାଇୱେ, କାମକୁ ପ୍ରଶଂସା କଲେ ନୀତିନ ଗଡକାରୀ

ରାସ୍ତା ନିର୍ମାଣରେ ବିଶ୍ୱ ରେକର୍ଡ କରିଛି NHAI । ୫ ଦିନରେ ୭୫ କିଲୋମିଟର ଲମ୍ବ ସଙ୍ଗିଲ ଲେନ କଂକ୍ରିଟ ରୋଡ ତିଆରି ହୋଇଛି। ଅମରାବତୀ ଓ ପଶ୍ଚିମ ବଦର୍ଭର ଆକୋଲାର NH 53ରେ ବିଟୁମିନସ କଂକ୍ରିଟ ରୋଡ ତିଆରି କରିଛି NHAI ଓ ଏହାର କଣ୍ଟ୍ରାକ୍ଟର । ଜୁନ ୩ ତାରିଖ ସକାଳରେ କାମ ଆରମ୍ଭ ହୋଇଥଲା ।…

ଅକ୍ସିଜେନ ଗାଡିକୁ ଟୋଲ ମୁକ୍ତ କରିବା ପାଇଁ NHAIକୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ବର: ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡି ଗୁଡିକୁ ଟୋଲ ମୁକ୍ତ କରିବାକୁ NHAIକୁ ରାଜ୍ୟ ସରକାରଙ୍କ ଅନୁରୋଧ । ଏ ନେଇ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହେମନ୍ତ କୁମାର NHAIକୁ ଚିଠି ଲେଖିଛନ୍ତି । କହିଛନ୍ତି, ରାଜ୍ୟରେ ବହୁ ସଂଖ୍ୟକ ଗାଡିରେ ମେଡିକାଲ ଅକ୍ସିଜେନ୍‌ ଟ୍ୟାଙ୍କର…

NHAI ର ବିଶ୍ୱ ରେକର୍ଡ, ମାତ୍ର ୧୮ ଘଣ୍ଟାରେ ତିଆରି କଲା ୨୫ କିଲୋମିଟରର ରାସ୍ତା

ମାତ୍ର କିଛି ଘଣ୍ଟା ମଧ୍ୟରେ ୨୫.୫୪ କିଲୋମିଟର ରାସ୍ତା ତିଆରି କରି ରେକର୍ଡ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)। ଏହି ୨୫.୫୪ କିଲୋମିଟରର ସିଙ୍ଗଲ ଲେନ୍‌ ରାସ୍ତା ଏନ୍‌ଏଚ୍‌-୫୨ରେ ବିଜୟପୁର ଓ ସୋଲାପୁର ମଧ୍ୟରେ ତିଆରି ହୋଇଛି। ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ…

ଟୋଲ ଆଦାୟକୁ ସଂପୂର୍ଣ୍ଣ କ୍ଯାସଲେସ କରିବା ପାଇଁ ଫାସଟ୍ଯାଗ ଫ୍ରି କଲା NHAI, ଜାଣନ୍ତୁ କେବେ ଯାଏଁ ରହିଛି ଅଫର

ଜାତୀୟ ରାଜମାର୍ଗ ପ୍ରାଧିକରଣ(NHAI) ସାରା ଦେଶରେ ଟୋଲ ଟ୍ୟାକ୍ସ କଲେକ୍ସନ ସେଣ୍ଟର୍ସକୁ କ୍ୟାସଲେସ୍ କରିବା ପାଇଁ ଅଣ୍ଟା ଭିଡିଛି । ଏଥିପାଇଁ ଏନଏଚଏଆଇ FASTag ବ୍ୟବହାରକୁ ଜରୁରୀ କରିଦେଇଛି । ଲୋକମାନେ ଫାସଟ୍ଯାଗ ବ୍ୟବହାର କରିବାରେ ଲାଗିପଡିଛନ୍ତି । ଅନ୍ୟପଟେ NHAI ମଧ୍ୟ ମାଗଣାରେ…

ରାଉରକେଲା ବ୍ରାହ୍ଣଣୀ ସେତୁରେ ଫାଟ, ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି ପୋଲିସ୍

ରାଉରକେଲା: ବ୍ରିଜରେ ଫାଟ। ରାଉରକେଲା ବ୍ରାହ୍ଣଣୀ ସେତୁରେ ଫାଟ ସୃଷ୍ଟି ହୋଇଛି। ଫଳରେ ବ୍ରିଜ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଟ୍ରାଫିକ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି। ଏହି ବ୍ରିଜ ୧୪୩ ନମ୍ବର ଜାତୀୟ ରାଜପଥରେ ଥିବାରୁ NHAI କର୍ତ୍ତୁପକ୍ଷ ଶୀଘ୍ର ବ୍ରିଜର…

୨୦୧୫ରୁ ୨୦୨୦ ମଧ୍ୟରେ NHAIର ମୋଟ ଋଣ କେତେ ଅଛି?, ଲୋକସଭାରେ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ ଜାତୀୟ ରାଜପଥ ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ। ୨୦୧୫ରୁ ୨୦୨୦ ମଧ୍ୟରେ NHAIର ମୋଟ ଋଣ କେତେ ଅଛି। NHAIର ଆସେଟ ମନିଟାଇଜେସନ ପାଇଁ ସରକାରଙ୍କ…

ଦେବଗଡ: ଜାତୀୟ ରାଜପଥରେ ନିମ୍ନମାନର କାମକୁ ବିରୋଧ କଲେ ଗ୍ରମବାସୀ, ପ୍ରତିବାଦରେ NHAI କର୍ମଚାରୀ ଦେଲେ ଗାଳି

ଚିପ୍ସରେ କ୍ରସର୍‌ ଡଷ୍ଟ ଗୋଳାଇ କରାଯାଉଛି ରାସ୍ତା ମରାମତି । ଏହାକୁ ବିରୋଧ କରିବାରୁ ଗାଳି କରୁଛନ୍ତି ଏନଏଚଏଆଇ ବିଭାଗର କର୍ମଚାରୀ । ଘଟଣାଟି ଦେଖିବାକୁ ମିଳିଛି ଦେବଗଡର ଜାତୀୟ ରାଜପଥ ୪୯ ନିକଟରେ । ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଚିପ୍ସ ଏବଂ କ୍ରସର୍‌ ଗୁଣ୍ଡରେ ସେଗୁଡିକୁ…