Browsing Tag

nokia

ପେଟ କାଟିବାରୁ ଅପରେସନ୍‌ କଲେ ଡାକ୍ତର, ସର୍ଜରୀ ପରେ ବାହାରିଲା ନୋକିଆ ମୋବାଇଲ

ବର୍ତ୍ତମାନ ଯୁଗ ଯେତିକି ଆଗକୁ ଆଗକୁ ଯାଉଛି ସେତିକି ଅଦ୍ଭୁତ ତଥା ଅବିଶ୍ୱସନୀୟ ମାମଲା ସାମ୍ନାକୁ ଆସୁଛି। ଏହି କିଛି ଦିନ ହେବ ଲୋକଙ୍କ ପେଟରୁ ସବୁ ଅଜବ ଜିନିଷ ବାହାରୁଥିବା ଦେଖିବାକୁ ମିଳୁଛି। କେତେବେଳେ କାହା ପେଟରୁ ତାର ବାହାରିଲାଣି ତ ପୁଣି କେତେବେଳେ ଚାମଚ। ତେବେ ବର୍ତ୍ତମାନ ପୁଣିଥରେ…

୨୦ ବର୍ଷ ପରେ ପୁଣିଥରେ ଧମାଲ କରିବାକୁ ଆସୁଛି Nokiaର ମଜଭୁତ ବ୍ୟାଟେରୀ ଥିବା ଫୋନ୍‌, ଫିଚର୍ସ ଜାଣିଲେ ଆପଣ ବି ଖୁସି…

ନୋକିଆ ନିଜର ଏକ କ୍ଲାସିକ୍‌ ଫୋନ୍‌ 6310(Nokia 6310)କୁ ପୁଣିଥରେ ବଜାରକୁ ଆଣୁଛି। ୨୦ ବର୍ଷ ପୂର୍ବେ ଏହି ଫୋନ୍‌ ବେଶ୍‌ ଲୋକପ୍ରିୟ ଥିଲା। ଏବେ ଏହା ପୁଣିଥରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛି। ନିଜର ମଜଭୁତ ବିଲ୍ଡ ଏବଂ ଦୀର୍ଘସ୍ଥାୟୀ ବ୍ୟାଟେରୀ ପାଇଁ ଜଣାଯାଉଥିବା ଏହି ଫିଚର ଫୋନକୁ…

Nokia ଲଞ୍ଚ୍‌ କରିବାକୁ ଯାଉଛି ସବୁଠୁ ମଜଭୁତ ସ୍ମାର୍ଟଫୋନ୍‌, ଆଉ ଦରକାର ପଡ଼ିବନି କଭର

ମଜଭୁତ ମୋବାଇଲ ଫୋନ୍‌ କହିଲେ ନୋକିଆକୁ ହିଁ ବୁଝାଏ। କାରଣ ନୋକିଆ ନିଜ ପୂର୍ବ ମଡେଲଗୁଡ଼ିକ ଏତେ ମଜଭୁତ ତିଆରି କରୁଥିଲା ଯେ ତାହା ତଳେ ପଡ଼ିଲେ ବି ଭାଙ୍ଗୁନଥିଲା। ମାତ୍ର ଗତ କିଛି ଦିନ ହେବ ମୋବାଇଲ ନିର୍ମାତା କମ୍ପାନୀ ନୋକିଆ ସ୍ମାର୍ଟଫୋନ୍‌ ରେସ୍‌ରୁ ଦୂରରେ ଥିଲା। କିନ୍ତୁ ଏବେ ପୁଣିଥରେ ନିଜ…

ଭାରତରେ ଦୁଇଟି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କଲା ନୋକିଆ, ଜାଣନ୍ତୁ ଦାମ୍‌ ଓ ଫିଚର

ନୋକିଆ ଭାରତରେ ନିଜର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ନୋକିଆ ୫.୪ ଓ ନୋକିଆ ୩.୪ ଲଞ୍ଚ୍‌ କରିଛି। ନୋକିଆ ୫.୪ର ୪ ଜିବି ରାମ୍‌ ଭ୍ୟାରିଏଣ୍ଟର ଦାମ୍‌ ୧୩,୯୯୯ ଟଙ୍କା ଥିବା ବେଳେ ୬ ଜିବି ରାମ ଭ୍ୟାରିଏଣ୍ଟର ମୂଲ୍ୟ ରହିଛି ୧୫,୪୯୯ ଟଙ୍କା। ଏହି ଫୋନ୍‌ରେ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ମିଳୁଛି।…

Nokia ର ପ୍ରଥମ ଲାପଟପ୍ ଭାରତରେ ହେଲା ଲଞ୍ଚ୍, ବଜେଟ୍ ଦାମ୍ ସହିତ ରହିଛି କମାଲ ଫିଚର୍ସ

ନୋକିଆର ପ୍ରଥମ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ ହୋଇସାରିଛି । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଆଜି Nokia purebook x14 ଲାପଟପ ଲଞ୍ଚ୍ କରିଛି। ଏହି ଲାପଟପର ଦାମ୍ ୫୯,୯୯୦ ଟଙ୍କା ରଖିଛି କମ୍ପାନୀ । ଏହା ନୋକିଆର ପ୍ରଥମ ଲାପଟପ୍। ଏଥିରେ intel 10th ଜେନେରେସନ ପ୍ରୋସେସର ଦିଆଯାଇଛି ଏବଂ…

ନୋକିଆର ଏହି ବଜେଟ ସ୍ମାର୍ଟଫୋନ ହେଲା ଶସ୍ତା, ଏବେ ମିଳିବ ମାତ୍ର ୬,୯୯୯ ଟଙ୍କାରେ

ନୋକିଆ ନିକଟରେ ଭାରତରେ ଲଞ୍ଚ କରିଥିବା ସ୍ମାର୍ଟଫୋନ୍ ନୋକିଆ C3 ର ମୂଲ୍ୟ ହ୍ରାସ କରିଛି । 1000 ଟଙ୍କା ହ୍ରାସ ସହିତ ନୋକିଆ C3 ବର୍ତ୍ତମାନ ୬,୯୯୯ ଟଙ୍କାରେ କିଣାଯାଇପାରିବ । ନୋକିଆ C3 ଚଳିତ ବର୍ଷ ଅଗଷ୍ଟ ମାସରେ 7,499 ଟଙ୍କା ମୂଲ୍ୟରେ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ତେବେ ଏହି…

NOKIA ଆଣିଲା ସବୁଠାରୁ ବେଷ୍ଟ ସ୍ମାର୍ଟଫୋନ Nokia 8.3 5G, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ନୋକିଆ ବ୍ରାଣ୍ଡର ପ୍ରଥମ ବେଷ୍ଟ କ୍ୟାମେରା ଫୋନ୍ ଲୁମିଆ ୧୦୨୦ ସାତ ବର୍ଷ ପୂର୍ବରୁ ଆସିଥିଲା । ଏବେ ନୋକିଆ ୮.୩ରେ ୬୪ ମେଗାପିକ୍ସେଲ କ୍ୱାଡ କ୍ୟାମେରା ସେଟଅପ୍ ଅଛି ଯାହାକି ଜିସ ଅପ୍ଟିକ୍ସ ସହିତ ଆସୁଛି। ନୋକିଆ ୮.୩ରେ 5G କମ୍ ଲାଇଟ ଏକ ଭଲ କ୍ୟାମେରା ଫୋନ୍ ରହିଛି। ଅତ୍ୟାଧୁନିକ ନୋକିଆ ଫୋନ୍…

ସାମ୍ନାକୁ ଆସିଲା Nokia ଫିଚର ଫୋନ୍‌ର ଡିଜାଇନ୍‌, ରହିଛି ୬୪mb RAM ସହ ଏସବୁ ଅତ୍ୟାଧୁନିକ ଫିଚର

ନୂଆ ରୂପରେ ଆସୁଛି ନୋକିଆ। ସବୁଠୁ କମ୍‌ ଦାମ୍‌ରେ ଅଧିକ ଫିଚର ସହ ନୋକିଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫୋନ୍‌ରେ ୪ଜି ଫିଚର ରହିବ। ନୋକିଆର ଏହି ଫିଚର ଫୋନ୍‌କୁ ସାର୍ଟିଫିକେସନ୍‌ ୱେବ୍‌ସାଇଟ୍‌ TENAA ରେ ଦେଖିବାକୁ ମିଳିଛି। ଏଥିରେ ଫୋନ୍‌ର କେତେକ ଖାସ୍‌ ଫିଚର ବିଷୟରେ…

ମାତ୍ର ଦୁଇ ହଜାର ଟଙ୍କାରେ ନୋକିଆ ଲଞ୍ଚ କଲା ଏହି ଦୁଇଟି ଫୋନ, ମିଳୁଛି ଡୁଆଲ ସିମର ଅପ୍ସନ ସହିତ ଅନେକ କିଛି

ନୋକିଆ ଖୁବ୍ କମ୍ ମୂଲ୍ୟରେ ଏହାର ଦୁଇଟି ଫିଚର ଫୋନ Nokia 125 ଏବଂ Nokia 150 ଲଞ୍ଚ କରିଛି । ଏପ୍ରିଲରେ ଏହି ଦୁଇଟି ଫୋନ୍ ବିଷୟରେ ଅନେକ ସୂଚନା ପ୍ରକାଶ ପାଇଥିଲା ଏବଂ ମେ ମାସରେ ଏହାର ଲଞ୍ଚ ପାଇଁ ଏକ ସରକାରୀ ଘୋଷଣା କରାଯାଇଥିଲା । ଶେଷରେ HMD ଗ୍ଲୋବାଲ୍ ବର୍ତ୍ତମାନ ଏହି ଦୁଇଟି ଫୋନ୍…

ଆସୁଛି ନୋକିଆର ୪୩ ଇଞ୍ଚର ଟିଭି, ଜାଣନ୍ତୁ କଣ ରହିଛି ଦାମ ଆଉ ଫିଚର୍ସ

ନୋକିଆ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆସୁଛି ନୋକିଆର ନୂଆ ସ୍ମାର୍ଟ ଟିଭି । ନୋକିଆର ନୂଆ ସ୍ମାର୍ଟ ଟିଭି 43 ଇଞ୍ଚର ରହିବ । ନୋକିଆପାୱାର ୟୁଜର ରିପୋର୍ଟ ଅନୁଯାୟୀ, 43 ଇଞ୍ଚର ନୋକିଆ ଟିଭି ଜୁନ୍ 4 ରେ ଲଞ୍ଚ ହେବ । ନୋକିଆ 43 ଇଞ୍ଚର ମଡେଲ ଫ୍ଲିପକାର୍ଟରେ ବିକ୍ରି ହେବ । ଅନ୍ୟ ଏକ ରିପୋର୍ଟ…

ଆଜି ବଜାରରେ ଲଞ୍ଚ ହେଲା Nokiaର ତିନି ତିନିଟି ଦମଦାର ସ୍ମାର୍ଟଫୋନ, ଆପଣଙ୍କୁ ମିଳିବ ଏହି ସବୁ ସ୍ପେଶାଲ ସୁବିଧା

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏଚଏମଡି ଗ୍ଲୋବାଲ କମ୍ପାନୀ ଆଜି ନିଜ ନୋକିଆ ୮.୨ ୫ଜି, ନୋକିଆ ୫.୩ ଓ ନୋକିଆ ୧.୩କୁ ଆଜି ହିଁ ଭାରତୀୟ ବଜାରରେ ଲଞ୍ଚ ହୋଇଛି ।  ୟୁଜର୍ସଙ୍କୁ ଏହି ଫୋନ ଗୁଡିକରେ ଲାଟେଷ୍ଟ ଫିଚର୍ସ ମାନ ବି ମିଳିପାରିବ ।  ତେବେ ଆସନ୍ତୁ ଜାଣିବା ଏହି ଫୋନ ଗୁଡିକର ସ୍ପେଶାଲ…

Nokia 8.2 ଆଜି କରିବ ମାର୍କେଟରେ ଏଣ୍ଟ୍ରୀ, ମିଳିବ ଦମଦାର ଫିଚର୍ସ

ଏମଏମଡି ଗ୍ଲୋବାଲ ଆଜି ଗ୍ଲୋବାଲ ଲେଭେଲରେ ନୋକିଆ ସ୍ମାର୍ଟଫୋନକୁ ଲଞ୍ଚ କରିବ। ଗ୍ରାହକ ଏହି ଫୋନରେ ବଡ ସ୍କ୍ରୀନ, ବ୍ୟାଟେରୀ ଏବଂ ଦମଦାର ପ୍ରୋସେସର ଭଳି ଫିଚର ପାଇବେ। କମ୍ପାନୀ ଆଜି ଏହି ସ୍ମାର୍ଟଫୋନ ସହିତ ନୋକିଆ ୫.୨ ଏବଂ ନୋକିଆ ୨.୩କୁ ଲଞ୍ଜ କରିବ। ଏହାପୂର୍ବରୁ ଏମଏମଡି ଗ୍ଲୋବାଲ ନୋକିଆ…