ବ୍ରିଟେନ ହସ୍ପିଟାଲରେ ଭାରତୀୟ ମୂଳ ନର୍ସଙ୍କ ଉପରେ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ, ଅଭିଯୁକ୍ତ ଗିରଫ
ବ୍ରିଟେନରେ ଭାରତୀୟ ମୂଳ ନର୍ସଙ୍କୁ ମରଣାନ୍ତକ ଆକ୍ରମଣ । ଉତ୍ତର-ପଶ୍ଚିମ ବ୍ରିଟେନର ଗ୍ରେଟର ମଞ୍ଚେଷ୍ଟରରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ନର୍ସଙ୍କ ଉପରେ କଇଁଚିରେ ଆକ୍ରମଣ କରାଯାଇଛି । ଗତ ଶନିବାର ନାଇଟ୍ ସିଫ୍ଟ ବେଳେ ଏହି ଘଟଣା ଘଟିଥିଲା ।…