Below header
Browsing Tag

odisha

ଆଜିଠୁ କମିବ ବର୍ଷାର ପରିମାଣ: ଝାଡଖଣ୍ଡ ମୁହାଁ ହେବ ଦୁର୍ବଳ ଅବପାତ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବର୍ଷା ପରିମାଣ କମିବ । ବଙ୍ଗୋପସାରରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ୧୨ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରର ରୂପ ନେବ। ବର୍ତ୍ତମାନ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଘଣ୍ଟାପ୍ରତି ୧୯ କିଲୋମିଟର…

ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା: ଆଜିବି ଭୀଷଣ ବର୍ଷିବ, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପଶ୍ଚିମ…

ଓଡ଼ିଶାରେ ରାଷ୍ଟ୍ରପତି: ଆଜି କଟକ ଚଣ୍ଡୀ ମନ୍ଦିରର ପୂଜାର୍ଚ୍ଚନା ସହ ମାଙ୍କ ଆଶୀର୍ବାଦ ନେବେ ମହାମହିମ

କଟକ / ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ରାଜଭବନ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଯିବେ । ସାଢ଼େ ୯ଟାରୁ…

ପନିପରିବା ଦର ଆକାଶ ଛୁଆଁ, ଟମାଟୋ ୧୦୦ ଟଙ୍କା ପାର ହୋଇଥିବା ବେଳେ ବିନ୍ସ ଛୁଇଁଲାଣି ୨୫୦

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବାକୁ ଆଗରୁ ଦଶ ଥର ଭାବୁଛନ୍ତି। ରାଜ୍ୟରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ଯେଉଁ ଟମାଟୋ ମାସକ ତଳେ ୨୦/ ୩୦ ଟଙ୍କା ଥିଲା ହଠାତ୍ ତାହାର ଦର ଏତେମାତ୍ରାରେ…

ରାଜ୍ୟରୁ କମିବ ତାତିର ରାଜୁତି: ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ…

ନୟାନ୍ତ କରୁଛି ଗୁଳୁଗୁଳି ଆଉ ବିଜୁଳି, ଲୋକେ ହେଉଛନ୍ତି ସନ୍ତୁଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଓଃ କି ଗରମ ଆଉ ଗୁଳୁଗଳି ! ଆଉ ସହି ହେଉନି ।… ବୋଧହୁଏ ଇଏ ହେଉଛି ଅଧିକାଂଶ ଲୋକଙ୍କ ପାଟିରୁ ଆପେ ଆପେ ବାହାରି ଆସୁଛି । କାରଣ ଗରମ ଓ ଗୁଳୁଗୁଳି ଏମିତି ବ୍ୟତିବ୍ୟସ୍ତ କରୁଛି ତାକୁ ସହ୍ୟ କରିବା ସହଜ ହେଉ ନାହିଁ । ପରିବେଶ ପୂରା ତାତି ଯାଉଥିବା ବେଳେ ଦେହରୁ ଗମ୍‌…

ରଜରେ ଭିଜିବନି ବରଂ ଆହୁରି ସିଝିବ! ଆଉଟୁ ପାଉଟୁ କରିବ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ବାୟୁ ଦୁର୍ବଳ ହେବା କାରଣରୁ ଓଡ଼ିଶାରେ ପ୍ରବେଶ ବିଳମ୍ବିତ ହେଉଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ହୋଇଛି । ଏନେଇ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏଥର ଭାରତକୁ ମୌସୁମୀ ୭ ଦିନ ବିଳମ୍ବରେ ପହଞ୍ଚିଛି । ଓଡ଼ିଶାକୁ ୧୨…

ପିଛା ଛାଡ଼ୁନି ଦୁର୍ଘଟଣା: ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ଲାଗିଗଲା ନିଆଁ, ୪ ଘଣ୍ଟା ବିଳମ୍ବରେ ଗଡ଼ିଲା

(କେନ୍ୟୁଜ): ୪ ଘଣ୍ଟା ବିଳମ୍ବରେ ଗଡ଼ିଲା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌। ଗତକାଲି ରାତି ପ୍ରାୟ ୧୦ଟାରେ ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଯାଇଥିଲା। ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଦଳିଲା ଟ୍ରେନ ରୁଟ, ବାତିଲ ହେଲା ଏସବୁ ଟ୍ରେନ

ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ କଲି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଏହାର ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି ।…

ଆସନ୍ତାକାଲିଠୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ ! ଆଜି ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଦିନରେ ଖରା ତାତି । ସନ୍ଧ୍ୟାରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ରାଜ୍ୟରେ ପ୍ରକୋପ ଦେଖାଉଛି ଝଡ଼ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୫ ଦିନ ଯାଏ ଏହାର ପ୍ରଭାବ ଜାରି ରହିବ । ବିଶେଷ କରି…

ଦିନରେ ତାତି, ଅପରାହ୍ନରେ ଆଶ୍ୱସ୍ତି ; ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସକ୍ରିୟ ରହିବ କାଳବୈଶାଖୀ

ଭୁବନେଶ୍ୱର (କେନ୍ୟୁଜ): ଦିନରେ ତାତି, ଗୁଳୁଗୁଳି । ଅପରାହ୍ନରେ ଆଶ୍ୱସ୍ତି । ଗତ କିଛି ଦିନ ହେବ ରାଜ୍ୟରେ ଏମିତି ପାଗ ଦେଖାଯାଉଛି । ହଠାତ୍‌ ବଦଳିଯାଇଛି ପାଣିପାଗ । ସକାଳୁ ମୁଣ୍ଡଫଟା ଖରା ହେଉଥିବା ବେଳେ ଅପରାହ୍‌ଣ ପରେ ହଠାତ୍‌ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଛି । କାଳବୈଶାଖୀ…

ଶୈବ ପୀଠରେ ଗଞ୍ଜେଇ ବ୍ୟାନ ! ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ

(କେନ୍ୟୁଜ): ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ।…