Below header
Browsing Tag

odisha

ପିଛା ଛାଡ଼ୁନି ଦୁର୍ଘଟଣା: ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ଲାଗିଗଲା ନିଆଁ, ୪ ଘଣ୍ଟା ବିଳମ୍ବରେ ଗଡ଼ିଲା

(କେନ୍ୟୁଜ): ୪ ଘଣ୍ଟା ବିଳମ୍ବରେ ଗଡ଼ିଲା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌। ଗତକାଲି ରାତି ପ୍ରାୟ ୧୦ଟାରେ ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଯାଇଥିଲା। ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଦଳିଲା ଟ୍ରେନ ରୁଟ, ବାତିଲ ହେଲା ଏସବୁ ଟ୍ରେନ

ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ କଲି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଏହାର ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି ।…

ଆସନ୍ତାକାଲିଠୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ ! ଆଜି ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଦିନରେ ଖରା ତାତି । ସନ୍ଧ୍ୟାରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ରାଜ୍ୟରେ ପ୍ରକୋପ ଦେଖାଉଛି ଝଡ଼ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୫ ଦିନ ଯାଏ ଏହାର ପ୍ରଭାବ ଜାରି ରହିବ । ବିଶେଷ କରି…

ଦିନରେ ତାତି, ଅପରାହ୍ନରେ ଆଶ୍ୱସ୍ତି ; ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସକ୍ରିୟ ରହିବ କାଳବୈଶାଖୀ

ଭୁବନେଶ୍ୱର (କେନ୍ୟୁଜ): ଦିନରେ ତାତି, ଗୁଳୁଗୁଳି । ଅପରାହ୍ନରେ ଆଶ୍ୱସ୍ତି । ଗତ କିଛି ଦିନ ହେବ ରାଜ୍ୟରେ ଏମିତି ପାଗ ଦେଖାଯାଉଛି । ହଠାତ୍‌ ବଦଳିଯାଇଛି ପାଣିପାଗ । ସକାଳୁ ମୁଣ୍ଡଫଟା ଖରା ହେଉଥିବା ବେଳେ ଅପରାହ୍‌ଣ ପରେ ହଠାତ୍‌ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଛି । କାଳବୈଶାଖୀ…

ଶୈବ ପୀଠରେ ଗଞ୍ଜେଇ ବ୍ୟାନ ! ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ

(କେନ୍ୟୁଜ): ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ।…

ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ, ରାଜ୍ୟର ୧୦୬ଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି…

ବେଶ୍‌ କିଛି ଦିନର କଳ୍ପନା ଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ୍‌) : ଶେଷରେ ସସପେନ୍ସ ହଟିଲା । କିଏ ହେବେ ନୂଆ ମନ୍ତ୍ରୀ  ତାହା ସ୍ପଷ୍ଟ ହେଲା । ବେଶ୍‌ କିଛି ଦିନର କଳ୍ପନା ଜଳ୍ପନା ପରେ କିଛି ସମୟ ପୂର୍ବରୁ ନାମ ଘୋଷଣା ହୋଇଛି ତିନି ନୂଆ ମନ୍ତ୍ରୀଙ୍କର । ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ, ବିଧାୟକ ଶାରଦା ନାୟକ ଏବଂ ସୁଦାମ…

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ : ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ

ସମ୍ବଲପୁର (କେନ୍ୟୁଜ): ଛତିଶଗଡ ପରେ ଓଡିଶାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶାରେ ଅଛନ୍ତି । ଆଜି ଠାରୁ ହୀରାକୁଦ ବନ୍ଧ ପରିଦର୍ଶନ କରିବା ସହ, ପାୱାର ହାଉସ…

ମଣିପୁରରୁ ଓଡ଼ିଶା ଫେରିଲେ ୧୦ ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଧନ୍ୟବାଦ

(କେନ୍ୟୁଜ): ମଣିପୁରରୁ ଫେରିଲେ ଓଡ଼ିଆ । ହିଂସାକାଣ୍ଡ ପରେ ସେଠାରେ ଫସିଥିବା କିଛି ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଛନ୍ତି ୧୦ ଛାତ୍ରଛାତ୍ରୀ । ସେମାନଙ୍କ ଭିତରେ ଅଛନ୍ତି ୩ ଜଣ ଝିଅ ଓ ୭ ଜଣ ପୁଅ । ମଣିପୁରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ…

ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆସନ୍ତାକାଲି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଠିକ୍‌ ସେହି ସ୍ଥାନରେ କାଲି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ୮ରେ ଘନୀଭୂତ ହୋଇ ଅବପାତରୂପ ନେବ। ଏହା ଦକ୍ଷିଣକୁ କେନ୍ଦ୍ରୀୟବଙ୍ଗୋପସାଗରକୁ ଗତି କରିବା ସମୟରେ ବାତ୍ୟାର ରୂପ ନେବ। ୧୦ ତାରିଖ…

୯ରେ ବାତ୍ୟା ସମ୍ଭାବନା: ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଓଡ଼ିଶା ଉପରେ ନାହିଁ ପ୍ରଭାବ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ବାତ୍ୟା ସୃଷ୍ଟି ପରେ ଏହା ଉତ୍ତର ଦିଗରେ ଗତି କରିବ। ତେବେ କେତେ ଶକ୍ତିଶାଳୀ ହେବ ସେନେଇ ଜଣାପଡିନି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶା ଠାରୁ ଯଥେଷ୍ଟ ଦୂରରେ ରହିବା ନେଇ…

ତେଲେଙ୍ଗାନାରେ ଦାଦନ ଶ୍ରମିକ ବନ୍ଧକ, ମିଳୁଛି ଅକଥନୀୟ ନିର୍ଯ୍ୟାତନା

କେନ୍ୟୁଜ୍‌(ବ୍ୟୁରୋ): ତେଲେଙ୍ଗାନାରେ ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଲିମାଟି ଗାଁର ରବିନ୍ଦ୍ର ହାତୀ । ଗତ ଫେବୃୟାରୀ ମାସରେ ରବିନ୍ଦ୍ର ହାତୀ ଓ ତାଙ୍କ ପତ୍ନୀ ଯଶୋଦା କାମ ଅନେ୍ଵଷଣରେ ସିକନ୍ଦରାବାଦକୁ ଯାଇଥିଲେ । ସିକନ୍ଦରାବାଦ ଜିଲ୍ଲା ବିକିରିବାଦରେ ଏକ…