Below header
Browsing Tag

old age home

ଜରାଜୀର୍ଣ୍ଣ ଅବସ୍ଥାରେ ଜରାନିବାସ, ଭାତ ଡାଲି ପାଣିରେ ବିତୁଛି ବୁଢ଼ାବୁଢ଼ୀଙ୍କ ଜୀବନ

ନିଜ ଜନ୍ମ କଲା ଛୁଆ ପାଖରେ ରଖିଲେନି । ବହୁ ଆଶା ନେଇ ନିଜ ଘର ଛାଡ଼ି ପଳେଇ ଆସିଥଲେ ଏହି ଜରାନିବାସରେ ଶେଷ ଜୀବନ ବିତେଇବା ପାଇଁ । କିନ୍ତୁ ଏମାନଙ୍କ ଆଶା ସବୁ ପାଣିରେ ମିଶିଯାଇଛି । ଦୁଃଖ ଶୁଣିବାକୁ କେହି ନାହାନ୍ତି । ଦିନକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା ପାଇଁ ନାହିଁ ନଥିବା ସମସ୍ୟାର…

ଇଟାଲୀ: ରାତିରେ ଶୋଇଥିବା ବେଳେ ବୃଦ୍ଧାଶ୍ରମରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୬

ଇଟାଲୀରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ମିଲାନ ସହରରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୮୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏହି…

ବୃଦ୍ଧାଶ୍ରମରେ ୬୫ ବର୍ଷର ଅପର୍ଣ୍ଣାଙ୍କୁ ଭଲ ପାଇ ବସିଲେ ୭୦ ବର୍ଷୀୟ ସୁବ୍ରତ, ସବୁ ବାଧାବିଘ୍ନକୁ ଭାଙ୍ଗି କରି ନେଲେ…

କୁହାଯାଏ- ପ୍ରେମ କରିବାର କୌଣସି ବୟସ ନଥାଏ। କାହାକୁ କେତେ ବେଳେ କାହା ସହ ବି ପ୍ରେମ ହୋଇପାରେ। କାରଣ ପ୍ରେମ ଦେଖେନି ବୟସ କରି ରଙ୍ଗ ରୂପ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗର ଏକ ବୃଦ୍ଧାଶ୍ରମରେ। ଏଠାରେ ଏକ ବୃଦ୍ଧ ଦମ୍ପତିଙ୍କୁ ଏମିତି ପ୍ରେମ ହେଲା ଯେ…

ଲକଡାଉନ ଯୋଗୁ ଶୂନ ହୋଇଗଲା ପୁଅର ରୋଜଗାର, ମା’କୁ ପଠାଇ ଦେଲା ବୃଦ୍ଧାଶ୍ରମ

ପୁଅର ରୋଜଗାର ନଥିବାରୁ ମା'କୁ ନେଇ ଛାଡ଼ି ଆସିଲା ବୃଦ୍ଧାଶ୍ରମରେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ। କରୋନା ଲକଡାଉନ ଯୋଗୁ ପୁଅର ରୋଜଗାର ଶୂନ ହୋଇଯିବାରୁ ସେ ମା'କୁ ଘରେ ରଖିବାକୁ ମନା କରିଦେଇଥିଲା। ଫଳରେ ଆଉ କିଛି ବାଟ ନ ପାଇ ୬୦ ବର୍ଷୀୟ କିରଣ…

ଅସହାୟ ବୟସ୍କଙ୍କ ଦୁଃଖରେ ଦୁଃଖୀ ଜଳନ୍ଧର, ନିଜ ଚେଷ୍ଟାରେ ତିଆରି କଲେ ବୃଦ୍ଧାଶ୍ରମ

ପିଲାଟି ବେଳରୁ ଅସହାୟ ଵୃଦ୍ଧବୃଦ୍ଧାଙ୍କୁ ଦେଖିଲେ ଆଖି ତାଙ୍କର ଛଲ ଛଳ ହୋଇଯାଉଥିଲା । ପରିବାର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ବା ଘରୁ ତଡା ଖାଇଥିବା ନିରାଶ୍ରୟା ବୟସ୍କ ମାନଙ୍କ ପାଇଁ କିଛି କରିବେ ବୋଲି ମନେ ମନେ ସ୍ଥିର କରିଥିଲେ | ନିଜେ ଜଣେ ଚାଷୀ ହୋଇଥିବା ବେଳେ ନିଜ ରୋଜଗାରର…

ଯାଜପୁର ଅହିୟାସ ଲକ୍ଷ୍ମୀନାରାୟଣ ବୃଦ୍ଧାଶ୍ରମରେ କରୋନା ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା, ପରିସ୍କାର ଓ ପରିଚ୍ଛନ୍ନତା…

ଯାଜପୁର ଟାଉନ୍: କୋରୋନା ସମୟରେ ବୟସ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ପରାମର୍ଶ ରହିଛି । ଏହି ବୟସ୍କମାନଙ୍କୁ ସବୁବେଳେ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇ ଆସଛୁି । ସେଥିପାଇଁ ବୃଦ୍ଧାଶ୍ରମ ଗୁଡିକ ପ୍ରତି ପ୍ରଶାସନ ଓ ସରକାର ସ୍ୱତନ୍ତ୍ର ଦୃଷ୍ଟି ରଖିଛନ୍ତ ।…

କରୋନା ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି, ଏଣିକି ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ କଟକଣା କଡ଼ାକଡ଼ି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଣିକି ଭିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ କରୋନା କଟକଣା ହେବ କଡ଼ାକଡ଼ି । ଏସବୁ ଜାଗାରେ ନୂଆ ଅନ୍ତେବାସୀଙ୍କୁ ବିନା କରୋନା ଟେଷ୍ଟରେ ରହିବାକୁ ଅନୁମତି ମିଳିବନି। ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ…

ଅନ୍ତେବାସୀଙ୍କୁ ମିଳୁନି ପେଟପୂରା ଖାଦ୍ୟ: ଗୋଟିଏ ଓଳି ଭାତ ମିଳିଲେ ଆର ଓଳିକୁ ଚୂଡା, ମୁଢ଼ି

କେନ୍ଦୁଝର(କେନ୍ୟୁଜ୍) : ବୃଦ୍ଧାଶ୍ରମ ଓ ବାଳାଶ୍ରମ ଅନ୍ତେବାସୀଙ୍କୁ ମିଳୁନି ପେଟପୂରା ଖାଦ୍ୟ । ଗୋଟିଏ ଓଳି ଭାତ ଖାଇଲେ ଅନ୍ୟ ୨ ଓଳି ଚୂଡା, ମୁଢ଼ି ଖାଇବାକୁ ପଡୁଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ହାଟଡିହିଠାରେ ଥିବା ବିଷ୍ଣୁପ୍ରିୟା ବାଳାଶ୍ରମ ଓ ବୃଦ୍ଧାଶ୍ରମରେ ଲାଗିରହିଛି ଏଭଳି…