Browsing Tag

olive ridley

ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାଶିତ ଅଣ୍ଡାଦାନ ଆରମ୍ଭ

କାକଟପୁର : ରାଜ୍ଯରେ ଜାରି ରହିଛି ଶୀତର ଲହରୀ । ଏହାରି ଭିତରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କରୋନା କଟକଣା ଯୋଗୁଁ ସମୁଦ୍ର କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ ଶିକାରୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ଏହା ସହିତ ସମୁଦ୍ର ଭିତରେ ଜାହାଜ ଓ ମାଛଧରା…

କଇଁଛଙ୍କ ପାଇଁ ବରଦାନ ପାଲଟିଛି କରୋନା, ଋତୁ ସରିଯାଇଛି କିନ୍ତୁ ଚାଲିଛି ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ

ତିନିମାସ ହେବ ଲକଡାଉନ ପାଇଁ ସମୁଦ୍ର କୂଳ ସୁନ୍ ସାନ । ଅସ୍ତରଙ୍ଗ ଦେବୀ ମୁହାଣରେ କିନ୍ତୁ ଗହଳି କହିଲେ ନସରେ । ଏଥର ମଣିଷ ନୁହେଁ ହଜାର ହଜାର ଅଲିଭ ରିଡ଼ଲେ ଶିଶୁ ଶାବକଙ୍କୁ ଦେଖିବାକୁ ମିଳିଛି ଏଠାରେ । ଚଳିତବର୍ଷ ଅଲିଭ ରିଡ଼ଲେ କଇଁଛକୁ ମାନଙ୍କର ଋତୁ ଶେଷ ହୋଇଛି । ୭ ମାସ ଧରି ଏହି ଋତୁରେ…

ସୁରକ୍ଷିତ ଅଛନ୍ତି ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସିଥିବା ଅଲିଭ ରିଡଲେ କଇଁଛ, କରୋନା ସତ୍ୱେ ବିନା ସମସ୍ୟାରେ…

କେନ୍ଦ୍ରାପଡା : ଓଡ଼ିଶାକୁ ଆସିଥିବା ଅତିଥି ସୁରକ୍ଷିତ । ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସିଥିବା ଅଲିଭ ରିଡଲେ କଇଁଛ ସୁରକ୍ଷିତ ଅଛନ୍ତି । କରୋନା ପାଇଁ କଟକଣା ଲାଗିଥିବା ଯୋଗୁଁ ଅଲିଭ ରିଡଲେ କଇଁଛମାନେ ଅଣ୍ଡାଦାନରେ କୌଣସି ସମସ୍ୟା ହୋଇନାହିଁ । କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ…

କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ଦେବାକୁ ବନ ବିଭାଗ ଗଠନ କରିଛି ୧୪ଟି…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଗତକାଲି ସକାଳ ସୁଦ୍ଧା ୭୮ ହଜାର କଇଁଛ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ନାଶି-୧, ନାଶି-୨ ଓ ଅଗରନାଶିରେ କଇଁଛ ଅଣ୍ଡାଦାନ କରିଛନ୍ତି। ମୁଖ୍ୟତଃ ନାଶୀ-୧ରେ ସମୂହ ଅଣ୍ଡାଦାନ ଦେଖିବାକୁ…

ପାରାଦୀପ ସମୁଦ୍ର ବେଳାଭୂମିରେ ମରି ପଡିଛନ୍ତି ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଚ, ଦୁର୍ଗନ୍ଧମୟ ପରିବେଶ କାରଣରୁ…

ପାରାଦୀପ : ପାରାଦୀପ ସମୁଦ୍ର ବେଳାଭୂମିରେ ମରି ପଡିଛନ୍ତି ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଚ । ହନୁମାନ ମନ୍ଦିର ସମୁଦ୍ର ବେଳାଭୂମି ନିକଟରୁ ଆରମ୍ଭ କରି ଷଣ୍ଢକୁଦ ବେଳାଭୂମି ପର୍ଯ୍ୟନ୍ତ କଇଁଚ ମରିପଡିଥିବା ଦେଖିବାକୁ ମିଳିଛି । ସମୁଦ୍ର ବେଳାଭୂମିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା…

ବଂଶବୃଦ୍ଧି ପାଇଁ ଗହିରମଥାରେ ପହଞ୍ଚିଛନ୍ତି ହଜାର ହଜାର ଅଲିଭ୍‌ ରିଡଲେ କଇଁଛ, ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ବନ…

ରାଜନଗର: ଗହିରମଥାରେ ନୂଆ ଅତିଥି । ବଂଶବୃଦ୍ଧି ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଆସି ପହଞ୍ଚିଛନ୍ତି ହଜାର ହଜାର ଅଲିଭ ରିଡଲେ । ଆଉ ଅତିଥିଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ବନ ବିଭାଗ । ଏନେଇ ଗ୍ରହଣ କରିଛି ଦୃଢ ପଦକ୍ଷେପ । ସୁରକ୍ଷା ପାଇଁ ୧୬ ଟି କ୍ୟାମ୍ପ କରାଯାଇଛି । ଏହା ସହ…

ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭ ରିଡଲେ କଇଁଛଙ୍କ ଘର ବାହୁଡା

କେନ୍ୟୁଜ୍ : ବିଶ୍ୱପ୍ରସିଦ୍ଧ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପରେ ଏବେ ଛୁଆ ଫୁଟିଲେଣି । ଅଣ୍ଡାରୁ ଛୁଆ ଫୁଟି ବାହାରିବା ପରେ କଇଁଛ ଏବେ ସମୁଦ୍ର ମୁହାଁ ହେଉଛନ୍ତି । ଗତ ୩ରୁ ୪ ଦିନ ଭିତରେ ସମୁଦାୟ ଅଣ୍ଡାର ପ୍ରାୟ ୪୦ ପ୍ରତିଶତ ଛୁଆ ଫୁଟି ଥିବା କହିଛନ୍ତି…

ଭିତରକନିକାରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଘରବାହୁଡ଼ା

କେନ୍ୟୁଜ୍ :  ଭିତରକନିକାରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଘରବାହୁଡ଼ା। ଗତକିଛି ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବା ପରେ ଲକ୍ଷାଧିକ କଇଁଛ ବଙ୍ଗୋପସାଗର ମୁହାଁ ହୋଇଛନ୍ତି। ଗତ ଫେବୃଆରି ଶେଷ ସପ୍ତାହରେ ଲକ୍ଷାଧିକ କଇଁଛ ଭିତରକନିକାର ଗହିରମଥାରେ ସମୁହ ଅଣ୍ଡାଦାନ କରିଥିଲେ। ମୁଖ୍ୟ…

ଗହୀରମଥାରେ ଶେଷ ହୋଇଛି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ

କେନ୍ୟୁଜ୍ : ସାମୁଦ୍ରିକ ଗହୀରମଥାରେ ଶେଷ ହୋଇଛି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ। ଗତବର୍ଷ ତୁଳନାରେ ଚଳିତବର୍ଷ ୨ଲକ୍ଷ କମ୍‌ କଇଁଛ ଅଣ୍ଡାଦାନ କରିଛନ୍ତି। ୪ଲକ୍ଷ ୬୦ହଜାର କଇଁଛ ଅଣ୍ଡାଦାନ କରିବାକୁ ଗହୀରମଥା ଆସିଥିଲେ। ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୮ଦିନ…