ବିକ୍ରମ ପଣ୍ଡାଙ୍କ ଅପରେସନକୁ ନେଇ ନ୍ଦ୍ବନ୍ଦ୍ବ, ଘରୋଇ ହସ୍ପିଟାଲରେ ଚିକିତ୍ସା ପିଟିସନକୁ କୋର୍ଟଙ୍କ ଖାରଜ
ବ୍ରହ୍ମପୁର : ବିକ୍ରମ ପଣ୍ଡାଙ୍କ ଅପରେସନକୁ ନେଇ ନ୍ଦ୍ବନ୍ଦ୍ବ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁଣି ଥରେ ଚିକିତ୍ସା ପାଇଁ mkcg ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ତାଙ୍କ ଅପରେସନକୁ ନେଇ ଭୁଲ ବୁଝାମଣା ହେବା ପରେ…