Browsing Tag

pakistan

ଡାହା ମିଛୁଆ ପାକ୍‌ ପ୍ରଧାନମନ୍ତ୍ରୀ ! ଭାରତରେ ପେଟ୍ରୋଲ ଦର ୨୫୦ ଟଙ୍କା କହି ପାକିସ୍ତାନ ଲୋକଙ୍କୁ ଭୁତାଉଛନ୍ତି…

ଭାରତରେ ଯାହା ବି ହେବ ତାହାର ରିଆକ୍ସନ୍‌ ଆଉ କେଉଁଠି ଦେଖିବାକୁ ମିଳୁ କି ନ ମିଳୁ ପାକିସ୍ତାନରେ କିନ୍ତୁ ନିହାତି ଦେଖିବାକୁ ମିଳିବ। ଏବେ ପୁଣିଥରେ ସେଭଳି ଏକ କଥାକୁ ନେଇ ପାକିସ୍ତାନ ଚର୍ଚ୍ଚାକୁ ଆସିଛି। ନିକଟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ଲୋକଙ୍କୁ ଦୁନିଆରେ…

ଶାହାରୁଖଙ୍କୁ ପାକିସ୍ତାନର ବଡ଼ ଅଫର୍‌, ‘ଭାରତ ଛାଡ଼ି ପରିବାର ସହ ଏଠାକୁ ଚାଲି ଆସ’

ଭାରତ ଛାଡ଼ି ପାକିସ୍ତାନକୁ ଆସିବାକୁ ଶାହାରୁଖ ଖାନ୍‌ଙ୍କୁ ନିମନ୍ତ୍ରଣ ଦେଲେ ପାକ୍‌ ନ୍ୟୁଜ୍‌ ଆଙ୍କର। ଭାରତ ସରକାର ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଓ ପାକିସ୍ତାନରେ ତାଙ୍କୁ ନ୍ୟାୟ ମିଳିବ କହି ପାକିସ୍ତାନର ଜଣେ ନ୍ୟୁଜ୍‌ ଆଙ୍କର କିଙ୍ଗ୍‌ ଖାନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି, ଯାହା ଏବେ…

‘ପିଙ୍କି ପିରନୀ’ କିଏ? ଯାହାର ଇସାରାରେ ସବୁ କାମ କରୁଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ବିଗତ କିଛି ଦିନ ହେବ ପାକିସ୍ତାନରେ କିଛି ବି ଠିକ୍‌ ଚାଲିନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବେପରୁଆ ବୟାନ ଓ ନିଷ୍ପତ୍ତି ଯୋଗୁ କେବଳ ବିରୋଧୀ ଦଳ ନୁହେଁ, ବରଂ ନିଜ ଦଳର ନେତାମାନେ ବି ଅଡ଼ୁଆରେ ପଡ଼ିଛନ୍ତି। ପାକ୍‌ ସେନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ…

ପାକିସ୍ତାନର ପ୍ରସିଦ୍ଧ ପରମାଣୁ ବୈଜ୍ଞାନିକ ଡ. ଅବଦୁଲ କାଦିର ଖାନଙ୍କ ପରଲୋକ, ଗଭୀର ଶୋକବ୍ୟକ୍ତ କଲେ ଇମ୍ରାନ ଖାନ

ପାକିସ୍ତାନର ପ୍ରସିଦ୍ଧ ପରମାଣୁ ବୈଜ୍ଞାନିକ ଡ. ଅବଦୁଲ କାଦିର ଖାନଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଡ. ଖାନଙ୍କୁ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ଭାବେ ବିବେଚନା କରାଯାଇଥାଏ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଯାହା ପରେ ତାଙ୍କୁ ଖାନ ରିସର୍ଚ୍ଚ…

ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ଝଟ୍‌କା: ୨୦ ମୃତ, ୨୦୦ ଗୁରୁତର

ପାକିସ୍ତାନରେ ଗୁରୁବାର ସକାଳେ ଭୟଙ୍କର ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୦ ଥିବା ଆକଳନ…

ପାକିସ୍ତାନରେ ଚପରାସୀ ପାଇଁ ଆବେଦନ କଲେ ୧୫ ଲକ୍ଷ, ଏମ୍‌ଫିଲ ପ୍ରାର୍ଥୀ ବି କରିଛନ୍ତି ଆବେଦନ

ଇସଲାମବାଦ : ସବୁଠି ଚାକିରି ର ଅଭାବ । ଯଦି କେଉଁଠି କିଛି ପଦବୀ ବାହାରିଲା ତେବେ ଆଶାୟୀଙ୍କ ଲମ୍ବା ଲାଇନ୍‌ । ପାକିସ୍ତାନରେ ଏବେ ଏପରି ପରିସ୍ଥିତି ଉପୁଜିଛି ଯେ ସାମାନ୍ୟ ଚପରାସୀ ପଦବୀ ପାଇଁ ଆବେଦନ କରିଛନ୍ତି ୧୫ ଲକ୍ଷ ପ୍ରାର୍ଥୀ । ସବୁଠୁ ବଡ଼ କଥା ହେଉଛି ଯେ ଏହି ଚପରାସୀ ପଦବୀ ପାଇଁ…

ପାକ୍‌ କ୍ରିକେଟର ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌, ଲାହୋର ହସ୍ପିଟାଲରେ ହେଲା ଆଞ୍ଜିଓପ୍ଲାଷ୍ଟ

ପାକିସ୍ତାନର ପ୍ରମୁଖ ବୋଲର ତଥା ପୂର୍ବ କ୍ୟାପ୍‌ଟେନ୍‌ ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌। ସୋମବାର ଦିନ ସେ ହୃଦ୍‌ଘାତର ଶିକାର ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାର୍ଟ ଆଟାକ୍‌ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିବା…

କଶ୍ମୀର ମାମଲାରେ ଭାରତକୁ ଝଟ୍‌କା ଦେଲା ତାଲିବାନ୍‌, ପ୍ରଶଂସାରେ ପୋତି ପକାଇଲା ପାକିସ୍ତାନକୁ

ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇଛି ତାଲିବାନ। ଆଫଗାନିସ୍ତାନର ଡେପୁଟୀ ଇନ୍‌ଫରମେସନ୍‌ ମିନିଷ୍ଟର ତଥା ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ଆଫଗାନିସ୍ତାନକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ପ୍ରଶଂସା କରିଛନ୍ତି। ପିଟିବି ସହ ଇଣ୍ଟରଭ୍ୟୁ ବେଳେ…

ବରାଦର ବନ୍ଦୀ ! ଘୋର ସଙ୍କଟ ଦେଇ ଗତି କରୁଛି ତାଲିବାନ

କାବୁଲ : ଘୋର ସଙ୍କଟ ଦେଇ ଗତି କରୁଛି ତାଲିବାନ ନେତୃତ୍ୱ । ତାଲିବାନ ମୁଖ୍ୟଙ୍କ ପତ୍ତା ମିଳୁନି । ଯାହାକୁ ଶାସନ ମୁଖ୍ୟ କରାଯାଇଛି, ତାଙ୍କର କୌଣସି କ୍ଷମତା ନାହିଁ । ଯେଉଁ ତାଲିବାନ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା, ତାଙ୍କୁ ଏବେ ବନ୍ଦୀ କରାଯାଇଛି । ଏବେ ଆଫଗାନ ଶାସନର…

ପାକିସ୍ତାନୀ ଟିଭି ଶୋ’ରେ ସ୍ୱାମୀକୁ ପ୍ରତିଶୋଧ ରୂପକ ଶକ୍ତ ଚାପୁଡ଼ା ମାରିଲା ସ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ପାକିସ୍ତାନୀ ଟିଭି ଶୋ’ଗୁଡ଼ିକ ପ୍ରାୟତଃ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥାଏ। ଆଜି ପୁଣିଥରେ ଏକ ଶୋ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଏଥର କୌଣସି ମଜାଳିଆ କଥା ନୁହେଁ, ବରଂ ପ୍ରତିଶୋଧ ଉପରେ ଏକ ଜବରଦସ୍ତ ସିନ୍‌ ରହିଛି। ଏହି ଟିଭି ଶୋ’ରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଚାପୁଡ଼ା…

” ଆମେରିକା ସହ ପାକିସ୍ତାନର କିଭଳି ସମ୍ପର୍କ ରହିବ ତାହା ତାଲିବାନ ଉପରେ ନିର୍ଭର କରେ “

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକାର ଚେତାବନୀ। ଆଗକୁ ପାକିସ୍ତାନ ସହ ଆମେରିକାର କିପରି ସମ୍ପର୍କ ରହିବ, ତାହା ତାଲିବାନ ସହ ପାକିସ୍ତାନର ସମ୍ପର୍କ ଉପରେ ନିର୍ଭର କରୁଛି । ଆଗାମୀ ସପ୍ତାହରେ ପାକିସ୍ତାନ ସହ ସମ୍ପର୍କ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆମେରିକା ରାଜ୍ୟ ସଚିବ…

ତାଲିବାନ ପାଇଁ ଚୀନ ଖୋଲି ଦେଲା ନିଜ ଧନାଗାର, ୩୧ ମିଲିୟନ ଆମେରିକୀୟ ଡଲାରର ସହାୟତା ଦେବ

ଆଫଗାନିସ୍ତାନରେ ୧୭ ଆତଙ୍କୀଙ୍କୁ ନେଇ ତାଲିବାନୀ ସରକାର ଗଠନ ହେବାର ୨୪ ଘଣ୍ଟା ଭିତରେ ହିଁ ଚୀନ ସହାୟତା ଦେବାକୁ ଘୋଷଣା କରିଛି। ଏଥିପାଇଁ ସେ ନିଜ ଧନାଗାର ଖୋଲି ଦେଇଛି। ଗତକାଲି ଚୀନ ଆଫଗାନର ନୂଆ ସରକାରଙ୍କ ପାଇଁ ୩୧ ମିଲିୟନ ଆମେରିକୀୟ ଡଲାରର ସହାୟତା ଘୋଷଣା କରିଛି। ଚୀନ ଯୁକ୍ତି ବାଢ଼ିଛି…