Browsing Tag

parents

ଅପମାନ ଦେଲେ ପିଲାମାନେ, ୪ କୋଟି ଟଙ୍କାର ସମ୍ପତ୍ତିରୁ ବଞ୍ଚିତ କଲେ ବାପା

ବାପାଙ୍କୁ ଅପମାନ ଦେଲେ ପିଲାମାନେ । ବାପା ଅପମାନ ସହି ନପାରି କଲେ ଏମିତି କାମ, ଏକଥା ଶୁଣିଲେ ଯିଏ ନାହିଁ ସେ କହୁଛି ଯେସାକୁ ତେଷା, ଦର୍ଶକବନ୍ଧୁ ଆଜିର ଦୁନିଆରେ ବାପାମାଆଙ୍କୁ ପିଲାମାନେ ବହୁ ହତାଦର କରୁଥିବାର ଆପଣ ଦେଖୁଥିବେ ଓ ଶୁଣୁଥିବେ ମଧ୍ୟ । ତେବେ ଅନେକ ବାପାମାଆ ମଧ୍ୟ ନିଜ ଛୁଆ…

ଆମେରିକାରେ ଏମିତି କାମ କଲେ ଭାରତୀୟ ଝିଅ ଭାଇରାଲ ହୋଇଗଲା ଭିଡିଓ

ଥରେ ଭାବିଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେତେ କଷ୍ଟ କରିଥାଉନା କାହିଁକି, ଏହା ପଛରେ ରହିଥିବା ବାପା ମା'ଙ୍କର ତ୍ୟାଗ ସବୁଠୁ ଆଗରେ ରହିଥାଏ । ଆମକୁ ଆମ ସ୍ବପ୍ନ ପୂରଣ କରିବାରେ ସେମାନେ କେତେ ପରିଶ୍ରମ କରିଥାନ୍ତି । ନିଜ ଜୀବନର ଖୁସିକୁ ତ୍ୟାଗ କରି କେତେ କେତେ ବଳିଦାନ…

ବାହାଘରର ୮ ବର୍ଷ ପରେ ବାପା ମା’ ହେଲେ ଜାହିର ଏବଂ ସାଗରିକା, ଶିଶୁପୁତ୍ରକୁ ଜନ୍ମ ଦେଲେ ଅଭିନେତ୍ରୀ

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଜାହିର ଖାନ ଏବଂ ଅଭିନେତ୍ରୀ ସାଗରିକା ଘଟକେଙ୍କ ଘରକୁ ଆସିଛନ୍ତି କୁନି ଅତିଥି । ଜାହିରଙ୍କ ପତ୍ନୀ ସାଗରିକା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବିବାହର ଦୀର୍ଘ ୮ ବର୍ଷ ପରେ ଦୁହେଁ ପ୍ରଥମ ପିଲାଙ୍କୁ ଭିନ୍ନ ଅନ୍ଦାଜରେ ସ୍ବାଗତ କରିଛନ୍ତି । ଦୁହେଁ…

ଛାତିରେ ପଥର ରଖି ପାଞ୍ଚ ମାସର ଶିଶୁ କନ୍ୟାକୁ ଅନ୍ୟ ହାତକୁ ଟେକି ଦେଇଛନ୍ତି ଦମ୍ପତି

ଚାରୋଟି ପୁଅ ଓ ଚାରୋଟି ଝିଅଙ୍କୁ ଜନ୍ମ ଦେବା ପରେ ଭାଙ୍ଗିପଡ଼ିଛନ୍ତି ମହିଳା । ପିଲାଙ୍କ ମୁହଁକୁ ଆହାର ମୁଠେ ଯୋଗାଇବା ପାଇଁ ଅସମର୍ଥ ହେଲେ ଆଉ ଶେଷରେ ଛାତିରେ ପଥର ରଖି ପାଞ୍ଚ ମାସର ଶିଶୁ କନ୍ୟାକୁ ଅନ୍ୟ ହାତକୁ ଟେକି ଦେଇଛନ୍ତି ଦମ୍ପତି । ସ୍ବାମୀ ମଜୁରୀ କରି ଦୁଇ ପଇସା ଆଣିଲେ ଘରେ ଚୁଲ୍ଲୀ…

ଛୁଆକୁ ବିକିଦେଲେ ବାପା ମାଆ, ଏବେ ପୁଅକୁ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି

ବାପା ମା ପିଲାଙ୍କ ଖୁସି ପାଇଁ ସାରା ଦୁନିଆ ସହ ଲଢ଼ିବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏମିତି କିଛି ବାପା ମା ଥାଆନ୍ତି ଯେଉଁମାନେ ପଇସା ଆଗରେ ସବୁ କିଛି ଭୁଲି ଯାଆନ୍ତି । ପଇସା ଲୋଭରେ ନିଜ ଜନ୍ମ କଲା ଛୁଆକୁ ବିକିବାକୁ ବି ପଛାନ୍ତିନି କିଛି ବାପା ମାଆ । ଆମେ ଏମିତି କହିବାର କାରଣ ହଉଛି…

ଛୋଟ ଛୋଟ କଥା ପାଇଁ ପିଲାଙ୍କୁ ବାଡ଼ାନ୍ତୁ ନାହିଁ, ପଡିପାରେ ଖରାପ ପ୍ରଭାବ

ଆଜିକାଲି ପିଲାମାନେ ବହୁତ ଜିଦିଆ ହୋଇଥାନ୍ତି । ସେମାନେ କିଛି ନା କିଛି ଜିନିଷ ପାଇଁ ବହୁତ ଜିଦି କରିଥାନ୍ତି । ଯେଉଁ କାରଣରୁ ପ୍ୟାରେଣ୍ଟସ୍‌ମାନେ ନିଜ ପିଲାମାନଙ୍କୁ କିଛି ବୁଝାଇବା ପାଇଁ ବାରମ୍ବାର ବାଡାନ୍ତି । କିନ୍ତୁ ପିଲାମାନଙ୍କୁ ପିଟିବା ଦ୍ୱାରା ସେମାନଙ୍କ ଶାରୀରିକ ଏବଂ ମାନସିକ…

ପ୍ରେମ ବିବାହ ପାଇଁ ପରିବାର ଲୋକଙ୍କୁ ଏମିତି ବୁଝାନ୍ତୁ, ତୁରନ୍ତ ହୋଇଯିବେ ରାଜି

ଭାରତରେ ଏବେ ବି ପ୍ରେମ ବିବାହ ଏକ ସମସ୍ୟା ହୋଇ ରହିଛି । ପିଲାଙ୍କ ପସନ୍ଦକୁ ଆଜି ମଧ୍ୟ କିଛି ପରିବାର ଗ୍ରହଣ କରିବାକୁ ରାଜି ନୁହେଁ । ଫଳ ସ୍ୱରୂପ ଘରେ ଘରେ ଅଶାନ୍ତି ଦେଖା ଦେଉଛି । ଭାରତରେ କୁହାଯାଏ ଯେ ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ, ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ । ଏଭଳି…

ପିତାମାତାଙ୍କ ଜେନେଟିକ୍ ଯୋଗୁ ବଢିଥାଏ ପିଲାଙ୍କ ଓଜନ, ରିସର୍ଚ୍ଚରେ ସାମ୍ନାକୁ ଆସିଲା ଏଭଳି ତଥ୍ୟ

ଆଜିକାଲି ସବୁଠାରୁ ବଡ଼ ସମସ୍ୟା ହେଉଛି ହଠାତ୍‌ ଓଜନ ବଢିଯିବା । ବାସ୍ତବରେ ଏହା ଲାଇଫ୍‌ଷ୍ଟାଇଲ୍‌ ଏବଂ ମେଟାବୋଲିଜିମ୍ ସହିତ ଜଡିତ ଏକ ରୋଗ ଯାହା ସମୟ ସହିତ ଅଧିକ ଗମ୍ଭୀର ହେବାକୁ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ସହ ଜଡିତ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି…

ଅଭିଭାବକଙ୍କ ପାଇଁ ଟିପ୍ସ: ପିଲାଙ୍କ ସାମ୍ନାରେ କେବେବି କୁହନ୍ତୁନି ଏହି କଥା, ପଡିପାରେ ଭବିଷ୍ୟତ ଉପରେ ଖରାପ ପ୍ରଭାବ

ବେଳେ ବେଳେ ଅନେକ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାମାନଙ୍କ ସାମ୍ନାରେ ଏମିତି କିଛି କଥା କୁହନ୍ତି ଯାହା ତାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ କିଛି ଜିନିଷ କଥା ହେବା ସମୟରେ କିଛି କଥା ଉପରେ ଗୁରୁତ୍ବ ଦେବା ନିହାତି ଦରକାର୍। ବେଳେବେଳେ କ୍ରୋଧ, ରାଗ କିମ୍ବା…

ସାତବର୍ଷର ଶିଶୁ କନ୍ୟାକୁ ମାଡ଼, ଏହାକୁ ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍‌) : ସାତବର୍ଷର ଶିଶୁ କନ୍ୟାକୁ ମାଡ଼। ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଶିଶୁଟିକୁ ମାରିଲା କିଏ ଓ କିଏ ଯାଇ ଥାନାରେ ଏତଲା ଦେଇଛନ୍ତି, ଏକଥା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କାରଣ ଅଭିଯୋଗ ହୋଇଛି ଶିଶୁର ମାଆ ବାପାଙ୍କ ବିରୁଦ୍ଧରେ । ଏହି ଘଟଣା…

ସ୍ୱାମୀ ମରିଯାଇଥିଲେ ଶାଶୁ ଶ୍ୱଶୁରଙ୍କ ଭରଣ ପୋଷଣ ଦେବେ ବୋହୂ : ପଞ୍ଜାବ-ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ : ଭାରତୀୟ ଆଇନ ଅନୁଯାୟୀ ଯଦି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଉଛନ୍ତି ତେବେ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ଭରଣ ପୋଷଣ ଦେବାର ବି ଆଇନ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଜଣେ ପୁଅର ମୃତ୍ୟୁ ହୁଏ ତେବେ ତାଙ୍କ ବୃଦ୍ଧ ପିତା ମାତାଙ୍କର ଭରଣ ପୋଷଣ ବୋହୂଙ୍କୁ…

ଏବେ ମାତା-ପିତାଙ୍କ ସେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ମିଳିବ ଟାକ୍ସ ଛାଡ୍‌

ଆମ ସମାଜରେ ମାତା ପିତାଙ୍କ ସ୍ଥାନ ଖୁବ ଉଚ୍ଚରେ ରହିଥାଏ। ତାଙ୍କ ସେବା କରିବା ଆମ ଧର୍ମ। ତେବେ ପ୍ରତ୍ୟେକ ପିଲାଙ୍କ କର୍ତ୍ତବ୍ୟ ହେଉଛି ମାତା ପିତାଙ୍କ ସେବା କରିବା। ତେବେ ମାତା ପିତାଙ୍କ ସେବାକୁ ନେଇ ଏଠାରେ ଅନେକ ଶିକ୍ଷଣୀୟ କଥା କୁହାଯାଇଛି। ତେବେ ଏହାରି ମଧ୍ୟରେ ଇନକମ ଟାକ୍ସ ବିଭାଗ ମଧ୍ୟ…