Browsing Tag

passed away

ବଲିଉଡ୍‌କୁ ପୁଣି ଏକ ଝଟକା: ସାହାଯ୍ୟ ମାଗି ଶେଷରେ କମ ବୟସରେ ଆଖି ବୁଜିଲେ ଏହି ଅଭିନେତ୍ରୀ

ଚଳିତ ବର୍ଷ ୨୦୨୦ ବଲିଉଡ୍‌ ପାଇଁ ଖରାପ ସମୟ ଚାଲିିଛି। ଜଣଙ୍କ ପରେ ଜଣେ ଝଟକା ଦେଉଛନ୍ତି। ସେହିଭଳି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଅଭିନେତ୍ରୀ ମଡେଲ୍‌ ଦିବ୍ୟା ଚୌକସେ୍‌ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଖବର ତାଙ୍କର ଜଣେ ସାଙ୍ଗ ଏବଂ ଭଉଣୀ ଫେସବୁକ୍‌ ମାଧ୍ୟମରେ ଜଣାଇଛନ୍ତି।…

ପରଲୋକରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ସମ୍ବଲପୁର : ପରଲୋକରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି । ଆଜି ସକାଳେ ସମ୍ବଲପୁର ହୀରାକୁଦ କଲୋନୀ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସନାତନ ବିଶି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ…

ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ୭୦ ବର୍ଷ ବୟସରେ ଦେହାନ୍ତ, ୧୯୯୯ କାର୍‌ଗିଲ ଯୁଦ୍ଧରେ ଥିଲେ ସାମିଲ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଏକ ମାସ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରାଷ୍ଟ୍ରୀୟ ରାଇଫଲ୍‌ର ଡିଜି ଭାବେ ଅବସର…

ଆଲେକ୍ସି ଲିଓନୋଭଙ୍କ ପରଲୋକ, ନାସା ରୋକିଲା ସିଧା ପ୍ରସାରଣ

ଓ୍ଵାଶିଂଟନ : ୧୯୬୫ରେ ସ୍ପେସୱାକ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍‌ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍‌ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ…