Browsing Tag

pink ball test

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ ବଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୨ ରନ୍‌ କରି ଅଲ ଆଉଟ  ଭାରତ

କେନ୍ୟୁଜ୍(ବ୍ୟୁରୋ):  ପିଙ୍କ ବଲ ଟେଷ୍ଟ । ଭାରତ ୨୫୨ ରନ୍‌ରେ ଅଲ ଆଉଟ୍‌ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ ବଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୨ ରନ୍‌ କରି ଅଲ ଆଉଟ ହୋଇଛି ଭାରତ । ଋଷଭ ପନ୍ଥ ୩୯ ଓ ହନୁମା ବିହାରୀ ୩୧ ରନ୍‌ କରିଥିଲେ । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ…

ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ୍ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ, ଅପରାହ୍ନ ୨ଟାରେ ମ୍ୟାଚ…

ବେଙ୍ଗାଲୁରୁ: ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ । ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ । ଦିବାରାତ୍ରି ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅପରାହ୍ନ ୨ଟାରେ ମ୍ୟାଚ ଆରମ୍ଭ ହେବ । ଘରୋଇ ପରିବେଶରେ ଭାରତ ତୃତୀୟ…

ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଆଜିଠୁ ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ । ଟସ୍‌ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ପିଙ୍କ୍‌ ବଲ୍‌ । ଏବେ ସିରିଜ ୧-୧ରେ ବରାବର ରହିଛି । ତୃତୀୟ ଟେଷ୍ଟରେ ଟକ୍କର ଜୋରଦାର ହୋଇପାରେ । ତୃତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ଦଳ ଘୋଷଣା…

ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ମୋଟେରାକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି, ଆଜିଠାରୁ ଆରମ୍ଭ ଭାରତ-ଇଂଲଣ୍ଡ ଦିବାରାତ୍ର…

ଆଜିଠାରୁ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ ଆରମ୍ଭ ହେଉଛି । ଅହମ୍ମଦାବାଦରେ ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଅହମ୍ମଦାବାଦ ମୋଟେରାର ସର୍ଦ୍ଦାର ପଟେଲ୍ ଷ୍ଟାଡିୟମରେ ଖେଳାଯିବ ଦିବାରାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ । ନୂଆ କରି ପ୍ରସ୍ତୁତ ହୋଇଥିବା ଏହି ଷ୍ଟାଡିଅମରେ କୌଣସି…

ଆସନ୍ତାକାଲିରୁ ଆରମ୍ଭ ପ୍ରଥମ ଦିବାରାତ୍ର ପିଙ୍କ ବଲ୍ ଟେଷ୍ଟ, ଟିମ୍ ଚୟନକୁ ନେଇ ଚିନ୍ତାରେ ଇଣ୍ଡିଆ

ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରୁ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ। ଦିବା/ରାତ୍ର (ପିଙ୍କ ବଲ୍) ଟେଷ୍ଟ ଜରିଆରେ ଉଭୟ ଦଳ ଟ୍ରଫି ଅଭିଯାନ ଆରମ୍ଭ କରିବେ। ଆଡିଲେଡ୍ରେ ଖେଳାଯିବ ଏହି ପିଙ୍କ ବଲ୍ ଟେଷ୍ଟ। ପ୍ରଥମ କରି ବିଦେଶ ମାଟିରେ ଭାରତ ଦିବା/ରାତ୍ର…

ଐତିହାସିକ ମ୍ୟାଚ୍‌ରେ ଐତିହାସିକ ବିଜୟ : ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତ ଏକ ଇନିଂସ୍‌ ଓ ୪୬ ରନ୍‌ରେ ବିଜୟୀ

କୋଲକାତା : ଭାରତୀୟ କ୍ରିକେଟ୍‌ ଦଳ ଆଜି ପିଙ୍କ୍‌ବଲ୍‌ ଟେଷ୍ଟରେ ବାଂଲାଦେଶକୁ ଏକ ଇନିଂସ୍‌ ଓ ୪୬ ରନ୍‌ରେ ପରାସ୍ତ କରି ଦୁଇଟିକଆ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଘରୋଇ ମାଟିରେ ଇଏ ହେଉଛି ଭାରତର କ୍ରମାଗତ ଦ୍ୱାଦଶ (୧୨) ସିରିଜ୍‌ ବିଜୟ । ଏହା ସହିତ ବିଶ୍ୱ ରେକର୍ଡ଼ କରିଛି ବିରାଟ…

ଇଡେନ୍‌ ଗାର୍ଡେନ୍ସରେ ଡେ-ନାଇଟ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦବଦବା ଜାରି, ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ…

କେନ୍ୟୁଜ୍(ବ୍ୟୁରୋ): ଇଡେନ୍‌ ଗାର୍ଡେନ୍ସରେ ଐତିହାସିକ ଡେ-ନାଇଟ୍‌ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦବଦବା ଜାରି । ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ ରହିଛି ଭାରତ । ଭାରତୀୟ ପେସ୍‌ ବୋଲରଙ୍କ ଆଟାକ୍‌ରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିନ ଖେଳ ଶେଷ…

ପିଙ୍କ୍‌ ବଲ୍‌ ଟେଷ୍ଟ : କୋହଲି ଓ ପୂଜାରାଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୭୪/୩

କୋଲକାତା : ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ଆଜି ପିଙ୍କ୍‌ ବଲ୍‌ ଟେଷ୍ଟର ପ୍ରଥମ ଦିନର ବିଶେଷ ଆକର୍ଷଣ ଥିଲା । ଏହି ଦିବାରାତ୍ର ମ୍ୟାଚ୍‌ରେ ଆଜି ବାଂଲାଦେଶକୁ ମାତ୍ର ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରି ଆଜିର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍‌ରେ ୧୭୪ ରନ୍‌…

ପିଙ୍କ୍‌ ବଲ୍‌ ଟେଷ୍ଟ : ଇଶାନ୍ତଙ୍କୁ ୫ ଓ୍ଵିକେଟ୍‌, ବାଂଲାଦେଶ ୧୦୬ ରନ୍‌ରେ ଅଲ୍‌ଆଉଟ୍‌

କୋଲକାତା : ସନ୍ଦେହ ସତ ହେଲା । ପିଙ୍କ୍‌ ବଲ୍‌ ତାର କମାଲ ଦେଖାଇଲା । ଫଳରେ ଏଥିରେ ଅଭ୍ୟସ୍ତ ନଥିବା ବାଂଲାଦେଶ ଦଳ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି । ଭାରତ ପକ୍ଷରୁ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା ୫ ଓ୍ଵିକେଟ୍‌ ନେଇ ବାଂଲା ଟିମ୍‌ର…

ଇଡେନ୍‌ରେ ଆରମ୍ଭ ହେଲା ଐତିହାସିକ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌, ବାଂଲାଦେଶର ବ୍ୟାଟିଂ

କୋଲକାତା (କେ ନ୍ୟୁଜ୍‌) : ଇଡେନ୍‌ ଗାର୍ଡନ୍ସରେ ଆରମ୍ଭ ହେଲା ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ । ଭାରତ ଓ ବାଂଲାଦେଶ ପ୍ରଥମଥର ଖେଳିଲେ ପିଙ୍କ ବଲ୍‌ରେ। ଏହିି ଦିବାରାତ୍ର ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମ ବ୍ୟାଟିଂ ଆରମ୍ଭ କରିଛି । ତେବେ ମ୍ୟାଚ୍‌ ପୂର୍ବର ଦୃଶ୍ୟ ଥିଲା ଖୁବ୍‌…

ସହଜ ହେବ ନାହିଁ ପିଙ୍କ୍‌ ବଲ୍‌ରେ ଖେଳିବା, ଏମିତି କହିଲେ ବିରାଟ କୋହଲି

କୋଲକାତା : ପୂର୍ବରୁ ଆମେ ଆପଣମାନଙ୍କୁ ସୂଚନା ଦେଇଛୁ ଯେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପିଙ୍କ ବଲ୍‌ ଟେଷ୍ଟ ପାଇଁ ସମସ୍ତେ ସନ୍ଦେହ ଭିତରେ ଅଛନ୍ତି । ଆଜି ଏହି କଥା ସ୍ୱୀକାର କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି । କାଲି କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡନ୍ସରେ…