Browsing Tag

plasma therapy

କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି, ସ୍ୱାସ୍ଥ୍ୟାବସ୍ଥାରେ ହେଉନି କୌଣସି ଉନ୍ନତି

ଭୁବନେଶ୍ୱର (କେନ୍ୟୁଜ) : କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି । ଏ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛି ଆଇସିଏମ୍‌ଆର । ଏମ୍ସ ଓ ଜାତୀୟ ଟାସ୍କଫୋର୍ସ କମିଟି ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଭିଡ କ୍ଲିନିକାଲ ମ୍ୟାନେଜମେଣ୍ଟ ଗାଇଡ୍‌ଲାଇନର ପ୍ଲାଜ୍‌ମା ଥେରାପିକୁ…

କରୋନା ଚିକିତ୍ସା ବ୍ୟବସ୍ଥାରୁ ବାଦ୍‌ ପଡ଼ିପାରେ ପ୍ଲାଜମା ଥେରାପି, ଚାଲିଛି ଉଚ୍ଚସ୍ତରୀୟ ବିଚାର ବିମର୍ଶ

ନୂଆଦିଲ୍ଲୀ: କରୋନା ଚିକିତ୍ସା ବ୍ୟବସ୍ଥାରୁ ବାଦ୍‌ ପଡ଼ିପାରେ ପ୍ଲାଜମା ଥେରାପି । କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆପଣା ଯାଉଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରୁ ପ୍ଲାଜ୍‌ମା ଥେରାପିକୁ ବାଦ୍‌ ଦେବାକୁ ଉଚ୍ଚସ୍ତରୀୟ ବିଚାର କରାଯାଉଥିବା ନେଇ ଜଣାଯାଇଛି । ଏହା କହିଛନ୍ତି ICMR…

ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଗଞ୍ଜାମର ତିନି କରୋନା ଆକ୍ରାନ୍ତ

ଗଞ୍ଜାମ: ରୋଗୀଙ୍କୁ ନୂଆ ଜୀବନ ଦେଉଛି ପ୍ଲାଜମା । ମାରାତ୍ମକ କରୋନାରେ ପୀଡିତ ହୋଇ ମଧ୍ୟ ଆରୋଗ୍ୟ ଲାଭ କରୁଛନ୍ତି ରୋଗୀ । କିଛି ଦିନ ତଳେ କଟକର ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପ୍ଲାଜମା ଚିକିତ୍ସା ପରେ କରୋନାରୁ ସୁସ୍ଥ ହୋଇଛନ୍ତି ଗଞ୍ଜାମର ତିନି…

ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହୋଇ ଫେରିଲେ କଟକର ୪୮ ବର୍ଷୀୟା ମହିଳା

 କଟକ: ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ପ୍ଲାଜମା ଥେରାପି ଦିଆଯାଇଥିବା ରାଜ୍ୟର ପ୍ରଥମ ମହିଳା ସୁସ୍ଥତା ଲାଭ କରି ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସୂଚନା ଦେବା ଉଚିତ ହେବକି, ୪୮ ବର୍ଷୀୟା ମହିଳା ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ କଟକ ଅଶ୍ୱିନୀ କୋଭିଡ଼ ହସପିଟାଲରେ ରହି…

ଆଜିଠୁୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି, କୋଭିଡ୍‌ ମୁକାବିଲା ସମୀକ୍ଷା ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜିଠୁୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। କୋଭିଡ୍‌ ମୁକାବିଲା ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୀତଳାପଲ୍ଲୀ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍‌ ରୋଗୀମାନେ…

ଗଞ୍ଜାମରେ କରୋନା ଜନିତ ମୃତ୍ୟୁକୁ ବ୍ରେକ ଦେବା ପାଇଁ କାଲିଠାରୁ ଆରମ୍ଭ ହେବ ପ୍ଲାଜମା ଥେରାପି, ମୁଖ୍ୟମନ୍ତ୍ରୀ କଲେ…

କେନ୍ୟୁଜ୍(ବ୍ୟୁରୋ): କରୋନା ଚିକିତ୍ସାରେ ଫଳପ୍ରଦ ହେଉଛି ପ୍ଲାଜମା ଥେରାପି। ଗତକାଲି ୬ ଜଣ ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହେବା ପରେ ଆଶା ଉଜ୍ଜଳ ହେଉଛି ଆଉ ଏଥିପାଇଁ ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। କୋଭିଡ୍‌ ମୁକାବିଲା ସମୀକ୍ଷା ପରେ ଏହି…

କରୋନା ରୋଗୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତି : ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପୀ, ୬ ଜଣରୁ ୪ ଜଣ ହେଉଛନ୍ତି ସୁସ୍ଥ

କରୋନା ଭାଇରସର ସଂକ୍ରମଣ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ପ୍ଲାଜମା ଥେରାପୀର ଚାହିଦା ବଢ଼ିଯାଇଛି। କରୋନା ପଜିଟିଭଙ୍କ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପୀ ସବୁଠୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଓଡିଶାରେ ମଧ୍ୟ ସଫଳ ହେଉଛି ପ୍ଲାଜମା ଥେରାପୀ। ଏହି…

କଟକ: ପ୍ରଥମ କରି ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପୀ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ  ଆରମ୍ଭ ହେଲ ପ୍ଲାଜ୍‌ମା ଥେରାପି । ଗତକାଲି କଟକ SCBରେ ୪ଜଣଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ ହୋଇଥିଲା । ଆଜି ସେହି ପ୍ଲାଜମାକୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରଥମ ଥର ଲାଗି ଜଣେ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଇଛି।  ଜଣେ ୪୮ ବର୍ଷୀୟ କରୋନା ପଜିଟିଭଙ୍କୁ…

ପ୍ଲାଜମା ଦେଇ ବଞ୍ଚାନ୍ତୁ ଲୋକଙ୍କ ଜୀବନ, ସରକାର ଦେବେ ୫୦୦୦ ଟଙ୍କା ପୁରସ୍କାର

କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ପ୍ଲାଜ୍‌ମାର ଚାହିଦା ବଢ଼ିଯାଇଛି। କରୋନା ପଜିଟିଭ୍‌ଙ୍କ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପି ସବୁଠୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତେବେ ବର୍ତ୍ତମାନ ସରକାର ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ…

ଓଡିଶାରେ ଆଉ କେହି କରୋନାରେ ମରିବେ ନାହିଁ ! ମାଗଣାରେ ଆରମ୍ଭ ହେଲା ପ୍ଲାଜମା ଥେରାପୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ୩ଟି ହସ୍ପିଟାଲରେ ଆଜିଠୁ ଆରମ୍ଭ ହେଲା ପ୍ଲାଜମା ଥେରାପୀ ସେବା । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସମ୍‌ ହସ୍ପିଟାଲ, କିମସ ହସ୍ପିଟାଲ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି ।…

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ: ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକ ଅଶ୍ୱିନୀ ହସ୍ପିଟାଲରେ କରାଯିବ…

ଭୁବନେଶ୍ୱରର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ । କଟକ ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବେ କାମ କରିବ । ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ଭିଡିଓ…

କ’ଣ ଏହି ପ୍ଲାଜମା ଥେରାପି, କିପରି ହୁଏ ଚିକିତ୍ସା

ପ୍ଲାଜମା ଏକ ଅତ୍ଯାଧୁନିକ ଚିକିତ୍ସା ପଦ୍ଧତି। କରୋନା ସଂକ୍ରମିତମାନେ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସେମାନଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଶରୀରରେ ଏହାକୁ ପ୍ରଦାନ କରାଯାଇଥାଏ। ଏହି ଚିକିତ୍ସା ଅନ୍ଯ…