ଡେରାଡୁନ :ସାଙ୍ଗ ହୋଇ ବୁଲିବାକୁ ଆସିଥିବା ବେଳେ ଖାଇକୁ ଖସିଲା କାର୍, ୬ ମୃତ
ଉତ୍ତରାଖଣ୍ଡର ଡେରାଡୁନ-ମସୁରୀ ରାସ୍ତାରେ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କାର୍ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତକଙ୍କ ଭିତରେ ୪ ଜଣ ଯୁବକ ଏବଂ ୨ ଜଣ ଯୁବତୀ ରହିଛନ୍ତି । ଏମାନେ ସମସ୍ତେ ବୁଲିବାକୁ ଆସିଥିଲେ । ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଏସଡିଆରଏଫ…
Read More...