Browsing Tag

plastic ban

ଦିନକୁ ଦିନ ବିପଦ ସାଜୁଛି ପ୍ଲାଷ୍ଟିକ୍‌, ସଚେତନ କରୁଛି ସୁନାବେଡା ବନ୍ୟଜନ୍ତୁ ବିଭାଗ

ନୂଆପଡା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ପରିବେଶ ସୁରକ୍ଷା କରିବା ସହ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗେଇଦେବା ଉଦ୍ଦେଶ୍ୟରେ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ସୁନାବେଡା ଅଭୟାରଣ୍ୟକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥରେ ବନ୍ୟଜନ୍ତୁ…

ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ: ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ। ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନନେବାକୁ ଭକ୍ତ ଓ ସମସ୍ତ ନିଯୋଗକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ। କଟନ୍ ବ୍ୟାଗ୍,କାଠ ବା ବାଉଁଶରେ ନିର୍ମିତ ଚାଙ୍ଗୁଡିରେ ଫୁଲ ଓ ଭୋଗ…

ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ପାଇଁ ଘରୁ ବ୍ୟାଗ ନେଇ ବଜାରକୁ ଯିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (କେନ୍ୟୁଜ): ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍କୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି…

ଏହି ଦିନ ଠାରୁ ଦେଶରେ ବ୍ୟାନ୍‌ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌, ଜାଣନ୍ତୁ କି କି ଜିନିଷ ହେବ ବନ୍ଦ

୨୦୨୨ ମସିହା ବେଳକୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇଯିବ। ମୋଦି ସରକାର ଆସନ୍ତାବର୍ଷ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ କେନ୍ଦ୍ର ସରକାର ୨୦୨୨ ବେଳକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ କବଳରୁ…

ଆସନ୍ତା ଏପ୍ରିଲ ୧ ତାରିଖରୁ ପୁରୀ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା

ପୁରୀ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା । ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ କଟକଣା । ଶ୍ରୀମନ୍ଦିର ମହାପ୍ରସାଦ କିମ୍ବା ଶୁଖିଲା ମହାପ୍ରସାଦ କୌଣସି ପରିସ୍ଥିତିରେ ମଧ୍ୟ ପଲିଥିନରେ ବିକ୍ରି କରାଯିବ ନାହିଁ । ପୂର୍ବରୁ ପୁରୀ ସହର ଓ ଶ୍ରୀମନ୍ଦିରକୁ ପଲିଥିନ ଓ…

ପ୍ଲାଷ୍ଟିକ ବ୍ୟାନ ପରେ ଥାଇଲାଣ୍ଡବାସୀଙ୍କ ମୁଣ୍ଡକୁ ଜୁଟିଲା ଏମିତି ଆଇଡିଆ, ଯାହାକୁ ଦେଖିଲେ ଆପଣ ବି କରିବେ ପ୍ରଶଂସା

ନୂତନ ବର୍ଷରେ ଥାଇଲାଣ୍ଡରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ବ୍ୟାନ୍‌ କରାଯାଇଛି। ଏଠାରେ ଜଣେ ବ୍ୟକ୍ତି ଦିନରେ ଗୋଟିଏ ଦିନରେ ପ୍ରାୟ ୮ଟି ପ୍ଲାଷ୍ଟିକ ବ୍ୟାଗର ଉପଯୋଗ କରନ୍ତି। ଏଥିପାଇଁ ପର୍ଯାବରଣ ରକ୍ଷକ ମାମଲାରେ ଥାଇଲାଣ୍ଡବାସୀଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶରେ ପ୍ଲାଷ୍ଟିକ୍…

୨୦୨୦ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌, ସଚେତନତା ଅଭିଯାନ କରିବାକୁ ଜଙ୍ଗଲ ବିଭାଗ…

ଭୁବନେଶ୍ବର(କେନ୍ୟୁଜ୍): ୨୦୨୦ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌ । ଏନେଇ ପଞ୍ଚାୟତିରାଜ ବିଭାଗକୁ ସଚେତନତା ଅଭିଯାନ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍‌…

ପ୍ଲାଷ୍ଟିକ୍‌ ବ୍ୟାନ୍‌ ଭଲ କଥା, ହେଲେ ବିକଳ୍ପ କିଛି କରାଯାଇଛି କି ?

ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ଏବେ କଡ଼ା ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ସେଥିଲାଗି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକଟୋବର ୨ ତାରିଖରୁ ରାଜ୍ୟର ସହରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ହେଲେ ସବୁବେଳେ କୁହାଯାଏ ଯେ କୌଣସି ନିୟମ କାନୁନ…

ସହରୀ ଲୋକଙ୍କ ପାଇଁ ଆଉ ଚଳିବନି ପ୍ଲାଷ୍ଟିକ୍‌, କାଲିଠାରୁ ପୂରା ବ୍ୟାନ୍‌; ନମାନିଲେ ୫ ବର୍ଷ ଜେଲ୍‌

ଆସନ୍ତାକାଲି ହେଉଛି ଗାନ୍ଧି ଜୟନ୍ତୀ । ସାରା ଦେଶ ପାଳନ କରୁଛି ବାପୁଙ୍କ ୧୫୦ତମ ଜୟନ୍ତୀ । ଆଉ ଏହି ଦିନରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଉ ଚଳିବ ନାହିଁ ପଲିଥିନ୍‌ । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍‌ କରାଯାଇଛି । ହେଟେଲ, ରେଷ୍ଟୁରାଣ୍ଟ, ବିବାହ ଉତ୍ସବ,…

ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ବ୍ୟାନ୍‌

ଆସନ୍ତାକାଲି ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବନ୍ଦ । ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ନେଇ ନିର୍ଦ୍ଦେଶନାମା ଜାରି କରିଛି ଜଙ୍ଗଲ ଓ ପରିବେଶ ବିଭାଗ । କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ପଲିଥିନ୍‌ ଆଦି ଉତ୍ପାଦନ ଓ ବିକ୍ରି କରିପାରିବେ ନାହିଁ । ୨ଶହ…

ଗାନ୍ଧି ଜୟନ୍ତୀରୁ ରାଜ୍ୟର ସବୁ ସହରାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର

ଭୁବନେଶ୍ବର(କେନ୍ୟୁଜ୍): ଗାନ୍ଧି ଜୟନ୍ତୀରୁ ରାଜ୍ୟର ସବୁ ସହରାଞ୍ଚଳରେ ପ୍ରଥମେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବୋତଲ, ବ୍ୟାଗ ଆଦି ନିଷେଧ ହେବ । ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଏହାସହିତ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ନେଇ ଜଙ୍ଗଲ ଓ ପରିବେଶ…

ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ ପ୍ଲାଷ୍ଟିକ ନିଷିଦ୍ଧ ଆଇନ, ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ ପ୍ଲାଷ୍ଟିକ ନିଷିଦ୍ଧ ଆଇନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ଲାଷ୍ଟିକ ରାସ୍ତା ନିର୍ମାଣ ଉପଯୋଗୀ କରିବା ପାଇଁ ସ୍ଥାନୀୟ ଉଦ୍ୟୋଗୀଙ୍କୁ…