Browsing Tag

press meet

ଆଗାମୀ ସପ୍ତାହ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଗାମୀ ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ପଜେଟିଭ୍‌ ସଂଖ୍ୟା କମ୍‌ ଆସେ ତେବେ ଓଡ଼ିଶା କରୋନା ବିରୋଧ ଲଢ଼େଇରେ ତାର ଲକ୍ଷ୍ୟରେ ପହଞ୍ଚି ପାରିଲା ବୋଲି କୁହାଯିବ । ଏକଥା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର କହିଛନ୍ତି…

କରୋନା ସଂକଟର ନୁହେଁ ସଲ୍ୟୁସନ୍‌, କେବଳ ଲକଡାଉନ୍‌ ଦ୍ୱାରା ଏହି ଯୁଦ୍ଧକୁ ଜିତି ହେବ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ । କେବଳ ଏକ ପଜ୍‌ ବଟନ୍‌ । କରୋନା ସଂକଟର ନୁହେଁ ସଲ୍ୟୁସନ୍‌ । କେବଳ ଲକଡାଉନ୍‌ ଦ୍ୱାରା ଏହି ଯୁଦ୍ଧକୁ ଜିତି ହେବ ନାହିଁ । ଟେଷ୍ଟିଂ ହିଁ ପ୍ରମୁଖ ଅସ୍ତ୍ର । କୋଭିଡ୍‌-୧୯ ଉପରେ ଏକ ପ୍ରେସମିଟରେ ଏହି କଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି,…

ରାଜ୍ୟରେ ବଢ଼ିଛି କୋଭିଡ୍‌ ହସପିଟାଲ ଓ ଲବରେଟୋରୀ ସଂଖ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ଏହା ଏକ ଶୁଭ ଖବର ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ୬ଟି କୋଭିଡ୍‌ ଲବାରେଟୋରୀ କାର୍ଯ୍ୟକ୍ଷମ ଅଛି । ଭୁବନେଶ୍ୱର, ବ୍ରହ୍ମପୁର,…

ରାଜ୍ୟରେ ୮୦ ପ୍ରତିଶତ ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା : ଶାଳିନୀ ପଣ୍ଡିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ପ୍ରତିଦିନ ୩୦୦ରୁ ୪୦୦ କୋଭିଡ ଟେଷ୍ଟ କରାଯାଉଛି । ଆସନ୍ତା ୧୦ ଦିନ ମଧ୍ୟରେ ୩ ଗୁଣା ଅଧିକ ଟେଷ୍ଟ କରାଯିବ । ଯେତେ ଅଧିକ ଟେଷ୍ଟିଂ ହେବ ସେତେ କରୋନା ଧରାପଡିବ । ରାଜ୍ୟରେ ୮୦ ପ୍ରତିଶତ ପଜିଟିଭଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ନଥିଲା । ବର୍ତ୍ତମାନ…

ଡାକ୍ତର ଓ ନର୍ସଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ : କରୋନା ରୋଗୀ ଅନ୍ୟ ହସପିଟାଲକୁ ନଯିବାକୁ ନିର୍ଦ୍ଦେଶ, କେବଳ…

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଭାଇରସ୍‌ରେ ସଂକ୍ରମିତ ବ୍ୟକ୍ତି କେବଳ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲରେ ଚିକିତ୍ସତ ହେବେ । ଅନ୍ୟ ରୋଗୀଙ୍କ ଚିକିତ୍ସା କରାଯାଉଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ସେମାନେ ଯିବେ ନାହିଁ । ଯେମିତି କି କଟକରେ ଏସ୍‌ସିବି ଏବଂ ସିଟି ହସପିଟାଲ ଏହି ସହ…

ମାଲକାନଗିରିରେ ମାଓ ଅପରେସନ୍‌ ନେଇ DGPଙ୍କ ପ୍ରେସ୍‌ମିଟ, ଓଡ଼ିଶା ପୋଲିସକୁ ବଡ଼ ସଫଳତା

ମାଲକାନଗିରି: ମାଲକାନଗିରି ମାଓ ଅପରେସନ୍‌ ନେଇ DGPଙ୍କ ପ୍ରେସ୍‌ମିଟ। ଓଡ଼ିଶା ପୋଲିସକୁ ବଡ଼ ସଫଳତା । ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଅପରେସନ। ଅପରେସନ୍‌ରେ BSF ଓ CRPF ମଧ୍ୟ ସାମିଲ ଥିଲେ। ମାଓ ଆଡ୍ଡାରୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ  LMG, SLR, ୩ଟି INSAS ରାଇଫଲ୍‌ ଜବତ…

ସିବିଆଇ ଠାରୁ ଲୁଚି ସାମ୍ବାଦିକ ସମ୍ମିଳନୀ କଲେ ଚିଦାମ୍ବରମ୍, କହିଲେ ଆଇଏନଏକ୍ସ ମିଡିଆ ମାମଲାରେ ସେ ସଂପୂର୍ଣ୍ଣ…

ଗିରଫଦାରୀ ଏଡ଼ାଇବାକୁ ଦୁଇ ଦିନ ହେବ ଲାପତ୍ତା ଥିବା ଚିଦାମ୍ବରମ୍‌ ଶେଷରେ ଏଆଇସିସି ହେଡ୍‌କ୍ୱାର୍ଟରରେ ଆବିର୍ଭାବ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆଇଏନଏକ୍ସ ମିଡିଆ ମାମଲାରେ ସେ ସଂପୂର୍ଣ୍ଣ ଦୋଷମୁକ୍ତ । ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଦୁର୍ନୀତିରେ ଲିପ୍ତ…

କଶ୍ମୀରରେ ଉନ୍ନୟନମୂଳକ କାମ ହୋଇପାରିବ, ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଜମ୍ମୁ କାଶ୍ମୀରରୁ ୩୭୦ ଓ ୩୫(ଏ) ଧାରା ଉଛେଦ ଏକ ଐତିହାସିକ ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସାହସିକ ପଦକ୍ଷେପ ନେଇଛନ୍ତି। ଧାରା ଉଚ୍ଛେଦ ହେବା ପରେ ଜାମ୍ମୁକାଶ୍ମୀର ଓ ଲଦାଖରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଗାମୀ ଦିନରେ…