ପବ୍ଜୀ ଖେଳରୁ ଆରମ୍ଭ ହେଲା ପ୍ରେମ: ନୈନିତାଲରୁ ପଳାଇ ମଧ୍ୟପ୍ରଦେଶରେ ପହଞ୍ଚି ବିବାହ କଲେ ଯୁବତୀ
ମଧ୍ୟପ୍ରଦେଶର ରାୟସେନରେ ବିବାହର ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ଉତ୍ତରାଖଣ୍ଡର ନୈନିତାଲର ଜଣେ ଯୁବତୀଙ୍କୁ ଅନଲାଇନ୍ ଗେମ୍ ‘ପବ୍ଜୀ’ ଖେଳିବା ସମୟରେ ପ୍ରେମରେ ପଡ଼ିଯାଇଛନ୍ତି । ପ୍ରେମର ନିଶା ଏତେ ଘାରିଲା ଯେ ଯୁବତୀ ଜଣଙ୍କ ବିବାହ କରିନେଇଥିଲେ ଯୁବତୀଙ୍କ ପରିବାର…