Browsing Tag

punjab

କୁହୁଡି ଯୋଗୁଁ ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା: ୩ ପୋଲିସ କର୍ମୀ ମୃତ, ୧୩ ଆହତ

ପଞ୍ଜାବର ହୋଶିୟାରପୁର ଜିଲ୍ଲାରେ କୁହୁଡି ଯୋଗୁଁ ବସ୍‌ ଏବଂ ଟ୍ରକ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଅନ୍ୟ ଲୋକ ଆହତ ହୋଇଛନ୍ତି । ପୋଲିସ କହିବା ମୁତାବକ, ଜଳନ୍ଧର ସ୍ଥିତ ପଞ୍ଜାବ ସଶସ୍ତ୍ର ପୋଲିସ ସଂସ୍ଥାରୁ ୩୦ ଜଣ…

ଅର୍ଜୁନ ପୁରସ୍କାର ପାଇଥିବା ଡିଏସପିଙ୍କୁ ହତ୍ୟା, ରାସ୍ତା କଡରେ ମିଳିଲା ମୃତଦେହ

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । ସଙ୍ଗରୁରରେ ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଳନ୍ଧରରେ ବସ୍ତି ବାବା ଖେଳ ନାଳ ପାଖ ସଡକରେ ଦଲବୀରଙ୍କ ମୃତଦେହ ମିଳିଛି । ତାଙ୍କ ଶରୀରର କିଛି ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି…

ପଞ୍ଜାବ: ଜାତୀୟ ରାଜପଥରେ ଭୀଷଣ ଦୁର୍ଘଟଣା, ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା; ୧ ମୃତ

ପଞ୍ଜାବର ଲୁଧିଆନା ଜିଲ୍ଲାରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଛନ୍ତି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ଦିଲ୍ଲୀ-ଅମୃତସର ଜାତୀୟ…

ପଞ୍ଜାବରେ ୩.୨ ତୀବ୍ରତାର ଭୂକମ୍ପ, ହିମାଚଳ ପର୍ଯ୍ୟନ୍ତ ଝଟକା ଅନୁଭୂତ

ଦେଶର ବିଭିନ୍ନ ରାଜ୍ୟରେ ଗତ କିଛିଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ ପରେ ଏବେ ପଞ୍ଜାବର ରୁପନଗରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଝଟକା ରାତି ୧.୧୩ ରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପର ଗଭୀରତା ୧୦ କିମି ତଳେ ରହିଛି । ଭୂକମ୍ପ ମନିଟରିଂ ସେଣ୍ଟର…

ମାଗଣା ତୀର୍ଥଯାତ୍ରା ସହ ୨ ଗୁଣ ପେନସନ୍ ବଢ଼ାଇଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଣିଛନ୍ତି ଦୀପାବଳି ଉପହାର । ବିଭିନ୍ନ ସ୍ଥାନକୁ ମାଗଣା ତୀର୍ଥଯାତ୍ରା ସହିତ ପେନସନ ରାଶିରେ ଦୁଇ ଗୁଣ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ବୟସ୍କ ନାଗରିକଙ୍କ ସମେତ ରାଜ୍ୟର ପୂର୍ବ ସୈନିକ ଅଥବା ସେନାଙ୍କ ବିଧବା ପତ୍ନୀଙ୍କ ପାଇଁ ପେନସନ ରାଶି ମଧ୍ୟ ବୃଦ୍ଧି…

ପଞ୍ଜାବରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ୫ ଯୁବକଙ୍କ ମୃତ୍ୟୁ

ପଞ୍ଜାବର ମୋଗା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ମୁତାବକ, ମୋଗା କଡାହେଓ୍ଵାଲା ଗାଁ ନିକଟରେ ଭୋର ୩ଟାରେ…

କୁଳାଙ୍ଗାର ପୁଅ ! ବୃଦ୍ଧା ରୋଗିଣା ମାଆକୁ ମାରପିଟ୍‌ କରୁଥିଲା, ସିସିଟିଭି ଫୁଟେଜରେ ଧରାପଡିଲା ସତ

ରୋଗିଣା ମାଆକୁ ପିଟିଲା ଓକିଲ ପୁଅ । ପଞ୍ଜାବ ରୋପର ଜ୍ଞାନୀ ଜିଲ୍ଲା ସିଂହ ନଗରରୁ ଏପରି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ମାଆକୁ ମାଡ ମାରୁଛନ୍ତି ପୁଅ ଓ ବୋହୂ । ନାତି ବି ମାଆ ବାପାଙ୍କ ସହ ମିଶି ମାରପିଟ୍‌ କରୁଛି । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏଭଳି ଅମାନବୀୟ ଦୃଶ୍ୟ…

ପଞ୍ଜାବରେ ଧରାପଡ଼ିଲେ ଲସ୍କରର ୨ ଆତଙ୍କୀ, ବୋମା ଓ ଅସ୍ତ୍ରଶସ୍ତ୍ର ଜବତ, ବିସ୍ଫୋରଣ ପାଇଁ କରିଥିଲେ ଯୋଜନା

ପଞ୍ଜାବ ପୋଲିସ ଆଜି ଜମ୍ମୁ-କାଶ୍ମୀରର ଦୁଇ ନିବାସୀଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଗିରଫ କରିଛି। ପୋଲିସ ଲଶ୍କର-ଏ-ତୈଇବା (LeT)ର ଆତଙ୍କୀ ମଡ୍ୟୁଲକୁ ଭଣ୍ଡୁର କରିଥିବା ଦାବି କରିଛି। ଗିରଫ ଦୁଇ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଆଇଇଡି (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ), ୨ଟି ହ୍ୟାଣ୍ଡ…

ଔଷଧ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ମହିଳା ସମେତ ୪ କର୍ମଚାରୀ ଜୀବନ୍ତ ଦଗ୍ଧ

ପଞ୍ଜାବର ଅମୃତସର ଠାରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଅମୃତସରର ମଜିଠା ରୋଡ଼ରେ ଅବସ୍ଥିତ କ୍ୱାଲିଟି ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି । ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ହୋଇଥିବା ଅଗ୍ନିକାଣ୍ଡରେ ଜଣେ କିଶୋର, ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି…

ଘର ବାହାରେ ବାକ୍ସରୁ ମିଳିଲା ୩ ଭଉଣୀଙ୍କ ମୃତଦେହ; ବାପା ଉପରେ ହତ୍ୟା ସନ୍ଦେହ; ପୋଲିସ ଅଟକ ରଖି କରୁଛି ପଚରାଉଚରା

ପଞ୍ଜାବର ଜଳନ୍ଧର ସହରରେ ୩ ଭଉଣୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ଘଟିଛି ମକ୍‌ସୁଦା ଥାନା ଅଧୀନ କାନପୁର ଅଞ୍ଚଳରେ। ଏଠାରେ ଏକ ଘର ବାହାରେ ୩ ଭଉଣୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ, ପ୍ରଭାବିତ ୯୨ଟି ଟ୍ରେନ୍‌

ପଞ୍ଜାବ: ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ୩ ଦିନିଆ ‘ରେଳ ରୋକ’ଆନ୍ଦୋଳନ। ଏହି ଆନ୍ଦୋଳନରେ କୃଷକମାନେ ରେଳ ଲାଇନ୍ ରେ ବସିବା ଯୋଗୁ ପ୍ରାୟ ୯୨ଟି ଟ୍ରେନ୍‌ର ଗତିବିଧି ପ୍ରଭାବିତ ହୋଇଛି । ରେଳ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ ଲୋହିୟା ଖାସ୍‌…

ପଞ୍ଜାବ: ବନ୍ୟାଞ୍ଚଳ ବୁଲି ଦେଖୁଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କୁ କାମୁଡ଼ିଲା ସାପ, ଜାଣନ୍ତୁ କେମିତି ଅଛି…

ପଞ୍ଜାବରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ୭ଟି ଜିଲ୍ଲାରେ ପାଖାପାଖି ୮୯ଟି ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ହୋସିୟାର୍‌ପୁର, ଅମୃତସର, କପୁରଥଲା, ରୋପଡ୍‌, ତରନତାରନ, ଫିରୋଜପୁର ଓ ଗୁରଦାସପୁରରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଲୋକେ ଗାଁ…