Browsing Tag

puri news

ପୁରୀରେ ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି, ଗୁରୁତର ଆହତ ମହିଳା ଚିକିତ୍ସାଳୟରେ ଭର୍ତ୍ତି

ପୁରୀ(କେନ୍ଯୁଜ୍): ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି। ପୁରୀରେ ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଗୁରୁତର ହେବାରୁ ତାଙ୍କୁ କଟକ ବଡ…

ବାହାଘର ପୂର୍ବରୁ କନ୍ୟା ଆଖି ଆଗରେ ବରକୁ ଅପହରଣ

ପୁରୀ (କେନ୍ୟୁଜ) : ବଉଳାପାଟ ପିନ୍ଧି ଥାନାରେ ମଙ୍ଗୁଳା କନ୍ୟା। ଅଭିଯୋଗ ନେଇ ଆସିଛି ଯେ ବାହାଘର ପୂର୍ବରୁ ଅପହରଣ ହୋଇଗଲା ବର। ମଙ୍ଗୁଳା ପାଟ ପିନ୍ଧି ନ୍ୟାୟ ପାଇଁ ପୁରୀ ଏସପି ଅଫିସ ସମ୍ମୁଖରେ ୨୧ବର୍ଷୀୟା ଯୁବତୀ । ମନ୍ଦିରରେ ବାହାଘର ଠିକ ହୋଇଥିଲା। କନ୍ୟା ଘର ପ୍ରସ୍ତୁତ ହୋଇ ଅପେକ୍ଷା…

ପୁରୀରେ ଉତ୍ତେଜନା, ଜଣେ ଉଠା ଦୋକାନୀଙ୍କୁ ପୋଲିସ ମାଡ ମାରିବା ଅଭିଯୋଗ

ପୁରୀ (କେନ୍ୟୁଜ) : ଲକ୍‌ଡାଉନ୍‌ରେ ଉତ୍ତେଜନା। ଜଣେ ଉଠା ଦୋକାନୀଙ୍କୁ ପୋଲିସ ମାଡ ମାରିବା ଅଭିଯୋଗରେ ଉତ୍ତେଜନା। ପୁରୀ ବଡ ଶଙ୍ଖ ପରିବା ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ ସମୟରେ ପୋଲିସ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଚେକିଂ ପାଇଁ କରୁଥିଲେ।…

ପୁଅ ମୃତ୍ୟୁର ୫୦ଦିନ ପରେ ଖବର ପାଇଲା ମା, ଏବେ ନ୍ଯାୟ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ପୁରୀ: ପୁଅ ମୃତ୍ୟୁର ୫୦ଦିନ ପରେ ଖବର ପାଇଲା ମା। ତା ପୁଅ ଆଉ ଏ ଦୁନିଆରେ ନରହିଁ । ବୟସର ଅପରାହ୍ନରେ କି ଦୁଃଖ ଦେଲା ଦଇବ। କାନ୍ଦି କାନ୍ଦି ପାଗଳି ପରି ହୋଇଯାଇଛି ଏଇ ବିଢୀ ମାଟି। ଏପଟେ ସାନଭାଇ ଆଖିରୁ ଲୁହ ଶୁଖୁନି। ଏଭଳି ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ପୁରୀରେ। ରୋଜଗାରିଆ ପୁଅର…

ପୁରୀ ବାସେଳି ସାହି ପୋଲିସ୍ ହାତରେ ବ୍ରାଉନ୍‌ ସୁଗାର ଗ୍ୟାଙ୍ଗ: ୭ ଗିରଫ, ୨୭ଲକ୍ଷ ଟଙ୍କାର ଧଳା ଜହର ଜବତ

ପୁରୀ : ପୁରୀ ପୋଲିସ ହାତରେ ବ୍ରାଉନ୍‌ ସୁଗାର ଗ୍ୟାଙ୍ଗ। ବାସେଳି ସାହି ପୋଲିସ ବ୍ରାଉନ୍‌ ସୁଗାର ନିଶା କାରବାର କରୁଥିବା ୭ଜଣଙ୍କୁ ଗିରଫ କରିବା ସହ ୨୭ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି। ଏହା ସହ ଏକ ଟାଟା ସଫାରୀ , ପିସ୍ତଲ ଓ ବାଇକ୍‌ ଜବତ କରିଛି। ପୋଲିସ ପକ୍ଷରୁ ମଙ୍ଗଳାଘାଟ ଛକ…

ପୁରୀ ବେଳାଭୂମିକୁ ଦେଶର ୮ଟି ବେଳାଭୂମି ସହିତ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁପାରିଶ

ପୁରୀ: ପୁରୀ ବେଳାଭୂମିକୁ ଦେଶର ୮ଟି ବେଳାଭୂମି ସହିତ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁପାରିଶ କରାଯାଇଛି । ଯାହାକୁ ନେଇ ପୁରୀରେ ବେଶ ଆନନ୍ଦ ପ୍ରକାଶ ପାଇଛି । ପୁରୀର ଗୋଲଡେନ ବିଚକୁ ଏହି ମାନ୍ୟତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ…

ପୁରୀରେ ବନ୍ୟା ପରିସ୍ଥିତି: ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପୁରୀ: ପୁରୀରେ ବନ୍ୟା ପରିସ୍ଥିତି । ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ଉତ୍ତରକୋଣା ଓ ସିରେଇକୋଣାରେ ଚାଷଜମି ଜଳମଗ୍ନ ହୋଇଛି । ଗାଁ ଚାରିପଟେ ବନ୍ୟା ପାଣି ଘେରି ରହିଥିବାରୁ ଗମନାଗମନ ପାଇଁ ଥିବା…

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି: ଶ୍ରୀମନ୍ଦିରରେ ରକ୍ଷା ପଞ୍ଚମୀ ନୀତି, ମହାପ୍ରଭୁଙ୍କୁ ଲାଗି ହେବ ସୁବର୍ଣ୍ଣ…

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷା ପଞ୍ଚମୀ ନୀତି। ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯିବ। ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ ଓଲାଗି ହୋଇଥାଏ। ସେଥିମଧ୍ୟରୁ ରତ୍ନଚିତା ଚିତାଲାଗି…

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ପୂର୍ବରୁ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଲକ୍ଷେ ଏକ ସଳିତାର ଦୀପ ସମର୍ପଣ

ପୁରୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ପୂର୍ବରୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ଓ ମଠାଧୀଶଙ୍କ ପକ୍ଷରୁ ଲକ୍ଷେ ଏକ ସଳିତା ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। ଭାରତ ବର୍ଷରେ ଭାଇଚାରା ବଜାୟ ରଖିବା ସହ, ସମଗ୍ର ହିନ୍ଦୁ ସମାଜ ପ୍ରଭୁ…

ଲକଡାଉନରେ ପୁରୀ ବୁଲିବାକୁ ଆସି ଆଉ ଫେରି ପାରିଲେନି ଦମ୍ପତି, ଶେଷରେ ରାସ୍ତା ଉପରେ ପ୍ରସବ କଲେ ମହିଳା

ପୁରୀ: ରାସ୍ତା ଉପରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଲକଡାଉନରେ ପୁରୀ ବୁଲିବାକୁ ଆସି ଫସି ଯାଇଛନ୍ତି ଦମ୍ପତ୍ତି । ଘରକୁ ଫେରିନପାରି ଏକ ଘର ବାରଣ୍ଡାରେ ୪ ପିଲାମାନଙ୍କୁ ଧରି ପଡ଼ିରହିଛନ୍ତି । ସେଠାରେ ହିଁ…

ପୁରୀରେ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି କଲେ ଜିଲ୍ଲାପାଳ: ବସ୍ତି ଗୁଡ଼ିକରେ ବୁଲି ସଂଗ୍ରହ କରିବେ ଥଣ୍ଡା,କାଶ ଓ…

ପୁରୀ: ପୁରୀରେ ଥିବା ବସ୍ତି ଗୁଡ଼ିକରେ କରୋନା ସଂକ୍ରମଣ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେଇଛନ୍ତି ଅଭିନବ ପଦକ୍ଷେପ। ବସ୍ତି ଗୁଡ଼ିକରେ ଜନଜସେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଘରକୁ ସଂକ୍ରମଣ ରୋକିବା ପାଇଁ ୧୨୪ ଜଣ କୋଭିଡ୍‌ ମନିଟରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କୋଭିଡ୍‌…

ପୁରୀ ଜିଲ୍ଲାର ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସଂଧ୍ୟା ସୁଦ୍ଧା ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଥିମଧ୍ୟରୁ ପୁରୀ ସହରର ୪ ନମ୍ବର ଓ୍ଵାର୍ଡ ମଣିକର୍ଣ୍ଣିକା ସାହି ଥିବା ବେଳେ ପିପିଲି ବ୍ଲକର ପପରଙ୍ଗା ଗାଁ ଓ ବ୍ରହ୍ମଗିରି…