ଦୁଇ ପୁଅ ଓ ପତ୍ନୀଙ୍କ ସହ ଏହି ଆଲିଶାନ୍ ବଙ୍ଗଳାରେ ରୁହନ୍ତି ରାହୁଲ ଦ୍ରାବିଡ୍, ଦେଖନ୍ତୁ ଭିତରୁ କେତେ ଭବ୍ୟ ଲାଗୁଛି
ଟିମ୍ ଇଣ୍ଡିଆର ସର୍ବକାଳୀନ ମହାନ୍ କ୍ରିକେଟରଙ୍କ ମଧ୍ୟରେ ରାହୁଲ ଦ୍ରାବିଡ୍ ଜଣେ। ସେ ନିଜ ଖେଳ ମାଧ୍ୟମରେ ବାରମ୍ବାର ଭାରତକୁ ଗୌରବାନ୍ଵିତ କରିଛନ୍ତି। ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ୍ ଖେଳଠାରୁ ନିଜକୁ ଦୂରେଇ ଦେଇଥିଲେ ମଧ୍ୟ କ୍ରିକେଟ୍ ସହ ଜଡ଼ିତ ଅଛନ୍ତି।
ରାହୁଲ ଦ୍ରାବିଡ…